Home Top News ଆଜି (୮ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି (୮ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

87

ନୂଆ ଦିଲ୍ଲୀ ୮ -୧୦ (ଓଡ଼ିଆ ପୁଅ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୪୪ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୯ ରୁ ୩୦ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଏବଂ ଡିଜେଲ ଜର କ୍ରମରେ ମୁଖ୍ୟ ସହର ଗୁଡ଼ିକରେ ଏବଂ ଜିଲ୍ଲାରେ ଦର କେତେ?

 

ସହରର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୩.୫୪ ୧୦୩.୨୪ ୦.୩୦
କୋଲକାତା ୧୦୪.୨୩ ୧୦୩.୯୪ ୦.୨୯
ମୁମ୍ବାଇ ୧୦୯.୫୪ ୧୦୯.୨୫ ୦.୨୯
ଚେନ୍ନାଇ ୧୦୧.୦୧ ୧୦୦.୮୬ ୦.୧୫
ଗୁରୁଗାଓଁ ୧୦୧.୨୪ ୧୦୦.୯୫ ୦.୨୯
ନୋଏଡା ୧୦୦.୬୧ ୧୦୦.୫୩ ୦.୦୮
ବାଙ୍ଗାଲୋର ୧୦୭.୧୪ ୧୦୬.୮୩ ୦.୩୧
ଭୁବନେଶ୍ୱର ୧୦୪.୯୮ ୧୦୪.୫୭ ୦.୪୧
ଚଣ୍ଡିଗଡ଼ ୯୯.୬୭ ୯୯.୩୮ ୦.୨୯
ହାଇଦ୍ରାବାଦ ୧୦୭.୭୧ ୧୦୭.୪ ୦.୩୧
ଜୟପୁର ୧୧୦.୪୯ ୧୧୦.୨୪ ୦.୨୫
ଲକ୍ଷ୍ନୌ ୧୦୦.୬ ୧୦୦.୨୨ ୦.୩୮
ପାଟନା ୧୦୬.୭ ୧୦୬.୨୪ ୦.୪୬
ତ୍ରୀଭେନ୍ଦ୍ରମ୍ ୧୦୫.୫୧ ୧୦୫.୨୧ ୦.୩୦
ସହରର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୧.୭୭ ୯୧.୪୨ ୦.୩୫
କୋଲକାତା ୯୪.୮୮ ୯୪.୫୩ ୦.୩୫
ମୁମ୍ବାଇ ୯୯.୫୫ ୯୯.୧୭ ୦.୩୮
ଚେନ୍ନାଇ ୯୬.୩୭ ୯୫.୯୩ ୦.୪୪
ଗୁରୁଗାଓଁ ୯୨.୫ ୯୧.୯୬ ୦.୫୪
ନୋଏଡା ୯୨.୩୯ ୯୧.୮୫ ୦.୫୪
ବାଙ୍ଗାଲୋର ୯୭.୪ ୯୭.୦୩ ୦.୩୭
ଭୁବନେଶ୍ୱର ୧୦୦.୫୧ ୯୯.୫୭ ୦.୯୪
ଚଣ୍ଡିଗଡ଼ ୯୧.୫ ୯୧.୧୫ ୦.୩୫
ହାଇଦ୍ରାବାଦ ୧୦୦.୧୩ ୯୯.୭୫ ୦.୩୮
ଜୟପୁର ୧୦୧.୧୩ ୧୦୦.୯୮ ୦.୧୫
ଲକ୍ଷ୍ନୌ ୯୨.୧୩ ୯୧.୯୬ ୦.୧୭
ପାଟନା ୯୮.୨୫ ୯୭.୮୮ ୦.୩୭
ତ୍ରୀଭେନ୍ଦ୍ରମ୍ ୯୮.୪୬ ୯୮.୩୫ ୦.୧୧
ସହରର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୬.୧୫ ୧୦୫.୬୫ ୦.୫୦
ବାଲେଶ୍ୱର ୧୦୪.୬୨ ୧୦୪.୫୮ ୦.୦୪
ବରଗଡ ୧୦୫.୮୮ ୧୦୫.୦୭ ୦.୮୧
ଭଦ୍ରକ ୧୦୪.୯୮ ୧୦୫.୦୪ -୦.୦୬
ଭୁବନେଶ୍ୱର ୧୦୪.୯୮ ୧୦୪.୫୭ ୦.୪୧
ବଲାଙ୍ଗୀର ୧୦୬.୨ ୧୦୬.୮୫ -୦.୬୫
ବୌଦ୍ଧ ୧୦୭.୨୯ ୧୦୬.୪୧ ୦.୮୮
କଟକ ୧୦୪.୮୧ ୧୦୪.୪୮ ୦.୩୩
ଦେବଗଡ଼ ୧୦୫.୫୯ ୧୦୪.୭୮ ୦.୮୧
ଢେଙ୍କାନାଳ ୧୦୫.୫୪ ୧୦୫.୧୨ ୦.୪୨
ଗଜପତି ୧୦୬.୯୧ ୧୦୬.୬ ୦.୩୧
ଗଞ୍ଜାମ ୧୦୬.୦୪ ୧୦୪.୯୧ ୧.୧୩
ଜଗତସିଂହପୁର ୧୦୪.୪୧ ୧୦୩.୬୪ ୦.୭୭
ଯାଜପୁର ୧୦୪.୭ ୧୦୪.୫୯ ୦.୧୧
ଝାରସୁଗୁଡ଼ା ୧୦୪.୬୪ ୧୦୪.୦୫ ୦.୫୯
କଳାହାଣ୍ଡି ୧୦୮.୨୩ ୧୦୭.୪୭ ୦.୭୬
କନ୍ଧମାଳ ୧୦୭.୨ ୧୦୬.୫୪ ୦.୬୬
କେନ୍ଦ୍ରାପଡା ୧୦୪.୫ ୧୦୪.୦୪ ୦.୪୬
କେନ୍ଦୁଝର ୧୦୬.୧୧ ୧୦୬.୧୩ -୦.୦୨
ଖୋର୍ଦ୍ଧା ୧୦୪.୯୮ ୧୦୪.୫୭ ୦.୪୧
କୋରାପୁଟ ୧୦୯.୩୧ ୧୦୮.୫୧ ୦.୮୦
ମାଲକାନଗିରି ୧୦୯.୮୭ ୧୦୯.୫୭ ୦.୩୦
ମୟୁରଭଞ୍ଜ ୧୦୫.୧୭ ୧୦୫.୬୯ -୦.୫୨
ନବରଙ୍ଗପୁର ୧୦୮.୪୩ ୧୦୭.୫୯ ୦.୮୪
ନୟାଗଡ଼ ୧୦୪.୭ ୧୦୪.୦୪ ୦.୬୬
ନୂଆପଡ଼ା ୧୦୬.୬୩ ୧୦୭.୦୩ -୦.୪
ପୁରୀ ୧୦୪.୦୪ ୧୦୩.୬୯ ୦.୩୫
ରାୟଗଡ଼ା ୧୦୮.୨୭ ୧୦୭.୬୯ ୦.୫୮
ସମ୍ବଲପୁର ୧୦୫.୩୩ ୧୦୪.୪୯ ୦.୮୪
ସୋନପୁର ୧୦୫.୨୧ ୧୦୫.୨୪ -୦.୦୩
ସୁନ୍ଦରଗଡ ୧୦୪.୫ ୧୦୫.୪୨ -୦.୯୨
ସହରର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୨.୧୨ ୧୦୧.୫୫ ୦.୫୭
ବାଲେଶ୍ୱର ୧୦୦.୬୭ ୧୦୦.୫୪ ୦.୧୩
ବରଗଡ ୧୦୧.୮୯ ୧୦୧.୦୨ ୦.୮୭
ଭଦ୍ରକ ୧୦୧.୦୧ ୧୦୦.୯୮ ୦.୦୩
ଭୁବନେଶ୍ୱର ୧୦୦.୯୯ ୧୦୦.୫୧ ୦.୪୮
ବଲାଙ୍ଗୀର ୧୦୨.୧୯ ୧୦୨.୭୩ -୦.୫୪
ବୌଦ୍ଧ ୧୦୩.୨୨ ୧୦୨.୨୮ ୦.୯୪
କଟକ ୧୦୦.୮୩ ୧୦୦.୪୨ ୦.୪୧
ଦେବଗଡ଼ ୧୦୧.୬୧ ୧୦୦.୭୩ ୦.୮୮
ଢେଙ୍କାନାଳ ୧୦୧.୫୩ ୧୦୧.୦୪ ୦.୪୯
ଗଜପତି ୧୦୨.୮୫ ୧୦୨.୪୭ ୦.୩୮
ଗଞ୍ଜାମ ୧୦୨.୦୧ ୧୦୦.୮୪ ୧.୧୭
ଜଗତସିଂହପୁର ୧୦୦.୪୨ ୯୯.୫୯ ୦.୮୩
ଯାଜପୁର ୧୦୦.୭ ୧୦୦.୫୧ ୦.୧୯
ଝାରସୁଗୁଡ଼ା ୧୦୦.୬୯ ୧୦୦.୦୨ ୦.୬୭
କଳାହାଣ୍ଡି ୧୦୪.୧୫ ୧୦୩.୩୨ ୦.୮୩
କନ୍ଧମାଳ ୧୦୩.୧୩ ୧୦୨.୪୧ ୦.୭୨
କେନ୍ଦ୍ରାପଡା ୧୦୦.୫ ୯୯.୯୭ ୦.୫୩
କେନ୍ଦୁଝର ୧୦୨.୦୬ ୧୦୧.୯୯ ୦.୦୭
ଖୋର୍ଦ୍ଧା ୧୦୦.୯୯ ୧୦୦.୫୧ ୦.୪୮
କୋରାପୁଟ ୧୦୫.୧୯ ୧୦୪.୩୨ ୦.୮୭
ମାଲକାନଗିରି ୧୦୫.୬୪ ୧୦୫.୨୬ ୦.୩୮
ମୟୁରଭଞ୍ଜ ୧୦୧.୧ ୧୦୧.୫୧ -୦.୪୧
ନବରଙ୍ଗପୁର ୧୦୪.୨୫ ୧୦୩.୩୫ ୦.୯୦
ନୟାଗଡ଼ ୧୦୦.୬୩ ୯୯.୯୧ ୦.୭୨
ନୂଆପଡ଼ା ୧୦୨.୫୧ ୧୦୨.୮୧ -୦.୩୦
ପୁରୀ ୧୦୦ ୯୯.୫୭ ୦.୪୩
ରାୟଗଡ଼ା ୧୦୪.୦୮ ୧୦୩.୪୨ ୦.୬୬
ସମ୍ବଲପୁର ୧୦୧.୨୬ ୧୦୦.୩୬ ୦.୯୦
ସୋନପୁର ୧୦୧.୧୫ ୧୦୧.୦୮ ୦.୦୭
ସୁନ୍ଦରଗଡ ୧୦୦.୪୭ ୧୦୧.୨୬ -୦.୭୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.