Home ଓଡ଼ିଶା ଲକଡାଉନ୍ ରେ ଚାଲିଥିଲା ଜୁଆ ଖେଳ: ଶେରଗଡ଼ ଏବଂ ପାଟପୁର ଥାନା ଦୁଇଟି ଜୁଆ ଆଡ୍ଡା...

ଲକଡାଉନ୍ ରେ ଚାଲିଥିଲା ଜୁଆ ଖେଳ: ଶେରଗଡ଼ ଏବଂ ପାଟପୁର ଥାନା ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୨୧, ୦୬୦ ଟଙ୍କା ଜବତ ସହ ୧୧ ଗିରଫ

99

ଗଞ୍ଜାମ ମଇ ୩୦ (ଓଡିଆ ପୁଅ) ଗଞ୍ଜାମର ଶେରଗଡ଼ ଏବଂ ପାଟପୁର ଥାନା ଦୁଇଟି ଜୁଆ ଆଡ୍ଡାକୁ ଚିହ୍ନଟ କରିଛି। ଲକଡାଉନ୍ ମଧ୍ୟରେ ଚାଲିଥିଲା ଜୁଆ ଖେଳ। ତେବେ ଗଞ୍ଜାମ ପୋଲିସ୍‌ ଦୁଇଟି ଜୁଆ ଆଡ୍ଡାରୁ ୨୧, ୦୬୦ / – ନଗଦ ଟଙ୍କା ଜବତ କରିବା ସହ ୧୧ ଜୁଆ ଖେଳାଳିଙ୍କୁ ଗିରଫ କରିଛି ବୋଲି ଗଞ୍ଜାମ ପୋଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.