Home ଅନୁଗୁଳ ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୭୪୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୩୫୧୩୦...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୭୪୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୩୫୧୩୦ କୁ ବୃଦ୍ଧି

127

ଭୁବନେଶ୍ୱର ୦୯-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୭୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୩୫୧୩୦ କୁ ବୃଦ୍ଧି ପାଇଛି।


– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୧୫
ନୂଆ ଆକ୍ରାନ୍ତ : ୩୭୪୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୨୧୦
– ସ୍ଥାନୀୟ ଅଞ୍ଚଳରୁ୧୫୩୮

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୫୭
୨- ବାଲେଶ୍ୱର ଜିଲ୍ଲାରୁ – ୧୦୩
୩- ବରଗଡ଼ ଜିଲ୍ଲାରୁ – ୯୨
୪- ଭଦ୍ରକ ଜିଲ୍ଲାରୁ – ୪୬
୫- ବଲାଙ୍ଗୀର ଜିଲ୍ଲାରୁ – ୧୬୩
୬- ବୌଦ୍ଦ ଜିଲ୍ଲାରୁ – ୫୮
୭- କଟକ ଜିଲ୍ଲାରୁ – ୩୯୨
୮- ଦେବଗଡ଼ ଜିଲ୍ଲାରୁ – ୨୪
୯- ଢେଙ୍କାନାଳ ଜିଲ୍ଲାରୁ – ୬୫
୧୦- ଗଜପତି ଜିଲ୍ଲାରୁ – ୩୩
୧୧- ଗଞ୍ଜାମ ଜିଲ୍ଲାରୁ – ୭୧
୧୨- ଜଗତସିଂହପୁର ଜିଲ୍ଲାରୁ – ୯୪
୧୩- ଯାଜପୁର ଜିଲ୍ଲାରୁ – ୧୪୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୦
୧୫- କଳାହାଣ୍ଡି ଜିଲ୍ଲାରୁ – ୩୮
୧୬- କନ୍ଧମାଳ ଜିଲ୍ଲାରୁ – ୮୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୬
୧୮- କେନ୍ଦୁଝର ଜିଲ୍ଲାରୁ – ୬୩
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୧୫
୨୦- କୋରାପୁଟ ଜିଲ୍ଲାରୁ – ୯୭
୨୧- ମାଲକାନଗିରି : ୨୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୨୧
୨୪- ନୟାଗଡ଼ ଜିଲ୍ଲାରୁ – ୬୯
୨୫- ନୂଆପଡ଼ା ଜିଲ୍ଲାରୁ – ୧୦୭
୨୬- ପୁରୀ ଜିଲ୍ଲାରୁ – ୩୮୭
୨୭- ରାୟଗଡ଼ା ଜିଲ୍ଲାରୁ – ୮୨
୨୮- ସମ୍ବଲପୁର ଜିଲ୍ଲାରୁ – ୭୯
୨୯- ସୋନପୁର ଜିଲ୍ଲାରୁ – ୧୨୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫୭
୩୧- State Pool: ୧୭୬

– ଗତକାଲି ସୁସ୍ଥ ହୋଇଛନ୍ତି : ୨୭୮୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୨୨୬୪୩୬
– ମୋଟ ଆକ୍ରାନ୍ତ ୧୩୫୧୩୦
– ମୋଟ ସୁସ୍ଛ ହୋଲେଣି ୧୦୨୧୮୫
– ସକ୍ରୀୟ ଆକ୍ରାନ୍ତ : ୩୨୩୧୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.