Home ଅନୁଗୁଳ ରାଜ୍ୟରେ ଆଜି ରେକର୍ଡ଼ – ୩୦ ଜିଲ୍ଲାରୁ ୨୯୨୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ...

ରାଜ୍ୟରେ ଆଜି ରେକର୍ଡ଼ – ୩୦ ଜିଲ୍ଲାରୁ ୨୯୨୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୦୦୫୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

192

ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୨୪ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୦୦୫୦ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୮୮

– ନୂଆ ଆକ୍ରାନ୍ତ : ୨୯୨୪

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୧୫

– ସ୍ଥାନୀୟ ଅଞ୍ଚଳରୁ୧୧୦୯

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୩୭

୨- ବାଲେଶ୍ୱର ଜିଲ୍ଲାରୁ –  ୧୨୭

୩- ବରଗଡ଼ ଜିଲ୍ଲାରୁ –  ୪୮

୪- ଭଦ୍ରକ ଜିଲ୍ଲାରୁ –  ୧୦୭

୫- ବଲାଙ୍ଗୀର ଜିଲ୍ଲାରୁ –  ୨୭

୬- ବୌଦ୍ଦ ଜିଲ୍ଲାରୁ –  ୮

୭- କଟକ ଜିଲ୍ଲାରୁ –  ୧୮୯

୮- ଦେବଗଡ଼ ଜିଲ୍ଲାରୁ –  ୧୬

୯- ଢେଙ୍କାନାଳ ଜିଲ୍ଲାରୁ –  ୪୦

୧୦- ଗଜପତି ଜିଲ୍ଲାରୁ –  ୭୧

୧୧- ଗଞ୍ଜାମ ଜିଲ୍ଲାରୁ –  ୩୧୮

୧୨- ଜଗତସିଂହପୁର ଜିଲ୍ଲାରୁ –  ୪୭

୧୩- ଯାଜପୁର ଜିଲ୍ଲାରୁ –  ୨୦୦

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୩୦

୧୫- କଳାହାଣ୍ଡି ଜିଲ୍ଲାରୁ –  ୨୭

୧୬- କନ୍ଧମାଳ ଜିଲ୍ଲାରୁ –  ୫୦

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୦

୧୮- କେନ୍ଦୁଝର ଜିଲ୍ଲାରୁ –  ୨୬

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୪୮୮

୨୦- କୋରାପୁଟ ଜିଲ୍ଲାରୁ –  ୯୫

୨୧- ମାଲକାନଗିରି : ୯୩

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୩୬

୨୩- ନବରଙ୍ଗପୁର ଜିଲ୍ଲାରେ: ୨୬

୨୪- ନୟାଗଡ଼ ଜିଲ୍ଲାରୁ –  ୧୪୨

୨୫- ନୂଆପଡ଼ା ଜିଲ୍ଲାରୁ –  ୨୦

୨୬- ପୁରୀ ଜିଲ୍ଲାରୁ –  ୧୪୪

୨୭- ରାୟଗଡ଼ା ଜିଲ୍ଲାରୁ –  ୧୧୬

୨୮- ସମ୍ବଲପୁର ଜିଲ୍ଲାରୁ –  ୩୭

୨୯- ସୋନପୁର ଜିଲ୍ଲାରୁ –  ୩୮

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୬୧

 

– ନୂଆ ସୁସ୍ଥ ହୋଇଥିଲେ୧୫୨୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୦୮୫୦୮

– ମୋଟ ଆକ୍ରାନ୍ତ ୬୦୦୫୦

– ମୋଟ ସୁସ୍ଥ ହେଲେଣି ୪୦୭୨୬

– ସକ୍ରୀୟ ଆକ୍ରାନ୍ତ –  ୧୮୯୨୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.