Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଦେଶ : ରାତି ୮ଟା ପରେ ମଦ ଦୋକାନ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀଙ୍କ ଆଦେଶ : ରାତି ୮ଟା ପରେ ମଦ ଦୋକାନ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ

732

ଜୟପୁର ୪-୮ (ଓଡ଼ିଆ ପୁଅ) ରାତି ୮ଟା ପରେ ମଦ ଦୋକାନ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିପରି ଶକ୍ତ ଆଦେଶ ଦେଇଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ। ମଦ ଦୋକାନଗୁଡ଼ିକୁ ରାତି ୮ଟା ପରେ ତୁରନ୍ତ ବନ୍ଦ କରାଯିବ। ଏହି ଆଦେଶକୁ ସମ୍ପୂର୍ଣ୍ଣ ରାଜ୍ୟରେ ସଶକ୍ତ ଲାଗୁ କରିବା ପାଇଁ ନିର୍ଦେଦଶ ଦିଆଯାଇଛି।

1 COMMENT

Leave a Reply to thank u Sir Cancel reply

Please enter your comment!
Please enter your name here

Solve this *Time limit exceeded. Please complete the captcha once again.