Home Coronavirus Outbreak ଦେଶରେ ୬୬, ୯୯୯ ନୂଆ କରୋନା ଆକ୍ରାନ୍ତ, ୯୪୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୭, ୦୩୩...

ଦେଶରେ ୬୬, ୯୯୯ ନୂଆ କରୋନା ଆକ୍ରାନ୍ତ, ୯୪୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୭, ୦୩୩ କୁ ବୃଦ୍ଧି

327

ନୂଆ ଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୬, ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩, ୯୬, ୬୩୮ କୁ ବୃଦ୍ଧି ପାଇଛି ଏବଂ ୬, ୫୩, ୬୨୨ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୬, ୯୫, ୯୮୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୭, ୦୩୩ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.