ମିସ୍ ଟିନ୍ ୱାର୍ଲଡ଼ ଭାରତୀୟ କିଶୋରୀ

ଭୁବନେଶ୍ୱର:ମିସ୍ ଟିନ୍ ୱାର୍ଲଡ଼ର ବିଜେତା ହୋଇଛନ୍ତି ଜଣେ ଭାରତୀୟ କିଶୋରୀ।ମୁମ୍ବାଇର ସୁଶ୍ମିତା ସିଂ ୨୦୧୯ର ବିଶ୍ୱ ମିସ୍ ଟିନ୍ ସୁନ୍ଦରୀ ଉପାଧି ପାଇଛନ୍ତି।ଆମେରିକାର ଏଲ ସାଲବାଡୋରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁଶ୍ମିତା ଜଣେ ମାସ ମିଡିଆ ଷ୍ଟଡେଣ୍ଟ ଅଟନ୍ତି।ଏହାସହ ପେଣ୍ଟିଂ ଏବଂ ଖେଳରେ ମଧ୍ୟ ତାଙ୍କର ରୁଚି ରହିଛି।//ଦେବଦତ୍ତ