ଭୁବନେଶ୍ୱର ୦୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୯୭୮୦ କୁ ବୃଦ୍ଧି ପାଇଛି।
– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୩୧
ନୂଆ ଆକ୍ରାନ୍ତ : ୩୨୧୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୩୧
– ସ୍ଥାନୀୟ ଅଞ୍ଚଳରୁ୧୨୮୮
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୬୬
୨- ବାଲେଶ୍ୱର ଜିଲ୍ଲାରୁ – ୧୯୪
୩- ବରଗଡ଼ ଜିଲ୍ଲାରୁ – ୧୮୫
୪- ଭଦ୍ରକ ଜିଲ୍ଲାରୁ – ୮୭
୫- ବଲାଙ୍ଗୀର ଜିଲ୍ଲାରୁ – ୧୦
୬- ବୌଦ୍ଦ ଜିଲ୍ଲାରୁ – ୩୬
୭- କଟକ ଜିଲ୍ଲାରୁ – ୪୦୦
୮- ଢେଙ୍କାନାଳ ଜିଲ୍ଲାରୁ – ୩୭
୯- ଗଜପତି ଜିଲ୍ଲାରୁ – ୨୭
୧୦- ଗଞ୍ଜାମ ଜିଲ୍ଲାରୁ – ୧୬୯
୧୧- ଜଗତସିଂହପୁର ଜିଲ୍ଲାରୁ – ୬୦
୧୨- ଯାଜପୁର ଜିଲ୍ଲାରୁ – ୧୧୭
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୬୦
୧୪- କଳାହାଣ୍ଡି ଜିଲ୍ଲାରୁ – ୩୭
୧୫- କନ୍ଧମାଳ ଜିଲ୍ଲାରୁ – ୩୨
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୭
୧୭- କେନ୍ଦୁଝର ଜିଲ୍ଲାରୁ – ୧୦୨
୧୮- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୩୧
୧୯- କୋରାପୁଟ ଜିଲ୍ଲାରୁ – ୯୦
୨୦- ମାଲକାନଗିରି : ୧୩
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧୩୭
୨୨- ନବରଙ୍ଗପୁର ଜିଲ୍ଲାରେ: ୫୫
୨୩- ନୟାଗଡ଼ ଜିଲ୍ଲାରୁ – ୬୨
୨୪- ନୂଆପଡ଼ା ଜିଲ୍ଲାରୁ – ୪୯
୨୫- ପୁରୀ ଜିଲ୍ଲାରୁ – ୨୧୭
୨୬- ରାୟଗଡ଼ା ଜିଲ୍ଲାରୁ – ୨୫
୨୭- ସମ୍ବଲପୁର ଜିଲ୍ଲାରୁ – ୭୮
୨୮- ସୋନପୁର ଜିଲ୍ଲାରୁ – ୨୬
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୬୦
– ନୂଆ ସୁସ୍ଥ ହୋଇଥିଲେ୩୪୮୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୮୯୧୦୯୯
– ମୋଟ ଆକ୍ରାନ୍ତ ୧୦୯୭୮୦
– ମୋଟ ସୁସ୍ଥ ହେଲେଣି ୮୦୭୭୦
– ସକ୍ରୀୟ ଆକ୍ରାନ୍ତ – ୨୮୪୪୩