Home Coronavirus Outbreak ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୦୩୭୮...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୦୩୭୮ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

316

ଭୁବନେଶ୍ୱର ୩୦-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୦୩୭୮ କୁ ବୃଦ୍ଧି ପାଇଛି।-
– ନୂଆ ଆକ୍ରାନ୍ତ: ୧୨୦୩
– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୫୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୫୮
– ସ୍ଥାନୀୟ ଅଞ୍ଚଳରୁ ୪୪୫

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୫
୨- ବାଲେଶ୍ୱର ଜିଲ୍ଲାରୁ – ୨୦
୩- ବରଗଡ଼ ଜିଲ୍ଲାରୁ – ୧୨
୪- ଭଦ୍ରକ ଜିଲ୍ଲାରୁ – ୫୩
୫- ବଲାଙ୍ଗୀର ଜିଲ୍ଲାରୁ – ୬
୬- ବୌଦ୍ଦ ଜିଲ୍ଲାରୁ – ୩
୭- କଟକ ଜିଲ୍ଲାରୁ – ୯୭
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୩
୧୦- ଗଜପତି ଜିଲ୍ଲାରୁ – ୭୨
୧୧- ଗଞ୍ଜାମ ଜିଲ୍ଲାରୁ – ୨୫୦
୧୨- ଜଗତସିଂହପୁର ଜିଲ୍ଲାରୁ – ୮
୧୩- ଯାଜପୁର ଜିଲ୍ଲାରୁ – ୪୬
୧୪- କଳାହାଣ୍ଡି ଜିଲ୍ଲାରୁ – ୪
୧୫- କନ୍ଧମାଳ ଜିଲ୍ଲାରୁ – ୧୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪
୧୭- କେନ୍ଦୁଝର ଜିଲ୍ଲାରୁ – ୧୧
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୨୦
୧୯- କୋରାପୁଟ ଜିଲ୍ଲାରୁ – ୬୬
୨୦- ମାଲକାନଗିରି : ୬୫
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧୬
୨୨- ନବରଙ୍ଗପୁର ଜିଲ୍ଲାରେ: ୪
୨୩- ନୟାଗଡ଼ ଜିଲ୍ଲାରୁ – ୨୪
୨୪- ପୁରୀ ଜିଲ୍ଲାରୁ – ୯
୨୫- ରାୟଗଡ଼ା ଜିଲ୍ଲାରୁ – ୪୫
୨୬- ସମ୍ବଲପୁର ଜିଲ୍ଲାରୁ – ୪୦
୨୭- ସୋନପୁର ଜିଲ୍ଲାରୁ – ୪
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୭୪

– ନୂଆ ସୁସ୍ଥ ହୋଇଥିଲେ୮୭୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୦୦୨୩୮
– ମୋଟ ଆକ୍ରାନ୍ତ ୩୦୩୭୮
– ମୋଟ ସୁସ୍ଥ ହେଲେଣି ୧୮୯୩୮
– ସକ୍ରୀୟ ଆକ୍ରାନ୍ତ – ୧୧୨୩୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.