Home Tags Bhadrak News

Tag: Bhadrak News

ନଦୀଗାଁ – ଫଳପୁର ରାସ୍ତା ବିପର୍ଯ୍ୟସ୍ତ, ମରାମତି ନାମରେ ଟଙ୍କା ହରିଲୁଟ

0
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗ୍ରାମାଂଚଳ ରାସ୍ତା ର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରକୃତପକ୍ଷେ ତାହା ସଫଳ...

ବାତ୍ୟା ଆସିଲେ ମନେ ପଡେ ପ୍ରାକୃତିକ ବିପର୍ଯ୍ୟୟ ସୁରକ୍ଷା ଏବଂ ବାତ୍ୟା ଆଶ୍ରୟସ୍ଥଳୀ, ଅନୁଦାନ...

0
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୯୯୯ ମହାବାତ୍ୟା ପରେ ବିଶ୍ୱ ବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସମୁଦ୍ର ଉପକୂଳ ବର୍ତୀ ଭଦ୍ରକ ଜିୁଲ୍ଲାରେ ମୋଟ...

ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

0
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ପ୍ରସିଦ୍ଧ ଭଦ୍ରକ ର ଐତିହାସିକ କାଳୀପୂଜା ଉପଲକ୍ଷେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପ୍ରଥମ...

‘ଟେରୁ ନନାଙ୍କ ଛୁଙ୍କ’ ର ସୁଟିଂ ଆରମ୍ଭ, ସ୍ଥାନୀୟ କଳାକାରଙ୍କୁ ନେଇ ମହାବୀର ଏଂଟରଟେନମେଂଟର...

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାବୀର ଏଂଟରଟେନମେଂଟ ଦ୍ୱାରା ପ୍ରଥମ ଥର ପାଇଁ ଏକ ନୂତନ ମନୋରଞ୍ଜନମୟ ଅଭିନବ କାର୍ଯ୍ୟକ୍ରମ “ଟେରୁ ନନାଙ୍କ ଛୁଙ୍କ” ଆରମ୍ଭ ହୋଇଛି।...

ତାମିଲନାଡୁରୁ ନିଖୋଜ ବିବାହିତ ମହିଳା ଉଦ୍ଧାର, ବିବାହିତ ପ୍ରେମିକ ଗିରଫ

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ସୋହଡା ପଂଚାୟତ ରେ ପିତେଇପୁର ଗ୍ରାମର ଜଣେ ବିବାହିତ ମହିଳା ଓ ସେହି ଗ୍ରାମର...

ଏୟାରଟେଲ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅଧିନ ଦୋବଲ ପଂଚାୟତ ସୋଧ ଗ୍ରାମରେ ଥିବା ଏୟାରଟେଲ ଟାୱାର ରୁ ଶନିବାର ରାତିରେ ୨୨...

ଗୋସେବକଙ୍କ ଦ୍ୱାରା ଦୁଇଟି ଗୋରୁ ବୋଝେଇ ଟ୍ରକ୍ ଉଦ୍ଧାର, ୬୫ ଗୋରୁ ଉଦ୍ଧାର

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅଧିନ ୧୬ ନମ୍ବର ରାଜ୍ୟ ରାଜପଥ ବିଷ୍ଣୁପୁର ଛକ ଠାରୁ ଶନିବାର ମଧ୍ୟରାତ୍ରରେ ଗୋସେବକମାନଙ୍କ ପକ୍ଷରୁ...

ରାଣୀତାଲ ଏଫସିଆଇ ରେଳଫାଟକ ଠାରେ ସାଂସଦଙ୍କ ଉଦ୍ୟମରେ ନିର୍ମାଣ ହେବ ଉଡନ୍ତା ପୋଲ

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ରାଣୀତାଲ ଏଫ. ସି଼ ଆଇ଼ ରେଳ ଫାଟକ ଠାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଙ୍କ ପ୍ରଚେଷ୍ଟାରେ ନିର୍ମାଣ...

ଗିରଫ ହେଲେ ପତ୍ନୀହନ୍ତା ଏବିଡିଓ ଦେବୀ ପ୍ରସାଦ

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଦେବୀ ପ୍ରସାଦ ଜେନା ନିଜ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଫେରାର ହୋଇଥିଲେ।...

ଭଦ୍ରକର ଐତିହାସିକ କାଳୀପୂଜାର ଅନ୍ତିମ ଦିନ, ତୋରଣ, ଆଲୋକମାଳା ଓ ଅପେରା ପାର୍ଟିରେ ଜମୁଛି...

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଲୋକକଥା ଅଛି ଏହାର ଐତିହାସିକ ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ପାଇଁ ଲୋକମାନେ ବର୍ଷକ ପୂର୍ବରୁ ନିଜ ନିଜ ଘରକରଣା ଜିନିଷର...

ଅନ୍ତିମ ଦିବସରେ ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ, ପୀଠରେ ମହାଯଜ୍ଞର ପୂର୍ଣ୍ଣାହୂତି

0
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ମହାଲକ୍ଷ୍ମୀ ବେଶ ଧାରଣ କରିଛନ୍ତି ମା ଭଦ୍ରକାଳୀ।...

ଇନ୍ଦୁମତି ଆଦର୍ଶ ଶିକ୍ଷୟିତ୍ରୀ ଥିଲେ

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ୍ ରାମଚନ୍ଦ୍ରପୁର ପଚାଂୟତ ଅଧିନ ପାନପଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରାଙ୍କୁ ଅବସରକାଳୀନ...

କେସିଭିଏମ୍‌ରେ ଖେଳ କୁଦ ପ୍ରତିଯୋଗିତା,ଭାଗନେଲେ ୩ ଶହ ଛାତ୍ରଛାତ୍ରୀ

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଐତିହାସିକ ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିରରେ ଆଜି ୩ ଶହ ଛାତ୍ରଛାତ୍ରୀଙ୍କୁ ନେଇ ୨ ଦିନିଆ ଖେଳ, କୁଦ...

ଆରସା ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ,ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରେ ସୁରଭି

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧିନ ଅରସା ଉଚ୍ଚ ବିଦ୍ୟାଳୟ ପରିସରରେ ଆରସା ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ...

ଚାଚତେଇ ସଂଗଠନ ପକ୍ଷରୁ ଯୋଗଶିବିର

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଚକ୍ରାପାଢୀ,ଚାରିଗାଁ,ତେଲନଟୀ, ଇଟୁଆ ଗ୍ରାମକୁ ନେଇ ଗଠିତ ଚାଚତେଇ ସାମାଜିକ ସଂଗଠନ ପକ୍ଷରୁ ଯୋଗ ଶିବିର...

ଚାରିଗାଁରେ ଦେଢଶହ ବର୍ଷର ଗିରିଗୋବର୍ଦ୍ଧନ ପୂଜା

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ତ ବ୍ଲକ୍ ଚାରିଗାଁ ଗ୍ରାମରେ ବସବାସ କରୁଥିବା ଗୌଡୀୟ ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଛି...

୬୨ ବର୍ଷରେ ବାଲିପୋଖରୀ କାଳୀପୂଜା

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାରିଗାଁ ପଚାଂୟତ ବାଲିପୋଖରୀ ଠାରେ ସାର୍ବଜନୀନ କାଳୀପୂଜା ଧୂମଧାମ୍‌ରେ ଚାଲିଛି । ଏହି ପୂଜା ୬୨ ବର୍ଷରେ ପଦାର୍ପଣ...

୭୧ ବର୍ଷରେ ଘେଂଟଶ୍ୱର ସାର୍ବଜନୀନ କାଳୀପୂଜା,ଚାଲିଛି ମା’ଙ୍କ ଆବାହନ, ଜମୁଛି ମେଳା

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘେଂଟଶ୍ୱର ଅଂଚଳରେ କାଳୀପୂଜା ଜମୁଛି। ସୋମବାର ସକାଳେ ଘଟ ଉତୋଳନ ପରେ ବିଳମ୍ବିତ ରାତିରୁ...

ଯଶସ୍ୱୀ ଗାଳ୍ପିକ ରେଣୁବାଳାଙ୍କ ଶ୍ରାଦ୍ଧୋତ୍ସବ

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ମାତୃଭାଷା ପରିଷଦ, ଭଦ୍ରକ ଓ ଗାଳ୍ପିକା ରେଣୁବାଳା ସ୍ମୃତି କମିଟି ଆନୁକୁଲ୍ୟରେ ଯଶସ୍ୱୀ ଗାଳ୍ପିକା ରେଣୁବାଳା ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଚରମ୍ପା...

ଭଦ୍ରକରେ ସ୍ୱରୂପିଣୀ ମା’ ଭଦ୍ରକାଳୀ ପୁସ୍ତକ ଲୋକାର୍ପିତ

0
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା ଭଦ୍ରକାଳୀ ଙ୍କ ସ୍ୱରୂପିଣୀ ପୀଠରେ ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ସାହୁଙ୍କ ଲିଖିତ ସର୍ବ ସ୍ୱରୂପିଣୀ ମା ଭଦ୍ରକାଳୀ ପୁସ୍ତକ ଲୋକର୍ପିତ...