Home Top News ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

54

ନୂଆ ଦିଲ୍ଲୀ ୨୩ -୦୩ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି।

ମେଟ୍ରୋ ସହର ଗୁଡ଼ିକରେ ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୯୭.୦୧ ୦.୮ ୮୮.୨୭ ୦.୮
ମୁମ୍ବାଇ ସିଟି ୧୧୧.୬୭ ୦.୮୫ ୯୫.୮୫ ୦.୮୫
କୋଲକାତା ୧୦୬.୩୪ ୦.୮୩ ୯୧.୪୨ ୦.୮
ଚେନ୍ନାଇ ୧୦୨.୯୧ ୦.୭୫ ୯୨.୯୫ ୦.୭୬
ଭୁବନେଶ୍ୱର ୧୦୩.୫୧ ୦.୮୫ ୯୩.୩୩ ୦.୮୫

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଡିଜେଲ କ୍ରମରେ ଦେଶର ତଥା ରାଜ୍ୟର ବିଭିନ୍ନ ସହରର ଆଜିର ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୭.୦୧ ୯୬.୨୧ ୦.୮
କୋଲକାତା ୧୦୬.୩୪ ୧୦୫.୫୧ ୦.୮୩
ମୁମ୍ବାଇ ୧୧୧.୬୭ ୧୧୦.୮୨ ୦.୮୫
ଚେନ୍ନାଇ ୧୦୨.୯୧ ୧୦୨.୧୬ ୦.୭୫
ଗୁରୁଗାଓଁ ୯୭.୨୮ ୯୬.୭ ୦.୫୮
ନୋଏଡା ୯୭.୨୩ ୯୬.୪୪ ୦.୭୯
ବାଙ୍ଗାଲୋର ୧୦୨.୨୬ ୧୦୧.୪୨ ୦.୮୪
ଭୁବନେଶ୍ୱର ୧୦୩.୮୧ ୧୦୨.୬୬ ୧.୧୫
ଚଣ୍ଡିଗଡ଼ ୯୫.୮ ୯୫.୦୧ ୦.୭୯
ହାଇଦ୍ରାବାଦ ୧୧୦.୦୧ ୧୦୯.୧ ୦.୯୧
ଜୟପୁର ୧୦୮.୪ ୧୦୭.୯୪ ୦.୪୬
ଲକ୍ଷ୍ନୌ ୯୬.୭୩ ୯୬.୦୮ ୦.୬୫
ପାଟନା ୧୦୭.୫୫ ୧୦୬.୯୧ ୦.୬୪
ତ୍ରୀଭେନ୍ଦ୍ରମ୍ ୧୦୮.୧୧ ୧୦୭.୧୨ ୦.୯୯
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୮୭.୪୭ ୮୬.୬୭ ୦.୮
କୋଲକାତା ୯୦.୬୨ ୮୯.୭୯ ୦.୮୩
ମୁମ୍ବାଇ ୯୫ ୯୪.୧୪ ୦.୮୬
ଚେନ୍ନାଇ ୯୨.୧୯ ୯୧.୪୩ ୦.୭୬
ଗୁରୁଗାଓଁ ୮୭.୯୨ ୮୭.୧୧ ୦.୮୧
ନୋଏଡା ୮୭.୯୫ ୮୭.୧୭ ୦.୭୮
ବାଙ୍ଗାଲୋର ୮୫.୮ ୮୫.୦୧ ୦.୭୯
ଭୁବନେଶ୍ୱର ୯୨.୪୮ ୯୧.୭୩ ୦.୭୫
ଚଣ୍ଡିଗଡ଼ ୮୧.୬୩ ୮୦.୯ ୦.୭୩
ହାଇଦ୍ରାବାଦ ୯୫.୫ ୯୪.୬୨ ୦.୮୮
ଜୟପୁର ୯୧.୫୩ ୯୧.୧୫ ୦.୩୮
ଲକ୍ଷ୍ନୌ ୮୭.୬୧ ୮୬.୭୮ ୦.୮୩
ପାଟନା ୯୨.୦୭ ୯୧.୫୯ ୦.୪୮
ତ୍ରୀଭେନ୍ଦ୍ରମ୍ ୯୪.୨୨ ୯୩.୪୭ ୦.୭୫
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୪.୫୯ ୧୦୪.୪୧ ୦.୧୮
ବାଲେଶ୍ୱର ୧୦୩.୯୧ ୧୦୩.୧ ୦.୮୧
ବରଗଡ ୧୦୫.୬୭ ୧୦୩.୮୬ ୧.୮୧
ଭଦ୍ରକ ୧୦୪.୩୧ ୧୦୩.୨୩ ୧.୦୮
ଭୁବନେଶ୍ୱର ୧୦୩.୮୧ ୧୦୨.୬୬ ୧.୧୫
ବଲାଙ୍ଗୀର ୧୦୫.୪ ୧୦୪.୭୩ ୦.୬୭
ବୌଦ୍ଧ ୧୦୫.୮୬ ୧୦୫ ୦.୮୬
କଟକ ୧୦୩.୮୨ ୧୦୩.୦୪ ୦.୭୮
ଦେବଗଡ଼ ୧୦୪.୭ ୧୦୩.୪୯ ୧.୨୧
ଢେଙ୍କାନାଳ ୧୦୪.୩୩ ୧୦୩.୬୭ ୦.୬୬
ଗଜପତି ୧୦୫.୪୯ ୧୦୪.୬୪ ୦.୮୫
ଗଞ୍ଜାମ ୧୦୫.୦୩ ୧୦୪.୧୮ ୦.୮୫
ଜଗତସିଂହପୁର ୧୦୩.୩୧ ୧୦୨.୪୬ ୦.୮୫
ଯାଜପୁର ୧୦୪.୪୯ ୧୦୩.୨୬ ୧.୨୩
ଝାରସୁଗୁଡ଼ା ୧୦୩.୫୩ ୧୦୨.୭ ୦.୮୩
କଳାହାଣ୍ଡି ୧୦୬.୯ ୧୦୫.୭ ୧.୨
କନ୍ଧମାଳ ୧୦୬.୩୬ ୧୦୫.୫ ୦.୮୬
କେନ୍ଦ୍ରାପଡା ୧୦୩.୩୭ ୧୦୨.୭୫ ୦.୬୨
କେନ୍ଦୁଝର ୧୦୪.୩୬ ୧୦୩.୫୮ ୦.୭୮
ଖୋର୍ଦ୍ଧା ୧୦୩.୮୧ ୧୦୨.୬୬ ୧.୧୫
କୋରାପୁଟ ୧୦୮.୪୬ ୧୦୭.୨୩ ୧.୨୩
ମାଲକାନଗିରି ୧୦୯.୪୧ ୧୦୮.୩୯ ୧.୦୨
ମୟୁରଭଞ୍ଜ ୧୦୩.୯୮ ୧୦୪.୫ -୦.୫୨
ନବରଙ୍ଗପୁର ୧୦୭.୮୫ ୧୦୭.୪ ୦.୪୫
ନୟାଗଡ଼ ୧୦୩.୯୪ ୧୦୩.୧୧ ୦.୮୩
ନୂଆପଡ଼ା ୧୦୬.୯୩ ୧୦୫.୭୩ ୧.୨
ପୁରୀ ୧୦୩.୫୯ ୧୦୨.୯୩ ୦.୬୬
ରାୟଗଡ଼ା ୧୦୬.୫୮ ୧୦୫.୭୩ ୦.୮୫
ସମ୍ବଲପୁର ୧୦୪.୦୨ ୧୦୪ ୦.୦୨
ସୋନପୁର ୧୦୪.୭ ୧୦୪.୨୩ ୦.୪୭
ସୁନ୍ଦରଗଡ ୧୦୩.୮୩ ୧୦୩.୮୮ -୦.୦୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୪.୩୭ ୯୪.୧୭ ୦.୨
ବାଲେଶ୍ୱର ୯୩.୭୨ ୯୨.୯୩ ୦.୭୯
ବରଗଡ ୯୫.୪୩ ୯୩.୬୬ ୧.୭୭
ଭଦ୍ରକ ୯୪.୧୨ ୯୩.୦୫ ୧.୦୭
ଭୁବନେଶ୍ୱର ୯୩.୬୧ ୯୨.୪୮ ୧.୧୩
ବଲାଙ୍ଗୀର ୯୫.୧୭ ୯୪.୫ ୦.୬୭
ବୌଦ୍ଧ ୯୫.୫୯ ୯୪.୭୪ ୦.୮୫
କଟକ ୯୩.୬୨ ୯୨.୮୫ ୦.୭୭
ଦେବଗଡ଼ ୯୪.୫ ୯୩.୩୧ ୧.୧୯
ଢେଙ୍କାନାଳ ୯୪.୧୨ ୯୩.୪୫ ୦.୬୭
ଗଜପତି ୯୫.୨୪ ୯୪.୩୯ ୦.୮୫
ଗଞ୍ଜାମ ୯୪.୭୯ ୯୩.୯୪ ୦.୮୫
ଜଗତସିଂହପୁର ୯୩.୧୨ ୯୨.୨୭ ୦.୮୫
ଯାଜପୁର ୯୪.୨୫ ୯୩.୦୪ ୧.୨୧
ଝାରସୁଗୁଡ଼ା ୯୩.୩୭ ୯୨.୫୪ ୦.୮୩
କଳାହାଣ୍ଡି ୯୬.୬୧ ୯୫.୪୩ ୧.୧୮
କନ୍ଧମାଳ ୯୬.୦୭ ୯୫.୨୨ ୦.୮୫
କେନ୍ଦ୍ରାପଡା ୯୩.୧୮ ୯୨.୫୫ ୦.୬୩
କେନ୍ଦୁଝର ୯୪.୧୬ ୯୩.୩୮ ୦.୭୮
ଖୋର୍ଦ୍ଧା ୯୩.୬୧ ୯୨.୪୮ ୧.୧୩
କୋରାପୁଟ ୯୮.୧୨ ୯୬.୯୧ ୧.୨୧
ମାଲକାନଗିରି ୯୯.୦୩ ୯୮.୦୩
ମୟୁରଭଞ୍ଜ ୯୩.୭୯ ୯୪.୨୭ -୦.୪୮
ନବରଙ୍ଗପୁର ୯୭.୫୩ ୯୭.୦୭ ୦.୪୬
ନୟାଗଡ଼ ୯୩.୭୪ ୯୨.୯୨ ୦.୮୨
ନୂଆପଡ଼ା ୯୬.୬୪ ୯୫.୪୬ ୧.୧୮
ପୁରୀ ୯୩.୪ ୯୨.୭୫ ୦.୬୫
ରାୟଗଡ଼ା ୯୬.୨୯ ୯୫.୪୪ ୦.୮୫
ସମ୍ବଲପୁର ୯୩.୮୪ ୯୩.୮ ୦.୦୪
ସୋନପୁର ୯୪.୪୯ ୯୪.୦୧ ୦.୪୮
ସୁନ୍ଦରଗଡ ୯୩.୬୬ ୯୩.୬୮ -୦.୦୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.