Home Coronavirus Outbreak ପୁଣି ରାଜ୍ୟରେ ବଢ଼ିଲା ସଂକ୍ରମଣ: ରାଜ୍ୟରେ ୩, ୮୦୬ ନୂଆ ଆକ୍ରାନ୍ତ, ୩୭ ମୃତ –...

ପୁଣି ରାଜ୍ୟରେ ବଢ଼ିଲା ସଂକ୍ରମଣ: ରାଜ୍ୟରେ ୩, ୮୦୬ ନୂଆ ଆକ୍ରାନ୍ତ, ୩୭ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

140

ଭୁବନେଶ୍ୱର ୧୮-୬ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ବଢ଼ିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୩, ୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂତନ ପଜିଟିଭ୍ କେସ୍ : ୩୮୦୬

କ୍ୱାରେଣ୍ଟିନରୁ : ୨୧୭୨

ସ୍ଥାନୀୟ ସମ୍ପର୍କରୁ: ୧୬୩୪

ଜିଲ୍ଲା ୱାରୀ ପଜିଟିଭ୍ ମାମଲା:

୧ – ଅନୁଗୁଳ: ୧୭୫

୨ – ବାଲେଶ୍ୱର: ୨୨୦

୩ – ବରଗଡ: ୫୮

୪ – ଭଦ୍ରକ: ୧୫୮

୫ – ବାଲାଙ୍ଗୀର: ୨୮

୬ – ବୌଦ୍ଧ: ୩୫

୭ – କଟକ: ୩୯୩

୮ – ଦେବଗଡ଼: ୩୦

୯ – ଢେଙ୍କାନାଳ: ୪୩

୧୦ – ଗଜପତି: ୪୫

୧୧ – ଗଞ୍ଜାମ: ୩୬

୧୨ – ଜଗତସିଂହପୁର: ୧୩୦

୧୩ – ଯାଜପୁର: ୩୪୬

୧୪ – ଝାରସୁଗୁଡା: ୧୯

୧୫ – କଳାହାଣ୍ଡି: ୪୩

୧୬ – କନ୍ଧମାଳ: ୩୪

୧୭ – କେନ୍ଦ୍ରାପଡା: ୧୪୫

୧୮ – କେନ୍ଦୁଝର: ୮୧

୧୯ – ଖୋର୍ଦ୍ଧା: ୬୧୭

୨୦ – କୋରାପୁଟ: ୭୭

୨୧ – ମାଲକାନଗିରି: ୭୫

୨୨ – ମୟୂରଭଞ୍ଜ: ୧୫୯

୨୩ – ନବରଙ୍ଗପୁର: ୮୮

୨୪ – ନୟାଗଡ଼: ୧୩୪

୨୫ – ନୁଆପଡା: ୩୧

୨୬ – ପୁରୀ: ୨୦୦

୨୭ – ରାୟଗଡ଼ା: ୧୧୧

୨୮ – ସମ୍ବଲପୁର: ୪୫

୨୯ – ସୋନପୁର: ୩୬

୩୦ – ସୁନ୍ଦରଗଡ: ୧୧୯

୩୧ – ରାଜ୍ୟ ପୁଲ୍: ୯୫

ଗତକାଲି ସୁସ୍ଥ ହୋଇଥିଲେ: ୬୨୪୦

ମୋଟ ସୁସ୍ଥ ହେଲେଣି: ୧୨୯୬୪୭୦୫

ସକରାତ୍ମକ: ୮୭୦୪୯୮

ପୁନରୁଦ୍ଧାର: ୮୨୩୫୯୯

ସକ୍ରିୟ ମାମଲା: ୪୩୩୩୮

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୫୦୮ କୁ ବୃଦ୍ଧି ପାଇଛି।

ବରଗଡ ଜିଲ୍ଲାରୁ ୩ ଜଣ ,
ବଲାଙ୍ଗୀର ଜିଲ୍ଲାରୁ ୨ ଜଣ ,
କଟକ ଜିଲ୍ଲାରୁ ୪ ଜଣ ,
ଦେବଗଡ଼ ଜିଲ୍ଲାରୁ ୨ ଜଣ ,
ଗଜପତି ଜିଲ୍ଲାରୁ ୧ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୪ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୪ ଜଣ ,
କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ,
ମୟୂରଭଞ୍ଜ ଜିଲ୍ଲାରୁ ୧ ଜଣ ,
ପୁରୀ ଜିଲ୍ଲାରୁ ୩ ଜଣ ,
ରାୟଗଡ଼ା ଜିଲ୍ଲାରୁ ୨ ଜଣ ,
ସମ୍ବଲପୁର ଜିଲ୍ଲାରୁ ୧ ଜଣ ,
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ,
ମୋଟରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି।

୧ – ବରଗଡ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା, ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।

୨ – ବରଗଡ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୩ – ବରଗଡ ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।

୪ – ବଲାଙ୍ଗୀର ଜିଲ୍ଲାର ୭୨ ବର୍ଷ ବୟସ୍କା ମହିଳା।

୫ – ବଲାଙ୍ଗୀର ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ।

୬ – ଭୁବନେଶ୍ୱରର ୭୨ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭ – ଭୁବନେଶ୍ୱରର ୩୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୮ – ଭୁବନେଶ୍ୱରର ୪୪ ବର୍ଷ ବୟସ୍କ ପୁରୁଷ।

୯ – ଭୁବନେଶ୍ୱରର ୪୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୦ – କଟକ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୧୧ – କଟକ ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୨ – କଟକ ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୩ – କଟକ ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୧୪ – ଦେବଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୫ – ଦେବଗଡ଼ ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ।

୧୬ – ଗଜପତି ଜିଲ୍ଲାର ୫୪ ବର୍ଷ ବୟସ୍କା ମହିଳା।

୧୭ – ଝାରସୁଗୁଡା ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ।

୧୮ – ଝାରସୁଗୁଡା ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, ବୃଦ୍ଧାବସ୍ଥାରେ ମଧ୍ୟ ପୀଡିତ ଥିଲେ।

୧୯ – ଝାରସୁଗୁଡା ଜିଲ୍ଲାର ୭୮ ବର୍ଷ ବୟସ୍କା ମହିଳା।

୨୦ – ଝାରସୁଗୁଡା ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ।

୨୧ – କଳାହାଣ୍ଡି ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୨୨ – କଳାହାଣ୍ଡି ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୨୩ – କଳାହାଣ୍ଡି ଜିଲ୍ଲାର ୬୬ ବର୍ଷ ବୟସ୍କ ପୁରୁଷ।

୨୪ – କଳାହାଣ୍ଡି ଜିଲ୍ଲାର ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ।

୨୫ – କେନ୍ଦ୍ରାପଡା ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା।

୨୬ – କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୨୭ – ଖୋର୍ଦ୍ଧା ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨୮ – ମୟୂରଭଞ୍ଜ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୨୯ – ପୁରୀ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୦ – ପୁରୀ ଜିଲ୍ଲାର ୪୦ ବର୍ଷ ବୟସ୍କା ମହିଳା।

୩୧ – ପୁରୀ ଜିଲ୍ଲାର ୬୧ ବର୍ଷ ବୟସ୍କ ପୁରୁଷ।

୩୨ – ରାୟଗଡ଼ା ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ ଯିଏ କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୩ – ରାୟଗଡ଼ା ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ।

୩୪ – ସମ୍ବଲପୁର ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ।

୩୫ – ସୁନ୍ଦରଗଡ ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ।

୩୬ – ସୁନ୍ଦରଗଡ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୩୭ – ସୁନ୍ଦରଗଡ ଜିଲ୍ଲାର ୭୬ ବର୍ଷ ବୟସ୍କା ମହିଳା।

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୩୮, ୮୮୭ [+୧୭୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୦୬୮ [+୧୭୫] ଜଣ ସକ୍ରୀୟ ଅଛନ୍ତି ଏବଂ ୩୬, ୬୬୨ ଜଣ ସୁସ୍ଥ ହୋଇଥିବା ବେଳେ ୧୫୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୦, ୩୨୩ [+୨୨୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୪୨୩ [+୨୨୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୬, ୭୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୨୯, ୬୮୨ [+୫୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪୩ [+୫୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୮, ୭୫୪ ଜଣ ସୁସ୍ଥ ହୋଇଥିବା ବେଳେ ୮୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୦, ୬୦୨ [+୧୫୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୦୬୯ [+୧୫୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୪୮୮ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୨, ୬୦୪ [+୨୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୬ [+୨୬] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୧୬୨ ଜଣ ସୁସ୍ଥ ହୋଇଥିବା ବେଳେ ୭୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୧, ୮୨୦ [+୩୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୫ [+୩୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧୦, ୯୫୦ ଜଣ ସୁସ୍ଥ ହୋଇଥିବା ବେଳେ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୭୧, ୫୮୧ [+୩୯୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪, ୦୯୭ [+୩୮୯] ଜଣ ସକ୍ରୀୟ ଅଛନ୍ତି ଏବଂ ୬୭, ୨୫୨ ଜଣ ସୁସ୍ଥ ହୋଇଥିବା ବେଳେ ୨୨୮ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫, ୮୯୪ [+୩୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୮ [+୨୮] ଜଣ ସକ୍ରୀୟ ଅଛନ୍ତି ଏବଂ ୫, ୬୬୫ ଜଣ ସୁସ୍ଥ ହୋଇଥିବା ବେଳେ ୩୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୬, ୫୨୮ [+୪୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୨୮୦ [+୪୩] ଜଣ ସକ୍ରୀୟ ଅଛନ୍ତି ଏବଂ ୧୫, ୧୯୩ ଜଣ ସୁସ୍ଥ ହୋଇଥିବା ବେଳେ ୫୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୦୩୩ [+୪୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୨ [+୪୪] ଜଣ ସକ୍ରୀୟ ଅଛନ୍ତି ଏବଂ ୮, ୬୬୧ ଜଣ ସୁସ୍ଥ ହୋଇଥିବା ବେଳେ ୬୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୨, ୮୦୩ [+୩୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୭ [+୩୬] ଜଣ ସକ୍ରୀୟ ଅଛନ୍ତି ଏବଂ ୩୨, ୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ୩୦୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୦, ୮୬୪ [+୧୩୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୮୦୦ [+୧୩୦] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୯୯୭ ଜଣ ସୁସ୍ଥ ହୋଇଥିବା ବେଳେ ୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୩, ୮୦୭ [+୩୪୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୫୮୪ [+୩୪୬] ଜଣ ସକ୍ରୀୟ ଅଛନ୍ତି ଏବଂ ୩୦, ୧୮୪ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡା ଜିଲ୍ଲାରେ ୨୩, ୧୫୯ [+୧୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୩ [+୧୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୮୫୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦୨ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୩, ୪୬୯ [+୪୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୩ [+୩୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୭୨୩ ଜଣ ସୁସ୍ଥ ହୋଇଥିବା ବେଳେ ୧୬୩ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୦, ୩୩୪ [+୩୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୧ [+୩୪] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୭୧୮ ଜଣ ସୁସ୍ଥ ହୋଇଥିବା ବେଳେ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୧୯, ୧୩୪ [+୧୪୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୨୦୪ [+୧୪୩] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୮୬୦ ଜଣ ସୁସ୍ଥ ହୋଇଥିବା ବେଳେ ୬୯ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୮, ୧୯୨ [+୮୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୩ [+୮୧] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୪୯୧ ଜଣ ସୁସ୍ଥ ହୋଇଥିବା ବେଳେ ୬୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୨୯, ୫୭୪ [+୬୧୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬, ୭୫୬ [+୬୧୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧, ୨୨, ୨୪୯ ଜଣ ସୁସ୍ଥ ହୋଇଥିବା ବେଳେ ୫୫୯ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୭, ୨୫୬ [+୭୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୦୭୦ [+୭୭] ଜଣ ସକ୍ରୀୟ ଅଛନ୍ତି ଏବଂ ୧୬, ୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୯, ୭୮୦ [+୭୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୦ [+୭୫] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୧୧୧ ଜଣ ସୁସ୍ଥ ହୋଇଥିବା ବେଳେ ୩୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ୩୩, ୪୪୮ [+୧୫୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୯୬୬ [+୧୫୮] ଜଣ ସକ୍ରୀୟ ଅଛନ୍ତି ଏବଂ ୩୧, ୩୬୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୨, ୪୭୪ [+୮୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୦ [+୮୮] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୫୦୯ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧୮, ୮୧୫ [+୧୩୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୨୫୫ [+୧୩୪] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୨୨, ୪୬୫ [+୩୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ [+୩୧] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୨୪୫ ଜଣ ସୁସ୍ଥ ହୋଇଥିବା ବେଳେ ୬୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୩୭, ୧୩୭ [+୨୦୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୯୭୩ [+୧୯୭] ଜଣ ସକ୍ରୀୟ ଅଛନ୍ତି ଏବଂ ୩୪, ୯୭୧ ଜଣ ସୁସ୍ଥ ହୋଇଥିବା ବେଳେ ୧୯୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୮, ୧୭୩ [+୧୧୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୪ [+୧୦୯] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୩୮ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୯, ୩୮୩ [+୪୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୫ [+୪୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୮, ୮୯୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୨, ୪୦୭ [+୩୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୮ [+୩୬] ଜଣ ସକ୍ରୀୟ ଅଛନ୍ତି ଏବଂ ୧୧, ୮୨୨ ଜଣ ସୁସ୍ଥ ହୋଇଥିବା ବେଳେ ୩୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୮, ୩୧୯ [+୧୧୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୪୯୭ [+୧୧୬] ଜଣ ସକ୍ରୀୟ ଅଛନ୍ତି ଏବଂ ୫୬, ୪୯୬ ଜଣ ସୁସ୍ଥ ହୋଇଥିବା ବେଳେ ୩୨୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଷ୍ଟେଟ୍ ପୁଲ ୨୨, ୫୫୧ [+୯୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୦୯୪ [+୯୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୪୫୭ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.