Home Coronavirus Outbreak ପୁଣି ଜଣେ କରୋନା ଆକ୍ରାନ୍ତ – ବେଲେଶ୍ୱରରୁ, ରାଜ୍ୟରେ ସଂଖ୍ୟା ୧୬୧ କୁ ବୃଦ୍ଧି

ପୁଣି ଜଣେ କରୋନା ଆକ୍ରାନ୍ତ – ବେଲେଶ୍ୱରରୁ, ରାଜ୍ୟରେ ସଂଖ୍ୟା ୧୬୧ କୁ ବୃଦ୍ଧି

311

ଭୁବନେଶ୍ୱର ୩-୫ (ଓଡ଼ିଆ ପୁଅ) ବାଲେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯୁବକ, ୩୪ ବର୍ଷ। କୋଲକାତା ଫେରନ୍ତା। ରାଜ୍ୟରେ ସଂଖ୍ୟା ୧୬୧ କୁ ବୃଦ୍ଧି ହୋଇଛି। ଏହା ସହିତ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ପହଁଚିଛି। ବର୍ତ୍ତମାନ ୧୦୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୫୬ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି।

ଏହା ପୂର୍ବରୁ ଆଜି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇଜଣ ଗଞ୍ଜାମ ଜିଲ୍ଲାରୁ, ସୁରାଟ ଫେରନ୍ତା। ସେମାନଙ୍କ ବୟସ ଯଥାକ୍ରମେ ୧୭ ବର୍ଷ ପୁରୁଷ ଏବଂ ୨୨ ବର୍ଷ ପୁରୁଷ। ଅନ୍ୟ ଏକ ମାମଲା ଝାରସୁଗୁଡାରୁ ୪୦ ବର୍ଷର ମହିଳା। ସେ ପୂର୍ବ ଆକ୍ରାନ୍ତଙ୍କର ସମ୍ପର୍କୀୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.