Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୩ ମୃତ

31

ନୂଆ ଦିଲ୍ଲୀ ୨୫-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୬୭,୬୯୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୫,୬୭,୩୬୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୬୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୮୯,୭୭୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪,୮୯୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୪୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୪,୭୧୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୯%

ଆରୋଗ୍ୟ ହୋଇଛନ୍ତି ୯୮.୧୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୨, ୨୭, ୧୨, ୮୯୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୨, ୩୦, ୭୨୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୩ ୧୨୯
ଆନ୍ଧ୍ରପ୍ରଦେଶ ୫୧୦୨ ୨୦୪୪୧୩୨ ୫୧୬ ୧୪୩୪୩
ଅରୁଣାଚଳ ପ୍ରଦେଶ ୧୩୨ ୫୪୬୭୭ ୧୦ ୨୮୦
ଆସାମ ୩୮୫୭ ୫୯୮୭୫୯ ୨୪୪ ୫୯୭୩
ବିହାର ୩୮ ୭୧୬୩୫୯ ୯୬୬୧
ଚଣ୍ଡିଗଡ଼ ୨୮ ୬୪୪୭୫ ୮୨୦
ଛତିଶଗଡ ୨୧୯ ୯୯୨୦୫୬ ୩୧ ୧୩୫୭୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୧
ଦିଲ୍ଲୀ ୩୨୦ ୧୪୧୪୧୯୨ ୫୧ ୨୫୦୯୧
୧୦ ଗୋଆ ୫୪୫ ୧୭୩୯୮୩ ୬୩ ୩୩୫୮
୧୧ ଗୁଜୁରାଟ ୧୬୪ ୮୧୬୧୬୭ ୨୦ ୧୦୦୮୭
୧୨ ହରିୟାଣା ୧୨୭ ୭୬୦୯୮୧ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୪୯୬ ୨୧୭୪୦୬ ୧୪୯ ୩୭୩୬
୧୪ ଜାମ୍ମୁ କାଶ୍ମୀର ୮୬୬ ୩୨୬୩୪୩ ୬୮ ୪୪୨୯
୧୫ ଝାଡଖଣ୍ଡ ୨୨୪ ୩୪୩୨୬୮ ୧୩ ୫୧୩୫
୧୬ କର୍ଣ୍ଣାଟକ ୮୭୪୦ ୨୯୩୯୨୩୯ ୫୮୬ ୩୮୦୦୭
୧୭ କେରଳ ୭୭୯୬୪ ୪୮୦୮୭୭୫ ୧୧୩୬୬ ୨୮୫୯୨ ୩୬୩
୧୮ ଲଦାଖ ୩୭ ୨୦୬୫୯ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୫ ୭୮୨୧୪୧ ୧୦୫୨୩
୨୧ ମହାରାଷ୍ଟ୍ର ୨୭୫୦୬ ୬୪୩୫୪୩୯ ୧୫୨୦ ୧୪୦୦୧୬ ୧୮
୨୨ ମଣିପୁର ୯୩୧ ୧୨୦୪୫୦ ୮୯ ୧୯୧୧
୨୩ ମେଘାଳୟ ୬୩୯ ୮୧୨୮୬ ୧୦୨ ୧୪୪୬
୨୪ ମିଜୋରାମ ୮୦୮୦ ୧୦୮୯୨୭ ୧୦୧୬ ୪୧୨
୨୫ ନାଗାଲାଣ୍ଡ ୨୪୩ ୩୦୭୯୦ ୧୨ ୬୭୯
୨୬ ଓଡ଼ିଶା ୪୧୮୫ ୧୦୨୫୯୧୭ ୪୧୦ ୮୩୦୯
୨୭ ପୁଡୁଚେରୀ ୪୬୭ ୧୨୫୪୧୧ ୪୯ ୧୮୫୭
୨୮ ପଞ୍ଜାବ ୨୨୯ ୫୮୫୪୨୯ ୨୨ ୧୬୫୫୧
୨୯ ରାଜସ୍ଥାନ ୩୧ ୯୪୫୪୧୭ ୮୯୫୪
୩୦ ସିକ୍କିମ୍ ୨୦୦ ୩୧୩୦୬ ୨୭ ୩୯୪
୩୧ ତାମିଲନାଡୁ ୧୩୦୩୪ ୨୬୪୬୧୬୩ ୧୩୫୮ ୩୬୦୧୯ ୧୫
୩୨ ତେଲେଙ୍ଗାନା ୩୯୫୦ ୬୬୨୩୭୭ ୧୬୮ ୩୯୪୭
୩୩ ତ୍ରିପୁରା ୯୮ ୮୩୪୭୫ ୮୧୬
୩୪ ଉତ୍ତରାଖଣ୍ଡ ୧୬୩ ୩୩୬୨୫୯ ୧୧ ୭୩୯୯
୩୫ ଉତ୍ତରପ୍ରଦେଶ ୧୦୩ ୧୬୮୭୦୯୩ ୨୨୮୯୯
୩୬ ପଶ୍ଚିମବଙ୍ଗ ୭୮୮୨ ୧୫୫୯୫୧୮ ୮୨୮ ୧୯୦୫୫ ୧୦
ମୋଟ ୧୬୭୬୯୫ ୩୩୫୬୭୩୬୭ ୧୮୭୬୨ ୪୫୪୭୧୨ ୪୪୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.