Tag: Bhadrak News
ପରୀକ୍ଷା ପୂର୍ବରୁ ସ୍କୁଲରେ ‘ତାଲାବନ୍ଦୀ’ ରାଜନୀତି, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିରୋଧ ନା ମାଟ୍ରିକ ପରୀକ୍ଷାର୍ଥୀଙ୍କ...
ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶିକ୍ଷା ମନ୍ଦିରରେ ଅସାମାଜିକଙ୍କ ଦାଦାଗିରି। ସାମ୍ନାରେ ମାଟ୍ରିକ ପରୀକ୍ଷା, ହେଲେ ବିଦ୍ୟାଳୟ ପରିସରରେ ଶିକ୍ଷାଦାନ ପରିବର୍ତେ ଦେଖିବାକୁ ମିଳିଛି ଅଶାନ୍ତିର ବାତାବରଣ।...
ମହୁମାଛି ଆକ୍ରମଣରେ ଛାତ୍ରୀ ଓ ପଥଚାରୀ ଆହତ
ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଂଚୟତ ହାଟଡିହି ଗ୍ରାମର ହାଇଲେବୁଲ କେନାଲ ରାସ୍ତାରେ ମହୁମାଛି ଆକ୍ରମଣରେ ଜଣେ ପଥଚାରୀଙ୍କ ସମେତ...
ବଳକା ଖାଦ୍ୟଖାଇ ମୋବାରକପୁର ଆଦିବାସୀ ଲୋକେ ଅସୁସ୍ଥ, ସାହିରେ ମେଡିକାଲ ଦଳ
ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମୋଚାରକପୁର ଗେଙ୍ଗୁଟିଆ ଆଦିବାସୀ ବସ୍ତି ବାସିନ୍ଦା ବଳକା ଭୋଜି ଖାଦ୍ୟ ସେବନ କରି ମଙ୍ଗଳବାର ଅସୁସ୍ଥ...
ବିଦ୍ୟୁତ୍ ଆଘାତରେ ଚାଲିଗଲା ଭୋଳାନାଥଙ୍କ ଜୀବନ
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲ୍ଲାର ଧାମନଗର ଥାନା ଭଗବାନପୁର ପଂଚାୟତ ପଦ୍ମପୋଖରୀ ଗ୍ରାମର ଜଣେ ପରୋପକାରୀ ଉଦୀୟମାନ ଯୁବକ ସମସ୍ତଙ୍କ ପ୍ରିୟ ଭୋଳାନାଥ କବିଙ୍କର...
ତଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ଧଗାଁ ଅନ୍ତର୍ଗତ ତଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମିଶ୍ର ଙ୍କ...
ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତ କାରଣ ଶିବିର ତଥା ସୁକନ୍ୟା ସମୃଦ୍ଧି ସଚେତନତା...
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର ଆୟୋଜିତ ହୋଇଯାଇଛ...
ଅପହରଣ ଓ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ପୁଲିସ୍ ହାତରୁ ଚମ୍ପଟ, ଡ୍ୟୁଟିରେ ଥିବା...
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜନୈକା ଛାତ୍ରୀଙ୍କୁ କମେଂଟମରା ଘଟଣାକୁ ନେଇ କେତେକ ଯୁବକ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ସହରାଂଚଳ ଥାନା ପୁଲିସ୍...
ସ୍ୱଚ୍ଛତାରେ ଦେବତ୍ୱର ପରିଚୟ, ଗାନ୍ଧୀ ଜନ କଲ୍ୟାଣ ସମିତିର ସଫେଇ ଅଭିଯାନ
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକର ଗାନ୍ଧୀ ଜନ କଲ୍ୟାଣ ସମିତି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ କରଦା ପଂଚାୟତରେ ଅବସ୍ଥିତ ବାବା ଖିଲାଟେଶ୍ୱର...
ସଦାଶିବଙ୍କ ଆରାଧନାରୁ ସମାଜ କଲ୍ୟାଣ ହୁଏ
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକ ପକ୍ଷରୁ ଜାଗର ଉପଲକ୍ଷେ ଭଦ୍ରକର ପ୍ରଧାନ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ଧାମରେ ସ୍ଥାନୀୟ...
ମଧୁସୂଦନ ଚୌଧୁରୀଙ୍କ ବିୟୋଗରେ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକର ବାଣୀତିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ନାଲଗହରା ଗ୍ରାମରେ ଅବସରପ୍ରାପ୍ତ ଇଞ୍ଜିନିୟର ସ୍ୱର୍ଗତ ମଧୁସୂଦନ ଚୌଧୁରୀଙ୍କ ଆକସ୍ମିକ ପରଲୋକଗମନ ଖବର...
ପରିବାରରେ ଶିଶୁ ମାନଙ୍କ ମାନସିକ ସ୍ଥିତିକୁ ପ୍ରଥମେ ବୁଝିବା ଦରକାର, ମହିଳା ସ୍ୱୟଂ ସହାୟକ...
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଟ ହେଲ୍ପ ଲାଇନ...
ବିଜୟା ଦଶମୀ ମହୋତ୍ସବ ଲାଗି ଦ୍ୱିତୀୟ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ମାର୍ଚ୍ଚ ମାସ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବକୁ ଭବ୍ୟ ଓ ସୁସଂଗଠିତ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଧାମନଗର ର...
ହାଜୀ ମହମ୍ମଦ ଅବଦୁଲ ବାରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ସ୍ମୃତି କମିଟି...
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଷ୍ଟ୍ରୀୟ ସଦଭାବନା ପୁରୁଷ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ତଥା ଭଦ୍ରକ ମୁସଲିମ ଜମାତର ଆଜୀବନ ସଭାପତି ସ୍ୱର୍ଗତ ହାଜୀ ମହମ୍ମଦ ଅବଦୁଲ...
ଶିକ୍ଷକ ନିଯୁକ୍ତି ପାଇଁ ଦାବି
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ସଇଦାବାଦ ଗ୍ରାମସ୍ଥ ଜିଭାରାମ ବିଦ୍ୟାପୀଠ ସରକାରୀ ଉପର ପ୍ରାଥମିକ ବିଦ୍ୟାଳୟରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ନିୟମ...
ଦାନା ଅନୁଦାନ ହରିଲୁଟ, ୨ ଲକ୍ଷ ଟଙ୍କାରେ କେବଳ ରଙ୍ଗ ମରା, ଲାଇଟ-ଝରକା ଏବେ...
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତରେ ‘ଦାନା’ ବାତ୍ୟା କ୍ଷୟକ୍ଷତି ମରାମତି ଅନୁଦାନର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ବାତ୍ୟାରେ...
ତାଡକେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ବଜାରସ୍ଥିତ ତାଡକେଶ୍ୱର ମହାଦେବଙ୍କ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିର କମିଟିର ଉପଦେଷ୍ଟା ଦୀପ୍ତଦିଗନ୍ତ ନାୟକ...
ରାଣୀତାଲ ବିଭିନ୍ନ ମନ୍ଦିରରେ ଜାଗର ଯାତ୍ରା
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଅଂଚଳ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ ହୋଇ ଯାଇଛି। ରାହାଞ୍ଜ ର ରାଜେଶ୍ୱର ମହାଦେବ,କ୍ଷେତ୍ରପାଳ...
ଚାନ୍ଦବାଲି ବିଜେପିର ମିଶ୍ରଣ ପର୍ବ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବ୍ଲକ ବିଜେପି ପକ୍ଷରୁ ଖେରଙ୍ଗ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆରଡ଼ି...
ଚଷାଖଣ୍ଡ ସିଦ୍ଧେଶ୍ୱର ବାବାଙ୍କ ପୀଠରେ ଯାଗର ଯାତ୍ରା ମହାଆଡମ୍ବରରେ ପାଳିତ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଂଚାୟତ ଚଷାଖଣ୍ଡ ବାବା ସିଦ୍ଧେଶ୍ୱର ଙ୍କ ପୀଠରେ ମହାଆଡମ୍ବରରେ ମହାଶିବରାତ୍ରି ପାଳିତ...
ଡାକ୍ତର ଦେବେନ୍ଦ୍ର ନାଥ ଦାସଙ୍କ ସ୍ମୃତିଚାରଣ ସଭା,ଚକ୍ଷୁ ଚିକିତ୍ସାଳୟକୁ ଆବଶ୍ୟକୀୟ ଉପକରଣୀୟ ଯୋଗାଇ ଦେବାକୁ...
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବାଇପାସ ସ୍ଥିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ର ପ୍ରତିଷ୍ଠାତା ଡାକ୍ତର ଦେବେନ୍ଦ୍ର ନାଥ ଦାସଙ୍କ ସ୍ମୃତି ଚାରଣ ସଭା ଆଜି...






















