Home Coronavirus Outbreak ଓଡ଼ିଶାକୁ ଅନୁସରଣ କଲା ପଞ୍ଜାବ – ୦୧ ମଇ ପର୍ଯ୍ୟନ୍ତ ପଞ୍ଜାବ ଲକଡାଉନ୍

ଓଡ଼ିଶାକୁ ଅନୁସରଣ କଲା ପଞ୍ଜାବ – ୦୧ ମଇ ପର୍ଯ୍ୟନ୍ତ ପଞ୍ଜାବ ଲକଡାଉନ୍

356

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) କରୋନାଭାଇରସ୍ ରୋଗର ସଂଖ୍ୟାକୁ ଦୃଷ୍ଟିରେ ରଖି ପଞ୍ଜାବ ଆଜି ଓଡିଶା ପରେ ଦ୍ୱିତୀୟ ରାଜ୍ୟ ଭାବେ ଲକଡାଉନର ଅବଧିକୁ ଆଗକୁ ବଢ଼ାଇଛି। ଆଜି କ୍ୟାବିନେଟ ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ ଏହି ଲକଡାଉନ୍ ଜାରି ରହିବା ଉଚିତ ଏବଂ ମହାମାରୀ ବ୍ୟାପିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପୂର୍ବାନୁମାନ ଭୟଙ୍କର ଏବଂ ଭୟାନକ ବୋଲି ସେ କହିଛନ୍ତି। ଭିଡିଓ କନଫରେନ୍ସି ଜରିଆରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଂହ କହିଛନ୍ତି ଯେ ପଞ୍ଜାବ କେବଳ କୃଷକମାନଙ୍କୁ ରବି ଫସଲ ଅମଳ ପାଇଁ ଅନୁମତି ଦେବ। ଓଡ଼ିଶାଠୁ ଆଉ ଗୋଟିଏ ଦିନ ଆଗକୁ ବଢ଼ାଇଛି ପଞ୍ଜାବ। ୦୧ ମଇ ପର୍ଯ୍ୟନ୍ତ ପଞ୍ଜାବ ଲକଡାଉନ୍।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.