Home Coronavirus Outbreak ରାଜ୍ୟରେ ଆଜି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୧୦୯୯ କୁ...

ରାଜ୍ୟରେ ଆଜି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

275

ଭୁବନେଶ୍ୱର ୨୩-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୧୨୬୪

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୪୭

– ସ୍ଥାନୀୟ ଅଞ୍ଚଳରୁ୪୧୭

–  ୨୭ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୪୦

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୭

୨- ବାଲେଶ୍ୱର ଜିଲ୍ଲାରୁ – ୯

୩- ବରଗଡ଼ ଜିଲ୍ଲାରୁ – ୨୪

୪- ଭଦ୍ରକ ଜିଲ୍ଲାରୁ – ୩୦

୫- ବଲାଙ୍ଗୀର ଜିଲ୍ଲାରୁ – ୧

୬- ବୌଦ୍ଦ ଜିଲ୍ଲାରୁ – ୨

୭- କଟକ ଜିଲ୍ଲାରୁ – ୪୭

୮- ଢେଙ୍କାନାଳ ଜିଲ୍ଲାରୁ – ୬

୯- ଗଜପତି ଜିଲ୍ଲାରୁ – ୭୪

୧୦- ଗଞ୍ଜାମ ଜିଲ୍ଲାରୁ – ୫୪୦

୧୧- ଜଗତସିଂହପୁର ଜିଲ୍ଲାରୁ – ୪

୧୨- ଯାଜପୁର ଜିଲ୍ଲାରୁ – ୧୭

୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୩

୧୪- କଳାହାଣ୍ଡି ଜିଲ୍ଲାରୁ – ୭

୧୫- କନ୍ଧମାଳ ଜିଲ୍ଲାରୁ – ୨୯

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮

୧୭- କେନ୍ଦୁଝର ଜିଲ୍ଲାରୁ – ୨୫

୧୮- ଖୋର୍ଦ୍ଧା: ୧୩୭

୧୯- କୋରାପୁଟ ଜିଲ୍ଲାରୁ – ୨୭

୨୦- ମୟୁରଭଞ୍ଜ ଜିଲ୍ଲାରୁ – ୧୫

୨୧- ନବରଙ୍ଗପୁର ଜିଲ୍ଲାରେ: ୪

୨୨- ନୟାଗଡ଼ ଜିଲ୍ଲାରୁ – ୬୧

୨୩- ନୂଆପଡ଼ା ଜିଲ୍ଲାରୁ – ୧

୨୪- ପୁରୀ ଜିଲ୍ଲାରୁ – ୨୨

୨୫- ରାୟଗଡ଼ା ଜିଲ୍ଲାରୁ – ୮୪

୨୬- ସମ୍ବଲପୁର ଜିଲ୍ଲାରୁ – ୨୦

୨୭- ସୁନ୍ଦରଗଡ଼ ଜିଲ୍ଲାରୁ – ୬୦

– ନୂଆ ସୁସ୍ଥ ହୋଇଥିଲେ୪୪୦

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୨୧୯୩୧

– ମୋଟ ଆକ୍ରାନ୍ତ ୨୧୦୯୯

– ମୋଟ ସୁସ୍ଥ ହେଲେଣି ୧୩୭୪୯

– ସକ୍ରୀୟ ଆକ୍ରାନ୍ତ – ୭୨୦୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.