Home Coronavirus Outbreak ବିରୋଧୀ ଦଳ ନେତା କୋଭିଡ୍ ପିଜେଟିଭ୍

ବିରୋଧୀ ଦଳ ନେତା କୋଭିଡ୍ ପିଜେଟିଭ୍

69

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋଭିଡ୍ ପିଜେଟିଭ୍ ଚିହ୍ନଟ ହୋଇଛନ୍ତି। ବାରମ୍ବାର କୋଭିଡ୍ ଟେଷ୍ଟ ପରେ ରିପୋର୍ଟ ପିଜେଟିଭ୍ ଆସିଛି। ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇ, ଗତ ୫ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ। ସଙ୍ଗରୋଧ ରହିବା ସହ ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି। ନିକଟରେ କୋରୋନାରେ ଆକ୍ରାନ୍ତ ହୋଇ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିବା ବେଳେ ଅଜିତଙ୍କ ମା’ ମଧ୍ୟ କୋରୋନାରେ ପ୍ରାଣ ହାରିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.