Home Coronavirus Outbreak ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ

137

ଭୁବନେଶ୍ୱର ୧୫-୮ (ଓଡ଼ିଆ ପୁଅ) ପୁଣି ସୁସ୍ଥ ହୋଇଛନ୍ତି ୧୫୨୧ କରୋନା ଆକ୍ରାନ୍ତ। ଏହା ସହ ଓଡିଶାର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୦୭୨୬ ରେ ପହଞ୍ଚିଛି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
୨୭୨ ଜଣ ଗଞ୍ଜାମ ଜିଲ୍ଲାରୁ
୨୩୧ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୧୬୬ ଜଣ କଟକ ଜିଲ୍ଲାରୁ
୯୩ ଜଣ ରାୟଗଡ଼ା ଜିଲ୍ଲାରୁ
୮୯ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୮୦ ଜଣ ପୁରୀ ଜିଲ୍ଲାରୁ
୭୭ ଜଣ କଳାହାଣ୍ଡି ଜିଲ୍ଲାରୁ
୬୧ ଜଣ ବାଲେଶ୍ୱର ଜିଲ୍ଲାରୁ
୫୬ ଜଣ ନୟାଗଡ଼ ଜିଲ୍ଲାରୁ
୫୪ ଜଣ ଗଜପତିଜିଲ୍ଲାରୁ
୫୪ ଜଣ ସମ୍ବଲପୁର ଜିଲ୍ଲାରୁ
୫୨ ଜଣ ଯାଜପୁର ଜିଲ୍ଲାରୁ
୪୬ ଜଣ କୋରାପୁଟ ଜିଲ୍ଲାରୁ
୨୬ ଜଣ ଭଦ୍ରକ ଜିଲ୍ଲାରୁ
୨୬ ଜଣ କନ୍ଧମାଳ ଜିଲ୍ଲାରୁ
୨୨ ଜଣ ମାଲକାନଗିରି
୧୯ ଜଣ କେନ୍ଦୁଝର ଜିଲ୍ଲାରୁ
୧୬ ଜଣ ଜଗତସିଂହପୁର ଜିଲ୍ଲାରୁ
୧୩ ଜଣ ଅନୁଗୁଳ ଜିଲ୍ଲାରୁ
୧୩ ଜଣ ବଲାଙ୍ଗୀର ଜିଲ୍ଲାରୁ
୧୩ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୧୦ ଜଣ ବଗଗଡ଼ ଜିଲ୍ଲାରୁ
୧୦ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୯ ଜଣ ସୋନପୁର ଜିଲ୍ଲାରୁ
୬ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୫ ଜଣ ବୌଦ୍ଦ ଜିଲ୍ଲାରୁ
ଆରୋଗ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.