Home ଓଡ଼ିଶା ଧୋନିଙ୍କୁ ଅନୁସରଣ କଲେ ସୁରେଶ ରାଇନା – ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ

ଧୋନିଙ୍କୁ ଅନୁସରଣ କଲେ ସୁରେଶ ରାଇନା – ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ

220

ନୂଆ ଦିଲ୍ଲୀ ୧୫-୮ (ଓଡ଼ିଆ ପୁଅ) ଏମଏସ ଧୋନିଙ୍କୁ ଅନୁସରଣ କରିଛନ୍ତି କ୍ରିକେଟ ଖେଳାଳି ସୁରେଶ ରାଇନା।

ଏମଏସ ଧୋନି ଅବସର ଘୋଷଣା କରିବାର ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ପରି ସୋସିଆଲ ମିଡିଆରେ ମଧ୍ୟ ରାଇନା ଅବସର ଘୋଷଣା କରିଛନ୍ତି।

https://www.instagram.com/p/CD6d3QChY-V/?utm_source=ig_web_copy_link

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.