Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୫୧୮...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୫୧୮ ମୃତ

49

ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୨୨,୬୬୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୨,୬୯,୭୯୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୨,୦୦୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୦୬,୦୬୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୩୬୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୧୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୧୩,୬୦୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୩୬%

ଆରୋଗ୍ୟ ହୋଇଛନ୍ତି ୯୭.୩୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୦, ୪୯, ୩୧, ୭୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୧, ୦୧, ୫୬୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୪, ୩୯, ୫୮, ୬୬୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୯, ୩୬, ୭୦୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୬ ୭୩୬୧ ୧୨୯
ଆନ୍ଧ୍ରପ୍ରଦେଶ ୨୫୦୪୧ ୧୮୯୮୯୬୬ ୨୪୬୭ ୧୩୧୧୫ ୧୮
ଅରୁଣାଚଳ ପ୍ରଦେଶ ୪୩୨୩ ୩୮୦୪୦ ୪୧୨ ୨୦୧
ଆସାମ ୧୮୭୭୮ ୫୨୨୧୯୨ ୨୪୯୫ ୪୯୮୪ ୨୩
ବିହାର ୭୫୫ ୭୧୩୪୮୨ ୧୦୫ ୯୬୨୭
ଚଣ୍ଡିଗଡ଼ ୫୩ ୬୧୦୦୮ ୧୩ ୮୦୯
ଛତିଶଗଡ ୩୮୩୭ ୯୮୨୩୫୭ ୩୫୪ ୧୩୪୯୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୬ ୧୦୫୭୪
ଦିଲ୍ଲୀ ୬୨୧ ୧୪୦୯୮୩୦ ୯୧ ୨୫୦୨୭
୧୦ ଗୋଆ ୧୬୬୩ ୧୬୪୮୪୮ ୧୫୨ ୩୧୦୯
୧୧ ଗୁଜୁରାଟ ୫୩୨ ୮୧୩୮୫୩ ୧୧୦ ୧୦୦୭୫
୧୨ ହରିୟାଣା ୮୨୩ ୭୫୯୦୮୮ ୪୭ ୯୫୯୩
୧୩ ହିମାଚଳ ପ୍ରଦେଶ ୧୧୧୦ ୧୯୯୭୨୨ ୧୩୮ ୩୫୦୫
୧୪ ଜାମ୍ମୁ କାଶ୍ମୀର ୨୦୧୭ ୩୧୩୩୭୫ ୨୭୭ ୪୩୬୩
୧୫ ଝାଡଖଣ୍ଡ ୩୩୭ ୩୪୧୧୯୨ ୬୪ ୫୧୨୦
୧୬ କର୍ଣ୍ଣାଟକ ୩୦୧୦୫ ୨୮୧୬୦୧୩ ୩୧୪୪ ୩୬୧୨୧ ୪୨
୧୭ କେରଳ ୧୨୫୨୭୩ ୩୦୦୬୪୩୯ ୧୩୧୯୭ ୧୫୨୬୯ ୧୧୪
୧୮ ଲଦାଖ ୧୦୩ ୧୯୯୩୭ ୨୦୬
୧୯ ଲକ୍ଷଦୀପ ୭୩ ୯୯୩୯ ୧୪ ୪୯
୨୦ ମଧ୍ୟପ୍ରଦେଶ ୨୨୧ ୭୮୦୯୦୭ ୨୩ ୧୦୫୧୨
୨୧ ମହାରାଷ୍ଟ୍ର ୧୦୩୭୪୫ ୫୯୭୪୫୯୪ ୮୯୫୦ ୧୨୬୮୫୧ ୧୨୪
୨୨ ମଣିପୁର ୯୪୪୭ ୭୩୦୪୭ ୭୪୨ ୧୩୬୫ ୧୫
୨୩ ମେଘାଳୟ ୪୦୮୦ ୫୧୯୮୧ ୫୮୫ ୯୩୯
୨୪ ମିଜୋରାମ ୫୮୯୬ ୨୧୧୩୬ ୩୦୭ ୧୨୧
୨୫ ନାଗାଲାଣ୍ଡ ୧୧୧୨ ୨୪୯୪୦ ୬୫ ୫୨୪
୨୬ ଓଡ଼ିଶା ୧୯୧୯୩ ୯୨୭୯୨୬ ୨୪୦୦ ୪୯୯୨ ୬୭
୨୭ ପୁଡୁଚେରୀ ୧୧୭୦ ୧୧୬୬୫୭ ୧୭୧ ୧୭୭୬
୨୮ ପଞ୍ଜାବ ୧୧୫୩ ୫୮୦୮୭୧ ୧୯୪ ୧୬୨୨୪
୨୯ ରାଜସ୍ଥାନ ୪୯୬ ୯୪୩୮୮୯ ୪୭ ୮୯୪୯
୩୦ ସିକ୍କିମ୍ ୨୨୫୬ ୨୦୬୬୦ ୨୧୯ ୩୨୧
୩୧ ତାମିଲନାଡୁ ୨୮୫୯୦ ୨୪୭୧୦୩୮ ୨୮୦୨ ୩୩୬୯୫ ୪୩
୩୨ ତେଲେଙ୍ଗାନା ୯୯୮୦ ୬୨୨୩୧୩ ୭୭୨ ୩୭୫୬
୩୩ ତ୍ରିପୁରା ୪୫୪୬ ୬୮୩୪୪ ୪୧୬ ୭୨୫
୩୪ ଉତ୍ତରାଖଣ୍ଡ ୬୫୬ ୩୩୩୪୨୧ ୭୩ ୭୩୫୬
୩୫ ଉତ୍ତରପ୍ରଦେଶ ୧୩୧୦ ୧୬୮୩୭୯୭ ୧୦୬ ୨୨୭୧୫
୩୬ ପଶ୍ଚିମବଙ୍ଗ ୧୩୩୩୩ ୧୪୮୬୦୫୯ ୧୦୪୨ ୧୭୯୮୮
ମୋଟ ୪୨୨୬୬୦ ୩୦୨୬୯୭୯୬ ୪୨୦୦୪ ୪୧୩୬୦୯ ୫୧୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.