Tag: Bhadrak News
ଜିଲ୍ଲାରୁ ତୀର୍ଥ ପାଇଁ ଗଲେ ୧୧୭ ଜଣ, ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଶାସନ ତରଫରୁ ଭଦ୍ରକ ଜିଲ୍ଲାରୁ...
ଭଦ୍ରକ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କଲେ ଉପମୁଖ୍ୟମନ୍ତ୍ରୀ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିବା ଅବସରରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି...
ନାରାୟଣ ରାଉତଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରସ୍ତୁତି ବୈଠକ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରମିକ ନେତା ନାରାୟଣ ଚନ୍ଦ୍ର ରାଉତଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଚଳିତ ମାସ ୨୨ ତାରିଖ ଚାନ୍ଦବାଲି ବିଜୁ ସ୍ମୃତି ଭବନ...
ଧାମନଗର:ବିଭିନ୍ନ ସ୍ଥାନରେ ରାହାସ ଉତ୍ସବ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ରାହାସ ପୂର୍ଣ୍ଣିମା ପାଳିତ। ହୋଇଛି । ଏକ ମାସ ଧରି ହବିଷ୍ୟାଳି ମାନେ...
ବସନ୍ତିଆରେ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ସେଥିମଧ୍ୟରୁ...
ଧାମନଗରରେ ଜଗୁସାଗର ଉନ୍ନତି ପାଇଁ ଉପଜିଲ୍ଲାପାଳଙ୍କ ପରିଦର୍ଶନ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳର ପରିଷଦ ଅଧୀନରେ ଥିବା ଜଗୁସାଗର ପୋଖରୀ ଉନ୍ନତିକରଣ କାମକୁ ନେଇ ଭଦ୍ରକ ଉପଜିଲ୍ଲାପାଳ ସୌରଭ...
ଧାମରାରେ ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ପୁରୁଣା ଫାଣ୍ଡି ପଡିଆରେ ରାଜ୍ୟ ସ୍ତରୀୟ ୨୬ତମ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ଆୟୋଜିତ...
ମା’ ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟିର ୧୬ତମ ବୋଇତ ବନ୍ଦାଣ ଉତ୍ସବ, ସ୍ମୃତିକୁ...
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଏବେ ଇତିହାସ ହୋଇ ରହିନାହିଁ ,ଧାମରା ର ନାମ ବିଶ୍ୱ ଦରବାରେ ସ୍ଥାନ ପାଇଛି। ଧାମରାର ନାମ ଉଜ୍ଜୀବିତ କରି...
ଧାମରା-ଚାନ୍ଦବାଲିରେ ଉତ୍କଳୀୟ ନୌବାଣଜ୍ୟର ପରମ୍ପରା ଏବେବି ଉଜ୍ଜିବୀତ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍କଳର ଗୌରବପୂର୍ଣ୍ଣ ଐ÷ତିହ୍ୟ ଓ ପରମ୍ପରାର ପର୍ବ ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ନୌବାଣିଜ୍ୟ ଆଜିର ଓଡିଶା ବାସୀଙ୍କ ପାଇଁ କିମ୍ବଦନ୍ତୀ...
ଭଦ୍ରକରେ କାର୍ତିକ ପୂର୍ଣ୍ଣିମା ପାଳିତ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର। କାତିର୍କ ପୂର୍ଣ୍ଣିମାର ସକାଳୁ...
କାର୍ତିକ ପୂର୍ଣ୍ଣିମାରେ ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ୨୦ହଜାର ଭକ୍ତ, ହରଗୌରୀ ବେଶରେ ଦର୍ଶନ ଦେଲେ...
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧର୍ମରମାସ କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଉତ୍ସବମୁଖର ହୋଇଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏହି ଅବସରରେ ବାବାଙ୍କ ଦର୍ଶନ ଓ...
ଚର୍ଚ୍ଚାରେ ବରପଦା ଇଞ୍ଜିନିୟରିଂ କଲେଜ, ବିଶ୍ୱ ବିଦ୍ୟାଳୟ ଲାଗି ୨୫ ଏକର ଜମି ଦେବାକୁୁ...
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଣି ଚର୍ଚ୍ଚାକୁ ଆସିଛି ବରପଦା ଇଞ୍ଜିନିୟରିଙ୍ଗ କଲେଜ। ଅତୀତରେ କଲେଜ ପରିଚାଳନା ସମିତି ଭିତରେ ବିବାଦ, ଦୁର୍ନୀତି ଆଦିକୁ ନେଇ କଲେଜ...
ମାଲବନ୍ଧଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ବନ୍ତ ବ୍ଳକ ମହାନ୍ତିପଡ଼ା ପଂଚାୟତ ବଉଳଡିହ ଗ୍ରାମର ବାବା ମାଲବନ୍ଧଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ତ୍ରୀ ଦିବସୀୟ ବ୍ୟାପୀ ମହାସମାରୋହରେ ପାଳିତ...
୨୨ବର୍ଷରେ ଦୋଳଗୋବିନ୍ଦ ପଡ଼ିଆ ଧବଳେଶ୍ୱର ପୂଜା
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ ବେତଡ଼ା ପଂଚାୟତ କପାଳୀରୋଡ ଷ୍ଟେସନ ନିକଟରେ ଅବସ୍ଥିତ ଦୋଳଗୋବିନ୍ଦ ପଡ଼ିଆରେ ୨୨ବର୍ଷରେ ପଦାର୍ପଣ କଲା ଧବଳେଶ୍ୱର ପୂଜା। ପୂଜା ମଣ୍ଡପରେ...
ଯାତ୍ରା ମଂଚରେ ମହିଳା ବିଶ୍ୱକପ ବିଜୟ ଉତ୍ସବ
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରଥମଥର ପାଇଁ ଭାରତୀୟ ମହିଳା ଟିମ ବିଶ୍ୱକପ କ୍ରିକେଟରେ ବିଜେତା ହୋଇଛି। ଏହି ଆନନ୍ଦ ଏବଂ ଉପଲବ୍ଧିକୁ ଅପେରା ମଂଚରେ ପାଳନ କରାଯାଇଛି।...
ନିଆରା ଢଙ୍ଗରେ ପାଳନ କରାଗଲା ଶିକ୍ଷକଙ୍କ ଅବସରକାଳୀନ ସଭା
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବିଷ୍ଣୁପୁର ପଂଚାୟତରେ ଥିବା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ଦେବେନ୍ଦ୍ର ନାଥ ପାଣି ଙ୍କ...
ସଂଚୟ ପକ୍ଷ ୨୦୨୫ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଆର୍ôଥକ ସାକ୍ଷରତା ଶିବିର
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ଚିକତ୍ସାଲୟ ଓ ଗାନ୍ଧୀ ଓଡ଼ିଶା ବଳଶ୍ରମ୍,...
ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରାରେ ଥିବା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି...
ଚୁଡ଼ାକୁଟିରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା, ଏନଏସି ଅଧ୍ୟକ୍ଷା ଅନୁପସ୍ଥିତ ସମସ୍ତଙ୍କୁ ଚକିତ କରିଛି
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କ୍ରମେ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଅଂଶ ଭାବେ ଧାମନଗର ବ୍ଲକ ବିଜେଡ଼ି ପକ୍ଷରୁ ଚୁଡ଼ାକୁଟି...
ଆନନ୍ଦପୁର ଛକରୁ ଜବରଦଖଲ ବଢୁଛି, ଉଛେଦ ପାଇଁ ଦାବି
ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ଛକରେ ଦିନକୁ ଦିନ ଜବରଦଖଲ ବଢ଼ିବାରେ ଲାଗିଛି। କିଛି ଲୋକ ଉକ୍ତ ଛକରେ ଥିବା...
























