Home Coronavirus Outbreak ରାଜ୍ୟରେ ଆଜି ୪୨୫ ନୂଆ ଆକ୍ରାନ୍ତ: – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ରାଜ୍ୟରେ ଆଜି ୪୨୫ ନୂଆ ଆକ୍ରାନ୍ତ: – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

81

ଭୁବନେଶ୍ୱର ୨୫ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୪୨୫
୦-୧୮ ବର୍ଷର : ୭୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୯
– ସ୍ଥାନୀୟ ଅଞ୍ଚଳରୁ୧୭୬
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୫
୩- ଭଦ୍ରକ ଜିଲ୍ଲାରୁ – ୧୧
୪- କଟକ ଜିଲ୍ଲାରୁ – ୪୦
୫- ଦେବଗଡ଼ ଜିଲ୍ଲାରୁ – ୬
୬- ଢେଙ୍କାନାଳ ଜିଲ୍ଲାରୁ – ୩
୭- ଗଜପତି ଜିଲ୍ଲାରୁ – ୪
୮- ଜଗତସିଂହପୁର ଜିଲ୍ଲାରୁ – ୧୦
୯- ଯାଜପୁର ଜିଲ୍ଲାରୁ – ୧୧
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ : ୨୧୧
୧୪- କୋରାପୁଟ ଜିଲ୍ଲାରୁ – ୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୨୦
୧୬- ନବରଙ୍ଗପୁର ଜିଲ୍ଲାରେ: ୧
୧୭- ନୟାଗଡ଼ ଜିଲ୍ଲାରୁ – ୬
୧୮- ନୂଆପଡ଼ା ଜିଲ୍ଲାରୁ – ୩
୧୯- ପୁରୀ ଜିଲ୍ଲାରୁ – ୮
୨୦- ରାୟଗଡ଼ା ଜିଲ୍ଲାରୁ – ୪
୨୧- ସମ୍ବଲପୁର ଜିଲ୍ଲାରୁ – ୧୪
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୩
୨୪- State Pool: ୪୫
– ନୂଆ ସୁସ୍ଥ ହୋଇଥିଲେ୪୧୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୫୮୫୧୩୩
– ମୋଟ ଆକ୍ରାନ୍ତ ୧୦୩୮୮୩୬
– ମୋଟ ସୁସ୍ଛ ହୋଲେଣି ୧୦୨୫୯୧୭
– ସକ୍ରୀୟ ଆକ୍ରାନ୍ତ – ୪୫୫୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.