Home Coronavirus Outbreak ୭୩ ଦିନ ପରେ ୮ ଲକ୍ଷ ତଳକୁ ଖସିଲା କରୋନା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା –...

୭୩ ଦିନ ପରେ ୮ ଲକ୍ଷ ତଳକୁ ଖସିଲା କରୋନା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା – ଆଜି ଦେଶରେ ୬୨, ୪୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧, ୫୮୭ ମୃତ୍ୟୁ

85

ନୂଆ ଦିଲ୍ଲୀ ୧୮-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୬୨, ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧, ୫୮୭
ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୭, ୬୨, ୭୯୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୮, ୦୮୪ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୮୮, ୯୭୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୫୮୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୮୩, ୪୯୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୯୮, ୬୫୬ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୫, ୮୦, ୬୪୭ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୭୮%

ଆରୋଗ୍ୟ ହୋଇଛନ୍ତି ୯୫.୯୩%

ଏବଂ ମୃତ୍ୟୁ ସଂଖ୍ୟା ୧.୨୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୬, ୮୯, ୬୦, ୩୯୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୨, ୫୯, ୦୦୩ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୮, ୭୧, ୬୭, ୬୯୬ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୯, ୨୯, ୪୭୬।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୪ ୭୧୦୪ ୨୫ ୧୨୭
ଆନ୍ଧ୍ରପ୍ରଦେଶ ୬୯୮୩୧ ୧୭୫୦୯୦୪ ୭୭୨୮ ୧୨୧୬୭ ୫୮
ଅରୁଣାଚଳ ପ୍ରଦେଶ ୨୭୧୩ ୨୯୬୧୨ ୩୮୯ ୧୫୮
ଆସାମ ୩୮୧୪୦ ୪୩୧୨୦୮ ୪୯୪୯ ୪୧୦୫ ୪୧
ବିହାର ୩୮୦୪ ୭୦୫୩୭୩ ୫୬୮ ୯୫୨୭
ଚଣ୍ଡିଗଡ଼ ୪୩୨ ୬୦୦୭୬ ୯୬ ୮୦୨
ଛତିଶଗଡ ୧୦୬୮୨ ୯୬୫୨୯୨ ୧୦୨୭ ୧୩୩୬୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୭୧ ୧୦୪୧୭
ଦିଲ୍ଲୀ ୨୫୫୪ ୧୪୦୪୪୨୮ ୩୪୩ ୨୪୮୮୬ ୧୦
୧୦ ଗୋଆ ୩୮୨୪ ୧୫୬୮୧୯ ୪୬୫ ୨୯୬୯
୧୧ ଗୁଜୁରାଟ ୭୭୪୯ ୮୦୩୮୯୨ ୭୭୦ ୧୦୦୧୮
୧୨ ହରିୟାଣା ୩୨୨୭ ୭୫୪୪୬୪ ୫୪୬ ୯୧୪୭ ୩୮
୧୩ ହିମାଚଳ ପ୍ରଦେଶ ୩୪୩୦ ୧୯୨୮୪୫ ୫୮୫ ୩୪୨୪ ୧୦
୧୪ ଜାମ୍ମୁ କାଶ୍ମୀର ୧୦୬୦୨ ୨୯୫୧୮୯ ୧୪୨୬ ୪୨୨୬
୧୫ ଝାଡଖଣ୍ଡ ୧୯୪୬ ୩୩୭୦୮୮ ୪୪୩ ୫୦୯୫
୧୬ କର୍ଣ୍ଣାଟକ ୧୪୬୭୪୭ ୨୬୧୦୧୫୭ ୧୦୬୮୫ ୩୩୪୩୪ ୧୩୮
୧୭ କେରଳ ୧୦୮୯୯୩ ୨୬୫୩୨୦୭ ୧୩୬୧୪ ୧୧୭୪୩ ୮୮
୧୮ ଲଦାଖ ୪୮୨ ୧୯୦୨୨ ୭୭ ୨୦୦
୧୯ ଲକ୍ଷଦୀପ ୩୯୯ ୮୯୩୩ ୮୬ ୪୫
୨୦ ମଧ୍ୟପ୍ରଦେଶ ୨୯୮୪ ୭୭୭୨୯୧ ୪୦୪ ୮୬୭୯ ୩୦
୨୧ ମହାରାଷ୍ଟ୍ର ୧୪୩୦୪୮ ୫୬୮୫୬୩୬ ୫୮୯୦ ୧୧୬୦୨୬ ୬୩୬
୨୨ ମଣିପୁର ୯୧୦୨ ୫୨୨୨୦ ୪୫୮ ୧୦୨୧ ୧୩
୨୩ ମେଘାଳୟ ୪୬୦୯ ୩୮୩୬୧ ୩୨୯ ୭୬୨
୨୪ ମିଜୋରାମ ୩୭୩୨ ୧୨୬୩୦ ୨୧୬ ୭୫
୨୫ ନାଗାଲାଣ୍ଡ ୨୩୬୮ ୨୧୨୦୭ ୪୦୨ ୪୬୬
୨୬ ଓଡ଼ିଶା ୩୯୬୨୨ ୮୨୩୫୯୯ ୬୨୪୦ ୩୪୭୧ ୩୯
୨୭ ପୁଡୁଚେରୀ ୪୩୩୩ ୧୦୭୯୦୫ ୪୮୦ ୧୭୧୦
୨୮ ପଞ୍ଜାବ ୯୪୭୯ ୫୬୫୩୩୯ ୧୨୫୫ ୧୫୭୩୮ ୪୦
୨୯ ରାଜସ୍ଥାନ ୪୨୬୨ ୯୩୭୪୮୧ ୮୯୫ ୮୮୭୫ ୧୦
୩୦ ସିକ୍କିମ୍ ୨୯୦୭ ୧୫୭୦୨ ୧୪୬ ୨୮୭
୩୧ ତାମିଲନାଡୁ ୧୦୦୫୨୩ ୨୨୬୬୭୯୩ ୨୨୭୨୦ ୩୦୫୪୮ ୨୧୦
୩୨ ତେଲେଙ୍ଗାନା ୧୯୫୨୧ ୫୮୬୩୬୨ ୧୯୩୩ ୩୫୩୪ ୧୩
୩୩ ତ୍ରିପୁରା ୪୮୭୩ ୫୫୮୨୯ ୭୧୩ ୬୩୭
୩୪ ଉତ୍ତରାଖଣ୍ଡ ୩୪୭୧ ୩୨୭୫୮୪ ୩୫୧ ୭୦୧୧ ୧୪
୩୫ ଉତ୍ତରପ୍ରଦେଶ ୬୦୧୯ ୧୬୭୫୬୮୪ ୬୮୫ ୨୨୦୩୦ ୬୭
୩୬ ପଶ୍ଚିମବଙ୍ଗ ୨୨୦୭୩ ୧୪୩୪୯୯୪ ୨୦୩୩ ୧୭୧୮୨ ୬୪
ମୋଟ ୭୯୮୬୫୬ ୨୮୫୮୦୬୪୭ ୮୮୯୭୭ ୩୮୩୪୯୦ ୧୫୮୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.