Home Coronavirus Outbreak ଜୁନ୍‌ ୧୫ ପର୍ଯ୍ୟନ୍ତ କାଳିଆକୁ ବଡ଼ଦେଉଳରେ ଦେଖିପାରିବେନି ଭକ୍ତ – କରୋନାର ଦ୍ଵିତୀୟ ଲହର ସଂକ୍ରମଣକୁ...

ଜୁନ୍‌ ୧୫ ପର୍ଯ୍ୟନ୍ତ କାଳିଆକୁ ବଡ଼ଦେଉଳରେ ଦେଖିପାରିବେନି ଭକ୍ତ – କରୋନାର ଦ୍ଵିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି

28

ପୁରୀ ୧୬-୫ (ଓଡ଼ିଆ ପୁଅ) ଆଉ ମାସେ ଅପେକ୍ଷା କରିବାକୁ ପଡ଼ିବ, ବଡ଼ ଦେଉଳରେ ଦଗା ଦର୍ଶନ ପାଇବାକୁ। କରୋନାର ଦ୍ଵିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତ୍ତି ନିଆଯାଇଛି। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଶନିବାର ଓ ରବିବାର ଦିନ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ପରେ ମେ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ କଟକଣା ଜାରି ରହିଥିଲା। ତେବେ ସୀମିତ ସେବାୟତଙ୍କୁ ନେଇ ନୀତି କାନ୍ତି ଜାରି ରହିବ। କୋଭିଡ ସ୍ଥିତି ସମୀକ୍ଷା ବୈଠକ ପରେ ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.