Tag: Bhadrak News
ଏନଏଚ-୧୬ର କେତେକ ସମ୍ବେଦନଶୀଳ ସ୍ଥାନରେ ଅଣ୍ଡରପାସ, ଫୁଟ୍ବ୍ରିଜ୍ ଓ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସଙ୍ଗ,...
ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଯାଇଥିବା ୧୬ନଂ ଜାତୀୟ ରାଜପଥର କେତୋଟି ଦୁର୍ଘଟଣାଜନିତ ସମ୍ବେଦନଶୀଳ ସ୍ଥାନରେ ଅଣ୍ଡରପାସ୍ (ଗଳା ପୋଲ), ଫୁଟ୍...
ବିଶିଷ୍ଟ ଶିଶୁ ସାହିତ୍ୟିକ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟଙ୍କ ପରଲୋକରେ ଶୋକ
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ଶିଶୁ ସାହିତ୍ୟିକ, ଗବେଷକ ତଥା ପ୍ରବାସରେ ଓଡ଼ିଆ ଭାଷାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ତ୍ୟାଗଭୂମି ଭଦ୍ରକର...
ଭଦ୍ରକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୪୧୦୯୭୯୩ ଟଙ୍କାରେ ୨୩୮୧ ଟି ମୋକଦ୍ଦମାର ଆପୋଷ...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତୃତୀୟ ଲୋକ ଅଦାଲତ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ...
ଭଦ୍ରକରେ ଖାଦ୍ୟ ନିରାପତା ବିଭାଗର କାର୍ଯ୍ୟ ସନ୍ଦେହରେ, ଡି.ଓ ପଦବୀ ଖାଲି, ଖୋଲା ବଜାରରେ...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଖାଦ୍ୟ ନିରାପତା(ଫୁଡ୍ ସେଫ୍ଟି) ବିଭାଗରେ ଦୀର୍ଘ ଦିନରୁ ଅଧିକାରୀ ଓ କର୍ମଚାରୀ ଅଭାବ...
୪୪ବର୍ଷର ଭଦ୍ରକ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ନାହିଁ
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୯୮୦ମସିହାରୁ ପ୍ରତିଷ୍ଠିତ ଭଦ୍ରକ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ନାହିଁ । ଭଦ୍ରକ ର ତତ୍କାଳୀନ ବିଧାୟକ ତଥା ମନ୍ତ୍ରୀ ଯୁଗଳକିଶୋର...
ଖୁଲମ ଖୋଲା ବାଜୁଛି ଡିଜେ, ଆଗକୁ ପୂଜା ଭସାଣୀ ଆଉ ପାର୍ବଣ ଋତୁ, ସାଧାରଣ...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାରମ୍ବାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ, ବ୍ୟବସାୟୀ ମହଲରୁ ଅଭିଯୋଗ ସତ୍ୱେ ଏହି ଜିଲାର ଧାମନଗର ଅଂଚଳରେ ଡିଜେ ବାଜିବା...
ଗଣେଶ ଭସାଣୀ ବେଳେ ଶୋଭାଯାତ୍ରାକାରୀ କଲେ ଗଣ୍ଡଗୋଳ, ହାଣିଲେ ମାରଣାସ୍ତ୍ରରେ, ଭାଙ୍ଗିଲେ ଏକାଧିକ ବାଇକ୍
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ଘଂଟଗଢିଆ ଦେହୁରୀ ସାହିରେ ଗତକାଲି ରାତ୍ରରେ ଗଣେଶ ଭସାଣୀ ବେଳେ ହରିପୁର...
ଡଃ ରବିନ୍ଦ୍ର କୁମାର ମହାପାତ୍ରଙ୍କ ସ୍ମୃତିଚାରଣ ସଭା
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ସାବରଙ୍ଗ ଭଳି ଏକ ଅଖ୍ୟାତ ପଲ୍ଲୀରୁ ସୁଦୂର ଦିଲ୍ଲୀ ପର୍ଯ୍ୟନ୍ତ ଯିଏ ନିଜର ନିଷ୍ଠା ଉଦ୍ୟମ ପ୍ରଜ୍ଞା ବଳରେ...
ଜିଲାପାଳଙ୍କ ଭଦ୍ରକ କଲେଜ ପରିଦର୍ଶନ, ବିବଧ ସମସ୍ୟାର ସମାଧାନର ଦେଲେ ପ୍ରତିଶ୍ରୁତି
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅପରାହ୍ନରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଭଦ୍ରକ କଲେଜ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ତାଙ୍କ ସହ ସହକାରୀ ଜିଲାପାଳଙ୍କ...
ନୂଆ ମୁଖ୍ୟ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ, ଧାର୍ଯ୍ୟ ସମୟ ମଧ୍ୟରେ ଅସମ୍ପୂର୍ଣ୍ଣ...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଖୁବ୍ ଅଳ୍ପ ଦିନ ମଧ୍ୟରେ ଉଦ୍ଘାଟିତ ହେବାକୁ ଯାଉଥିବା ଭଦ୍ରକ ଜିଲ୍ଲା ନୂଆ ମୁଖ୍ୟ ଡାକ୍ତରଖାନାକୁ ପରିଦର୍ଶନରେ ଯାଇ ଜିଲ୍ଲାପାଳ ଦିଲୀପ...
ବ୍ରିଟିଶ ଅମଳର ୨୦୮ ବର୍ଷ ତଳର ଜରାଜୀର୍ଣ୍ଣ ରାଜଘାଟ ପୋଲ ଏବେ କେତେ ସୁରକ୍ଷିତ!,...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୮୧୬ ମସିହାରେ ନିର୍ମିତ ଭଦ୍ରକର ବ୍ରିଟିଶ ସମୟର ରାଜଘାଟ ପୋଲ ଏବେ ଜନସାଧାରଣଙ୍କ ପାଇଁ ବିପଦ ସଂକୁଳ ହୋଇପଡିଛି । କେତେବେଳେ...
ସୁଭଦ୍ରା ଯୋଜନା ଅତ୍ୟନ୍ତ ଉଚ୍ଚକୋଟୀର, ମାଆମାନେ ବହୁତ ଖୁସି ଅଛନ୍ତି -ମନ୍ତ୍ରୀ, ଜିଲ୍ଲାସ୍ତରୀୟ ସୁଭଦ୍ରା...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ନିର୍ଦ୍ଦେଶ ମତେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଜିଲ୍ଲା...
ବଦଳିବ ଭଦ୍ରକ ସହରର ମାନଚିତ୍ର, ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ କାଳେ ବଦଳିବ ଭଦ୍ରକ ସହରର ମାନଚିତ୍ର । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଜାରି ରହିଛି । ଇତିମଧ୍ୟରେ...
ମଥାରେ ବନ୍ଧୁକ ଲଗାଇ ସୁନା ଗହଣା ସହ ଟଙ୍କା ଲୁଟି ନେଲେ ଡକାୟତ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧିନ ଗୋପୀନାଥପୁର ପଂଚାୟତ ମାର୍କଣ୍ଡପୁର ଗ୍ରାମର ସୁବାସ ପଣ୍ଡାଙ୍କ ଘରେ ଡକାୟତି ହୋଇଥିବା ଥାନାରେ ଅଭିଯୋଗ...
ଧାମନଗର ବ୍ଲକରେ ଆବାସ ଯୋଜନା ବଂଟନରେ ପାତର ଅନ୍ତର, ସଲାସୁତରାରେ ଭାଗ ବଂଟାରେ ଘର...
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗରିବ ତଥା ଭୂମିହୀନ ଲୋକ ଙ୍କୁ ଥଇଥାନ ପାଇ ବିଭିନ୍ନ ଯୋଜନା ମାଧ୍ୟମ ରେ ସେମାନଙ୍କୁ ବିଭିନ୍ନ ସୁଯୋଗ ଦିଆଯାଉଥିବା...
ଝରକା ଗ୍ରିଲ୍ କାଟି ଲକ୍ଷାଧିକ ଟଙ୍କା ଚୋରୀ, ସନ୍ଧାନି କୁକୁର ଦ୍ୱାରା ଜଣେ ଅଟକ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକର ଏବେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଛି । ବିଶେଷ କରି ଚୋରୀ ସୁନା କୁ...
ବିଧାନସଭାରେ ଭଦ୍ରକ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ଉତ୍ଥାପିତ କଲେ ବିଧାୟକ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଜନିତ ସମସ୍ୟା ଓ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ...
ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀଙ୍କ ମୃତ୍ୟୁରେ ଭଦ୍ରକରେ ଶୋକ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସର୍ବଭାରତୀୟ ସାଧାରଣ ସଂପାଦକ, ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ଭାରତରେ ଫାଶୀବାଦୀ ବିରୋଧୀ ଆନ୍ଦୋଳନର...
୪ଟି ବ୍ଲକ୍ ପରେ ବାକି ୩ଟି ବ୍ଲକ୍ରେ ସୁଭଦ୍ରା ରଥ ପରିକ୍ରମା ଆରମ୍ଭ, ଆଜି...
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘରେ ଘରେ ସୁଭଦ୍ରା ଯୋଜନା ସଚେତନତା ପାଇଁ ପୋଷ୍ଟର, ବ୍ୟାନର, ପ୍ରଚାର ପତ୍ର, ୱାଲ ପେଂଟିଂ, ହୋର୍ଡ଼ିଂ ଆଦି ସହ ସୁଭଦ୍ରା...
ହଜରତ ସରକାର ବାବାଙ୍କ ୧୦ମ ବାର୍ଷିକୀ ଫତେହ୍ ଉତ୍ସବ ପାଳନ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ନଗର, ଭଦ୍ରକରେ ଅବସ୍ଥିତ ଖାନ୍କା ସରିଫ୍ରେ ହଜରତ ସରକାର ବାବାଙ୍କ ୧୦ମ ବାର୍ଷିକୀ ଫାତେହ ଉତ୍ସବ ପାଳନ ଉପଲକ୍ଷେ ଭଦ୍ରକ...
























