Home ଓଡ଼ିଶା ସରକାରୀ ବ୍ୟାଙ୍କରେ ଜମାକର ସାଇବାବାଙ୍କୁ ଦାନ ଖୁଚୁରା : ଆରବିଆଇ

ସରକାରୀ ବ୍ୟାଙ୍କରେ ଜମାକର ସାଇବାବାଙ୍କୁ ଦାନ ଖୁଚୁରା : ଆରବିଆଇ

121

ନୂଆଦିଲ୍ଲୀ: ଆରବିଆଇ (ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ସାଇବାବା ସଂସ୍ଥାନ ଟ୍ରଷ୍ଟର ଖାତାଧାରକ ୧୬ଟି ବ୍ୟାଙ୍କକୁ ତାର ଖୁଚୁରା ଜମା କରିବାକୁ ଆଦେଶ ଜାରି କରିଛନ୍ତି।ସଂସ୍ଥାନକୁ ବାର୍ଷିକ ୪ କୋଟି ଟଙ୍କାର ଦାନ ଖୁଚୁରା ଆକାରରେ ମିଳୁଛି।ସଂସ୍ଥାନର ମୁଖ୍ୟ ଆକାଉଣ୍ଟ ଅଧିକାରୀ ବି.ବି ଘୋରପଡ଼େ କହିଛନ୍ତି,ଏବେ ଖୁଚୁରା ରଖିବାକୁ ସଂସ୍ଥାନ ବ୍ୟାଙ୍କକୁ ଷ୍ଟ୍ରଙ୍ଗରୁମ ଦେବ ଏବଂ ତାଙ୍କର ସେଠାରେ ସ୍ଥାନ ହେବା ପରେ ବ୍ୟାଙ୍କ ଖୁଚୁରା ପଇସା ଗୁଡ଼ିକ ନେଇଯିବେ।//ଦେବଦତ୍ତ

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: ଉଦ୍ଦେଶ୍ୟ ରାଜ୍ୟ ସଙ୍ଗଠନ ଉପରେ କି’ ?

ମିସ୍ ଟିନ୍ ୱାର୍ଲଡ଼ ଭାରତୀୟ କିଶୋରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.