Home Top News NEET (UG) 2021 ୧୨ ସେପ୍ଟେମ୍ବରରେ ସମଗ୍ର ଦେଶରେ ଅନୁଷ୍ଠିତ ହେବ ଆସନ୍ତାକାଲି ଅପରାହ୍ନ ୫...

NEET (UG) 2021 ୧୨ ସେପ୍ଟେମ୍ବରରେ ସମଗ୍ର ଦେଶରେ ଅନୁଷ୍ଠିତ ହେବ ଆସନ୍ତାକାଲି ଅପରାହ୍ନ ୫ ଟାରୁ ଆବେଦନ ପ୍ରକ୍ରୀୟା

67

ନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) NEET (UG) 2021 ପରୀକ୍ଷା ୧୨ ସେପ୍ଟେମ୍ବର ୨୦୨୧ ରେ ସମଗ୍ର ଦେଶରେ ଅନୁଷ୍ଠିତ ହେବ। COVID-୧୯ ପ୍ରୋଟୋକଲ ଅନୁଯାୟୀ, ହେବ ପରୀକ୍ଷା। ଆସନ୍ତାକାଲି ଅପରାହ୍ନ ୫ ଟାରୁ NTA ୱେବସାଇଟ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.