Home Coronavirus Outbreak ରାଜ୍ୟରେ ଆଜି ୧୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୪୦୧୩ କୁ ବୃଦ୍ଧି,...

ରାଜ୍ୟରେ ଆଜି ୧୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୪୦୧୩ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

216

ଭୁବନେଶ୍ୱର ୨୫-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୪୦୧୩କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୧୩୨୦

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୮୭

– ସ୍ଥାନୀୟ ଅଞ୍ଚଳରୁ୪୩୩

–୨୪ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୬୦

– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

୧- ଅନୁଗୁଳ ଜିଲ୍ଲାରୁ –  ୬

୨- ବାଲେଶ୍ୱର ଜିଲ୍ଲାରୁ –  ୨୩

୩- ବରଗଡ଼ ଜିଲ୍ଲାରୁ –  ୧୪

୪- ଭଦ୍ରକ ଜିଲ୍ଲାରୁ –  ୨୮

୫- ବଲାଙ୍ଗୀର ଜିଲ୍ଲାରୁ –  ୯

୬- କଟକ ଜିଲ୍ଲାରୁ –  ୪୭

୭- ଦେବଗଡ଼ ଜିଲ୍ଲାରୁ –  ୧

୮- ଗଜପତି ଜିଲ୍ଲାରୁ –  ୯୦

୯- ଗଞ୍ଜାମ ଜିଲ୍ଲାରୁ –  ୫୬୦

୧୦- ଜଗତସିଂହପୁର ଜିଲ୍ଲାରୁ –  ୩

୧୧- ଯାଜପୁର ଜିଲ୍ଲାରୁ –  ୨୩

୧୨- ଝାରସୁଗୁଡ଼ା ଜିଲ୍ଲାରୁ –  ୨

୧୩- କଳାହାଣ୍ଡି ଜିଲ୍ଲାରୁ –  ୧

୧୪- କନ୍ଧମାଳ ଜିଲ୍ଲାରୁ –  ୩୯

୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧

୧୬- କେନ୍ଦୁଝର ଜିଲ୍ଲାରୁ –  ୨୪

୧୭- ଖୋର୍ଦ୍ଧା: ୧୭୪

୧୮- କୋରାପୁଟ ଜିଲ୍ଲାରୁ –  ୩୦

୧୯- ନୟାଗଡ଼ ଜିଲ୍ଲାରୁ –  ୩୮

୨୦- ନୂଆପଡ଼ା ଜିଲ୍ଲାରୁ –  ୪

୨୧- ପୁରୀ ଜିଲ୍ଲାରୁ –  ୯୦

୨୨- ରାୟଗଡ଼ା ଜିଲ୍ଲାରୁ –  ୬୫

୨୩- ସୋନପୁର ଜିଲ୍ଲାରୁ –  ୧

୨୪- ସୁନ୍ଦରଗଡ଼ ଜିଲ୍ଲାରୁ –  ୪୭

 

– ନୂଆ ସୁସ୍ଥ ହୋଇଥିଲେ ୮୦୮

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୪୬୩୧୧

– ମୋଟ ଆକ୍ରାନ୍ତ ୨୪୦୧୩

– ମୋଟ ସୁସ୍ଥ ହେଲେଣି ୧୫୨୦୦

– ସକ୍ରୀୟ ଆକ୍ରାନ୍ତ –  ୮୬୫୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.