Home Coronavirus Outbreak ଦେଶରେ ୨୮, ୭୦୧ ହଜାର ନୂଆ କରୋନା ଆକ୍ରାନ୍ତ, ୫୦୦ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୩,...

ଦେଶରେ ୨୮, ୭୦୧ ହଜାର ନୂଆ କରୋନା ଆକ୍ରାନ୍ତ, ୫୦୦ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୩, ୧୭୪

109

ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୨୮, ୭୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୦୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୭୮, ୨୫୪କୁ ବୃଦ୍ଧି ପାଇଛି ଏବଂ ୩, ୦୧, ୬୦୯ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୫, ୫୩, ୪୭୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୩, ୧୭୪ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.