Home Coronavirus Outbreak ରାଜ୍ୟରେ ନୂଆ ୬୧୬ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୩୭୩୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ନୂଆ ୬୧୬ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୩୭୩୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

249

ଭୁବନେଶ୍ୱର ୧୩-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୬୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୩୭୩୭କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୬୧୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୧୫
– ସ୍ଥାନୀୟ ଅଞ୍ଚଳରୁ୨୦୧

– ୨୩ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୨୮୩

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୭
୨- ବାଲେଶ୍ୱର ଜିଲ୍ଲାରୁ – ୨୭
୩- ବରଗଡ଼ ଜିଲ୍ଲାରୁ – ୩୧
୪- ଭଦ୍ରକ ଜିଲ୍ଲାରୁ – ୨
୫- ବଲାଙ୍ଗୀର ଜିଲ୍ଲା : ୨
୬- କଟକ ଜିଲ୍ଲାରୁ – ୨୩
୭- ଢେଙ୍କାନାଳ ଜିଲ୍ଲାରୁ – ୭
୮- ଗଜପତି ଜିଲ୍ଲାରୁ – ୧
୯- ଗଞ୍ଜାମ ଜିଲ୍ଲାରୁ – ୨୮୩
୧୦- ଜଗତସିଂହପୁର ଜିଲ୍ଲାରୁ – ୧୮
୧୧- ଯାଜପୁର ଜିଲ୍ଲାରୁ – ୧୭
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧୧
୧୩- କନ୍ଧମାଳ ଜିଲ୍ଲାରୁ – ୬
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୧୫- କେନ୍ଦୁଝର ଜିଲ୍ଲାରୁ – ୨୩
୧୬- ଖୋର୍ଦ୍ଦା ଜିଲ୍ଲାରୁ – ୨୯
୧୭- କୋରାପୁଟ ଜିଲ୍ଲାରୁ – ୫୦
୧୮- ମାଲକାନଗିରି : ୧୪
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୨୦- ନବରଙ୍ଗପୁର ଜିଲ୍ଲାରେ: ୪୦

୨୧- ନୂଆପଡ଼ା ଜିଲ୍ଲାରୁ – ୫
୨୨- ପୁରୀ ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୫

– ନୂଆ ସୁସ୍ଥ ହୋଇଥିଲେ ୩୯୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୪୧୫୩୭
– ମୋଟ ଆକ୍ରାନ୍ତ ୧୩୭୩୭
– ମୋଟ ସୁସ୍ଥ ହେଲେଣି ୮୭୫୦
– ସକ୍ରୀୟ ଆକ୍ରାନ୍ତ – ୪୮୯୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.