Home Top News RCB VS KKR : RCB ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି, ଜାଣନ୍ତୁ...

RCB VS KKR : RCB ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି, ଜାଣନ୍ତୁ ପ୍ଲେଇଙ୍ଗ ଇଲେଭେନ୍‌

61

ଚେନ୍ନାଇ ୧୮-୪ (ଓଡ଼ିଆ ପୁଅ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଦଶମ ମ୍ୟାଚ୍ ଆଜି ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଜାଣନ୍ତୁ, ଦୁହିଁଙ୍କ ମଧ୍ୟରେ
ମୋଟ ମ୍ୟାଚ୍ ଖେଳାଯାଇଛି – ୨୬
RCB – ୧୨ଟିରେ ବିଜୟ ଲାଭ କରିଥିବା ବେଳେ, KKR – ୧୪ଟିରେ ବିଜୟ ଲାଭ କରିଛି।

ପ୍ଲେଇଙ୍ଗ ଇଲେଭେନ୍‌

RCB : ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଦିକଲ, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ (ୱିକେଟ୍ କିପର), ଏବି ଡି ଭିଲିୟର୍ସ, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, କାଇଲ୍ ଜାମିସନ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ

KKR : ନୀତୀଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇଓନ ମୋର୍ଗାନ (ଅଧିନାୟକ), ଶାକିବ ଅଲ ହାସନ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଆଣ୍ଡ୍ରେ ରସେଲ, ପାଟ କମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.