Home ଓଡ଼ିଶା ପୁରୀ – ଆସନ୍ତାକାଲି ଜନଶୁଣାଣୀ ବନ୍ଦ ରହିବ

ପୁରୀ – ଆସନ୍ତାକାଲି ଜନଶୁଣାଣୀ ବନ୍ଦ ରହିବ

106

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜନସାଧାରଣ ଙ୍କ ନିମନ୍ତେ ଜଣାଇ ଦିଆଯାଉଛି କି କୋରୋନା ଭାଇରସ (ସିଓଭିଆଇଡି-୧୯)ସଂକ୍ରମଣ ଜନିତ ପ୍ରତିଷେଧ ମୂଳକ ଓଡିଶା ସରକାରଙ୍କ ନିର୍ଦେଶ ଅନୁଯାୟୀ ଆସନ୍ତା କାଲି ଅର୍ଥାତ୍ ସୋମବାର ଜିଲା ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ ଠାରେ ହେଉଥିବା ଜିଲାପାଳ ଓ ଆରଖୀ ଅଧିକ୍ଷିକ ପୁରୀ ଙ୍କର ସଂପୃକ୍ତ ଜନଶୁଣାଣୀ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଅତିରିକ୍ତ ଜିଲାପାଳ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.