Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୭୮ ନୂଆ ଆକ୍ରାନ୍ତ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ, ୬୨ ମୃତ

56

ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୩,୦୮୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୭୩,୦୫୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୫୪୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୧୨,୭୪୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୨୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୬,୬୦୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୧, ୮୯, ୧୫, ୨୩୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୦, ୫୩, ୮୯୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୦ ୧୨୯
ଆନ୍ଧ୍ରପ୍ରଦେଶ ୪୮୫ ୨୩୦୪୦୮୨ ୫୧ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୫ ୨୯୬
ଆସାମ ୧୩୬୫ ୭୧୬୧୮୯ ୬୬୩୯
ବିହାର ୩୮ ୮୧୮୧୩୪ ୧୨୨୫୬
ଚଣ୍ଡିଗଡ଼ ୨୩ ୯୦୭୦୪ ୧୧୬୫
ଛତିଶଗଡ ୧୩୨ ୧୧୩୭୭୯୯ ୨୬ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୮୮ ୧୮୩୭୩୬୭ ୧୨୦ ୨୬୧୪୮
୧୦ ଗୋଆ ୫୨ ୨୪୧୩୭୬ ୩୮୩୦
୧୧ ଗୁଜୁରାଟ ୩୦୮ ୧୨୧୨୫୪୦ ୨୭ ୧୦୯୪୨
୧୨ ହରିୟାଣା ୩୮୪ ୯୭୩୭୧୯ ୭୪ ୧୦୬୦୦
୧୩ ହିମାଚଳ ପ୍ରଦେଶ ୨୦୬ ୨୮୦୦୪୫ ୫୫ ୪୧୩୨
୧୪ ଜାମ୍ମୁ କାଶ୍ମୀର ୯୯ ୪୪୮୭୨୦ ୧୯ ୪୭୫୦
୧୫ ଝାଡଖଣ୍ଡ ୯୪ ୪୨୯୬୫୧ ୪୧ ୫୩୧୫
୧୬ କର୍ଣ୍ଣାଟକ ୧୮୮୦ ୩୯୦୨୯୫୬ ୧୪୩ ୪୦୦୪୧
୧୭ କେରଳ ୬୧୮୦ ୬୪୫୪୭୫୨ ୭୩୦ ୬୭୪୧୫ ୫୨
୧୮ ଲଦାଖ ୨୬ ୨୭୯୫୯ ୧୫ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୪୩ ୧୦୩୦୦୩୭ ୪୬ ୧୦୭୩୪
୨୧ ମହାରାଷ୍ଟ୍ର ୫୧୬୪ ୭୭୨୩୭୩୭ ୨୬୯ ୧୪୩୭୬୭
୨୨ ମଣିପୁର ୮୦ ୧୩୪୮୫୧ ୨୧୨୦
୨୩ ମେଘାଳୟ ୫୦ ୯୨୦୮୯ ୧୫୯୧
୨୪ ମିଜୋରାମ ୧୪୮୬ ୨୨୦୯୮୮ ୩୨୧ ୬୭୮
୨୫ ନାଗାଲାଣ୍ଡ ୩୪ ୩୪୬୭୫ ୭୫୮
୨୬ ଓଡ଼ିଶା ୫୨୯ ୧୨୭୭୫୮୦ ୮୩ ୯୧୧୬
୨୭ ପୁଡୁଚେରୀ ୧୧ ୧୬୩୭୯୯ ୧୯୬୨
୨୮ ପଞ୍ଜାବ ୧୬୯ ୭୪୧୦୫୬ ୨୭ ୧୭୭୩୮
୨୯ ରାଜସ୍ଥାନ ୩୩୫ ୧୨୭୨୮୦୪ ୫୭ ୯୫୫୧
୩୦ ସିକ୍କିମ୍ ୧୯ ୩୮୬୫୯ ୪୫୦
୩୧ ତାମିଲନାଡୁ ୫୩୫ ୩୪୧୩୯୩୦ ୮୯ ୩୮୦୨୫
୩୨ ତେଲେଙ୍ଗାନା ୬୧୫ ୭୮୬୧୯୧ ୭୭ ୪୧୧୧
୩୩ ତ୍ରିପୁରା ୯୯୯୫୧ ୯୧୯
୩୪ ଉତ୍ତରାଖଣ୍ଡ ୫୯୯ ୪୨୮୭୮୯ ୪୧ ୭୬୯୦
୩୫ ଉତ୍ତରପ୍ରଦେଶ ୭୧୯ ୨୦୪୬୧୬୯ ୯୯ ୨୩୪୯୨
୩୬ ପଶ୍ଚିମବଙ୍ଗ ୮୩୩ ୧୯୯୪୮୮୭ ୯୦ ୨୧୧୯୭
ମୋଟ ୨୩୦୮୭ ୪୨୪୭୩୦୫୭ ୨୫୪୨ ୫୧୬୬୦୫ ୬୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.