Home Coronavirus Outbreak ରାଜ୍ୟରେ ଆଜି କରୋନା କାରଣରୁ ୬୬ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର...

ରାଜ୍ୟରେ ଆଜି କରୋନା କାରଣରୁ ୬୬ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ପାର

46

ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୫୦୫୮ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବରଗଡ ୩ ଜଣ,
ଭଦ୍ରକ ୧ ଜଣ,
ବଲାଙ୍ଗୀର ୧ ଜଣ,
ବୌଦ୍ଧ ୫ ଜଣ,
ଗଜପତି ୨ ଜଣ,
ଗଞ୍ଜାମ ୮ ଜଣ,
ଜଗତସିଂହପୁର ୧ ଜଣ,
ଯାଜପୁର ୧ ଜଣ,
କନ୍ଧମାଳ ୧ ଜଣ,
କେନ୍ଦ୍ରାପଡା ୨ ଜଣ,
ଖୋର୍ଦ୍ଧା ୨୩ ଜଣ,
ମୟୂରଭଞ୍ଜ ୬ ଜଣ,
ନୟାଗଡ଼ ୩ ଜଣ,
ପୁରୀ ୨ ଜଣ,
ରାୟଗଡ଼ା ୧ ଜଣ,
ସୁନ୍ଦରଗଡ ୬ ଜଣ,
ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୨୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ : ୨୨୧୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୭୨
– ସ୍ଥାନୀୟ ଅଞ୍ଚଳରୁ୯୪୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୮୯
୨- ବାଲେଶ୍ୱର ଜିଲ୍ଲାରୁ – ୧୫୦
୩- ବରଗଡ଼ ଜିଲ୍ଲାରୁ – ୧୪
୪- ଭଦ୍ରକ ଜିଲ୍ଲାରୁ – ୭୮
୫- ବଲାଙ୍ଗୀର ଜିଲ୍ଲାରୁ – ୧୮
୬- ବୌଦ୍ଦ ଜିଲ୍ଲାରୁ – ୧୬
୭- କଟକ ଜିଲ୍ଲାରୁ – ୩୪୮
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଢେଙ୍କାନାଳ ଜିଲ୍ଲାରୁ – ୫୪
୧୦- ଗଜପତି ଜିଲ୍ଲାରୁ – ୧୭
୧୧- ଗଞ୍ଜାମ ଜିଲ୍ଲାରୁ – ୧୨
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨୬
୧୩- ଯାଜପୁର ଜିଲ୍ଲାରୁ – ୧୨୪
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୦
୧୫- କଳାହାଣ୍ଡି ଜିଲ୍ଲାରୁ – ୫
୧୬- କନ୍ଧମାଳ ଜିଲ୍ଲାରୁ – ୧୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯୫
୧୮- କେନ୍ଦୁଝର ଜିଲ୍ଲାରୁ – ୪୨
୧୯- ଖୋର୍ଦ୍ଧାରୁ : ୪୮୩
୨୦- କୋରାପୁଟ ଜିଲ୍ଲାରୁ – ୧୦
୨୧- ମାଲକାନଗିରି : ୨୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୯୯
୨୩- ନବରଙ୍ଗପୁର ଜିଲ୍ଲାରେ: ୪
୨୪- ନୟାଗଡ଼ ଜିଲ୍ଲାରୁ – ୬୯
୨୫- ନୂଆପଡ଼ା ଜିଲ୍ଲାରୁ – ୫
୨୬- ପୁରୀ ଜିଲ୍ଲାରୁ – ୮୪
୨୭- ରାୟଗଡ଼ା ଜିଲ୍ଲାରୁ – ୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୪୧
୨୯- ସୋନପୁର ଜିଲ୍ଲାରୁ – ୧୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୩
୩୧- State Pool: ୧୦୦
– ନୂଆ ସୁସ୍ଥ ହୋଇଥିଲେ୨୪୦୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୫୦୬୬୦୫୦
– ମୋଟ ଆକ୍ରାନ୍ତ ୯୫୪୩୨୬
– ମୋଟ ସୁସ୍ଛ ହୋଲେଣି ୯୨୭୯୨୬
– ସକ୍ରୀୟ ଆକ୍ରାନ୍ତ – ୨୧୨୮୯

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୧, ୬୨୦ [+୮୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭୭ [+୮୯] ଜଣ ସକ୍ରୀୟ ଅଛନ୍ତି। ୪୦, ୮୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୬, ୭୪୮ [+୧୫୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୬୬ [+୧୫୦] ଜଣ ସକ୍ରୀୟ ଅଛନ୍ତି। ୩୪, ୮୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୫୨୭ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୭ [+୧୧] ଜଣ ସକ୍ରୀୟ ଅଛନ୍ତି। ୩୦, ୦୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୧ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୪, ୪୩୨ [+୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦୪ [+୭୭] ଜଣ ସକ୍ରୀୟ ଅଛନ୍ତି। ୨୩, ୪୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୦୯୨ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୬ [+୧୭] ଜଣ ସକ୍ରୀୟ ଅଛନ୍ତି। ୨୨, ୯୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୪୪୬ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୮ [+୧୧] ଜଣ ସକ୍ରୀୟ ଅଛନ୍ତି। ୧୨, ୨୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୬ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୮୩, ୪୮୨ [+୩୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୮୮୮ [+୩୪୮] ଜଣ ସକ୍ରୀୟ ଅଛନ୍ତି। ୮୦, ୨୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୦୮୨ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭ [+୧] ଜଣ ସକ୍ରୀୟ ଅଛନ୍ତି। ୬, ୦୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୮, ୫୦୦ [+୫୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୫ [+୫୪] ଜଣ ସକ୍ରୀୟ ଅଛନ୍ତି। ୧୭, ୭୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୪୦୫ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪ [+୧୫] ଜଣ ସକ୍ରୀୟ ଅଛନ୍ତି। ୯, ୨୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୨୯୯ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪ [+୪] ଜଣ ସକ୍ରୀୟ ଅଛନ୍ତି। ୩୨, ୭୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୧୬ [+୮] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୪, ୧୭୮ [+୧୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୭୫୭ [+୧୨୫] ଜଣ ସକ୍ରୀୟ ଅଛନ୍ତି। ୨୩, ୩୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୯, ୮୨୨ [+୧୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୨୯ [+୧୨୩] ଜଣ ସକ୍ରୀୟ ଅଛନ୍ତି। ୩୮, ୨୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୪୯୯ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୬ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୩, ୨୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୦୪୨ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୮ [+୫] ଜଣ ସକ୍ରୀୟ ଅଛନ୍ତି। ୨୩, ୭୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୦୭୮ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୮ [+୧୩] ଜଣ ସକ୍ରୀୟ ଅଛନ୍ତି। ୧୦, ୮୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୨, ୩୮୨ [+୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୦ [+୯୩] ଜଣ ସକ୍ରୀୟ ଅଛନ୍ତି। ୨୧, ୬୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୯ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୦୩୭ [+୪୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୩ [+୪୨] ଜଣ ସକ୍ରୀୟ ଅଛନ୍ତି। ୧୯, ୬୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୪୩, ୯୮୮ [+୪୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୮୫୧ [+୪୬୦] ଜଣ ସକ୍ରୀୟ ଅଛନ୍ତି। ୧, ୩୮, ୨୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୯୭ [+୨୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୭୨୮ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୫ [+୧୦] ଜଣ ସକ୍ରୀୟ ଅଛନ୍ତି। ୧୮, ୩୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୨୮୮ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୯ [+୨୫] ଜଣ ସକ୍ରୀୟ ଅଛନ୍ତି। ୧୧, ୦୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୭, ୮୧୫ [+୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୬୭ [+୯୩] ଜଣ ସକ୍ରୀୟ ଅଛନ୍ତି। ୩୬, ୬୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୪ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୩୦୮ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭ [+୪] ଜଣ ସକ୍ରୀୟ ଅଛନ୍ତି। ୨୩, ୧୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୧, ୮୦୩ [+୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୭୧୭ [+୬୬] ଜଣ ସକ୍ରୀୟ ଅଛନ୍ତି। ୨୦, ୯୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୯ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୭୧୭ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୫] ଜଣ ସକ୍ରୀୟ ଅଛନ୍ତି। ୨୨, ୬୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୨, ୦୦୩ [+୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୪ [+୮୨] ଜଣ ସକ୍ରୀୟ ଅଛନ୍ତି। ୪୦, ୭୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୫୫୯ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୨ [+୨୮] ଜଣ ସକ୍ରୀୟ ଅଛନ୍ତି। ୧୯, ୧୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୦, ୧୮୬ [+୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୨ [+୪୧] ଜଣ ସକ୍ରୀୟ ଅଛନ୍ତି। ୨୯, ୮୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୨, ୯୧୩ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୭ [+୧୦] ଜଣ ସକ୍ରୀୟ ଅଛନ୍ତି। ୧୨, ୭୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୦, ୨୨୯ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୧ [+୩୭] ଜଣ ସକ୍ରୀୟ ଅଛନ୍ତି। ୫୯, ୧୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪୦ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୫, ୧୧୮ [+୧୦୦] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୮ [+୧୦୦] ଜଣ ସକ୍ରୀୟ ଅଛନ୍ତି। ୨୪, ୧୯୦ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.