Home ଓଡ଼ିଶା ବିଜେପି ଆଇଟି ସେଲର ଔଦ୍ଧତାମୀ: ବିଜେପି ସାଂସଦ

ବିଜେପି ଆଇଟି ସେଲର ଔଦ୍ଧତାମୀ: ବିଜେପି ସାଂସଦ

135

ନୂଆଦିଲ୍ଲୀ: ବିଜେପି ଆଇଟି ସେଲକୁ ଉଦ୍ଧତ ବୋଲି କହି ଟାର୍ଗେଟ୍ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ବିଜେପି ରାଜ୍ୟସଭା ସାଂସଦ ଡଃ ସୁଭ୍ରମଣ୍ୟମ ସ୍ୱାମୀ। ଏହାର କିଛି ସଦସ୍ୟ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ କରିବାକୁ ନକଲି ଆଇଡି ଟ୍ୱିଟ୍ ବ୍ୟବହାର କରୁଛନ୍ତି। ଯଦି ମୋର କ୍ରୋଧିତ ଅନୁଗାମୀ ମାନେ ସେମାନଙ୍କୁ ବ୍ୟକ୍ତିଗତ ଆକ୍ରମଣ କରନ୍ତି, ତେବେ ସେଥିପାଇଁ ମୁଁ ଦାୟୀ ହୋଇପାରିବି ନାହିଁ। ଯେପରି ବିଜେପି ତା’ର ଔଦ୍ଧତ୍ୟ ଆଇଟି ସେଲ୍ ପାଇଁ ବିଜେପି ଦାୟୀ ହୋଇପାରିବ ନାହିଁ ବୋଲି ସୁଭ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରିଛନ୍ତି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.