Tag: Bhadrak News
ଭଦ୍ରକ ରୋଟାରୀ କ୍ଳବ୍ର ବିଭିନ୍ନ କାର୍ଯ୍ୟକ୍ରମ
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରୋଟାରୀ ବର୍ଷର ପ୍ରଥମ ଦିବସରେ ରୋଟାରୀ କ୍ଳବ୍ ଭଦ୍ରକ ର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଳବ୍ ସଭାପତି ରୋ ନାସିର...
ଆଇଏମଏ ପକ୍ଷରୁ ଡକ୍ଟରସ୍ ଡେ ପାଳିତ
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଚିକିତ୍ସକ ସଂଘ ( ଆଇଏମଏ)ଭଦ୍ରକ ଶାଖା ପକ୍ଷରୁ ଡକ୍ଟରସ୍ ଡେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ପାଳିତ...
ପୋକରା ଚାଉଳକୁ ବିରୋଧ କରିବାରୁ ସ୍ୱୟଂସହାୟିକା ଗୋଷ୍ଠୀ ସମ୍ପାଦିକାଙ୍କ ତୁମୁଳକାଣ୍ଡ
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୨୯ ଜଣ ଛାତ୍ରଛାତ୍ରୀଙ୍କୁ ପୋକରା ଓ ନଷ୍ଟ ହୋଇଯାଇଥିବା ଚାଉଳକୁ ରାନ୍ଧିବାବେଳେ ପ୍ରଧାନଶିକ୍ଷକ...
କମୁଛି ବୈତରଣୀ ବଢୁଛି ସାଳନ୍ଦ ନଦୀର ଜଳସ୍ତର, ୩ଦିନ ହେଲା ତଳିଆ ଅଂଚଳରେ ଶହଶହ...
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପରମୁଣ୍ଡରେ ବର୍ଷା କମିଥିବାରୁ ତଳମୁଣ୍ଡରେ ଅର୍ଥାତ ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରା, ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଂଚଳ...
ବନ୍ୟା ପାଣି ପଶିଥିବା ବିଭିନ୍ନ ୱାର୍ଡ ଓ ପଂଚାୟତ ବୁଲି ସ୍ଥିତି ସମୀକ୍ଷା କଲେ...
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ଅଂଚଳର ବହୁ ଜନଜୀବନ ଅତ୍ୟନ୍ତ ଭାବେ ପ୍ରଭାବିତ ହୋଇଛି।ଭଦ୍ରକ ନିର୍ବାଚନ...
ବିଜେଡିର ସାମ୍ବାଦିକ ସମ୍ମିଳନୀ, ବ୍ଲକ ବାହାରକୁ ଶିକ୍ଷକ ବଦଳି ହେଲେ ରାଜରାସ୍ତାକୁକୁ ଓହ୍ଲାଇବ ବିଜେଡି
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବିଜେଡି କାର୍ଯ୍ୟାଳୟ ରେ ଦିବା ୧୨ ଘଟିକା ସମୟରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।...
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦୋବଲ ଶାଖା ପକ୍ଷରୁ ୭୦ ତମ ପ୍ରତିଷ୍ଠା...
ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ଜନସୁରକ୍ଷା ଯୋଜନାର ପରିପୂର୍ତୀ ଅଭିଯାନ
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଲିଡ୍ ବ୍ୟାଙ୍କ୍ ଅଫିସ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ଜନସୁରକ୍ଷା...
୫ ଶହ ବର୍ଷର ଚୈତନ୍ୟଦେବଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତ ଜୟନ୍ତରା ସ୍ଥିତ ଗୌରାଙ୍ଗପୁର ମଠରେ ଚୈତନ୍ୟ ଦେବଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ...
ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବୈତରଣୀ କୂଳରେ ବିଧାୟକ ସଂଜୀବ୍ ମଲ୍ଲିକ, ପ୍ରଶାସନିକ ପଦାଧିକାରୀଙ୍କ...
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ ନଦୀରେ ବୃଦ୍ଧି ପାଉଛି ଜଳସ୍ତର, ଫୁଲୁଛି ନଦୀ ବଢୁଛି ବିପଦ ।...
ଜାତୀୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍, ୨୮ ପଦକ ସହ ଓଡିଶା ଚତୁର୍ଥ
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ତାଏକ୍ୱୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ' ଆନୁକୂଲ୍ୟରେ, ଦେବଭୂମି ଉତରାଖଣ୍ଡ ରାଜ୍ୟ ଅନ୍ତର୍ଗତ ହରିଦ୍ୱାର ସ୍ଥିତ ‘ବନ୍ଦନା କଟାରିଆ ଷ୍ଟାଡିୟମ'ରେ ଆୟୋଜିତ ତ୍ରିଦିବସୀୟ...
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଭଦ୍ରକ ଓ.ଏ.ଏସ୍. ସଂଘ ପକ୍ଷରୁ ତୀବ୍ର ନିନ୍ଦା
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାନଗର ନିଗମ (ବି. ଏମ. ସି.) କାର୍ଯ୍ୟାଳୟ ଠାରେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମପରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ...
ବୈତରଣୀ ନଦୀରେ ପ୍ରଥମ ବନ୍ୟାପାଣି, ତଳିଆ ଅଂଚଳରେ ଶହଶହ ହେକ୍ଟର ଚାଷଜମି, ବନ୍ୟାପାଣି ବୁଡିଲା...
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଉପରମୁଣ୍ଡରେ ଲଗାଣ ବର୍ଷାରେ ତଳ ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ଯାପାଣିରେ ଆରଡି...
ବୈତରଣୀ ନଦୀରେ ବନ୍ୟା, ପ୍ରଶାସନ ଅବହେଳାରୁ ବୁଡ଼ି ରହିଛି ବୋଟ୍, ବୋଟ୍ ଡ୍ରାଇଭରଙ୍କୁ ବିଭାଗୀୟ...
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକ ସପ୍ତାହ ହେବ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଚାଷଜମି ରେ ବର୍ଷାଜଳ ଥିବାବେଳେ ଚାଷ କାର୍ଯ୍ୟ ହୋଇ ପାରିନଥିବା ବେଳେ...
ଉତ୍କଟ ଶବ୍ଦ କରୁଥିବା ବୁଲେଟ୍ ସାଇଲେନ୍ସର ଖୋଲିଲା ପୁଲିସ୍
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ କିଛିମାସ ଧରି ଭଦ୍ରକ ଜିଲାରେ ବହୁ ଅସାମାଜିକ ଯୁବକ ବୁଲେଟ୍ ମାନଙ୍କରେ ଉତ୍କଟ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ପରିବେଶକୁ...
୨୯.୭୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ଓଡ଼ିଶାରେ ଚୋରା ବ୍ରାଉନସୁଗାର ପେଣ୍ଠ ଭାବେ ଭଦ୍ରକ ବେଶ୍ ଜଣାଶୁଣା। ଏଠାରେ ପୁଲିସ୍ ଠାରୁ ଆରମ୍ଭ କରି କେନ୍ଦ୍ର ଅବକାରୀ...
ସମ୍ଭାବନା ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସମ୍ଭାବନାତାର ଦ୍ୱିତୀୟ ଅର୍ଘ୍ୟ ଭେଟି ଦେଇଛି ଭଦ୍ରକରତଥା ଓଡିଶା ର ସାହିତ୍ୟ ପ୍ରେମୀ ମାନଙ୍କୁ। ସମ୍ଭାବନା ସାହିତ୍ୟ ସଂସଦ ତାର ଦ୍ୱିତୀୟ ମାସିକ...
ଦୀର୍ଘ ଦିନ ହେଲା ଚନ୍ଦବାଲିରେ ଏସଡିପିଓ ପଦବୀ ଖାଲି,କେବେ ହେବ ପଦବୀ ପୂରଣ
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଦୀର୍ଘ ଦିନ ହେଲା ଚନ୍ଦବାଲିର ରେ ଏସଡିପିଓ ପଦବୀ ଖାଲି ପଡିଛି। ଏସଡିପିଓ ପଦବୀ ବିଗତ ୮ ମାସ ହେବ ଖାଲି ପଡିଛି।...
ଜୁନ୍ ୨୯କୁ ଓଡ଼ିଆ ଅସ୍ମିତା ଦିବସ ପାଳନ କରିବାକୁ ଦାବି
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚାନ୍ଦବାଲି ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଓଡ଼ିଆ ଅସ୍ମିତା ଦିବସ ସମ୍ପର୍କରେ ଦାବି କରାଯାଇଛି।ରବିବାର ଅପରାହ୍ନରେ ଚାନ୍ଦବାଲି ମଧୁବାବୁ ଛକ ଠାରେ ଥିବା...
ଦୋବଲ ପଂଚାୟତର ଅନ୍ୟଦଳ କର୍ମୀ ବିଜେପିରେ ସାମିଲ
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲଶ ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତ ର ୮ ନମ୍ବର ୱାର୍ଡ ର ବିଜେଡ଼ି ର କର୍ମୀ ବାମନ ଚରଣ...























