Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୨୯୨୦...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୨୯୨୦ କୁ ବୃଦ୍ଧି

151

ଭୁବନେଶ୍ୱର ୧୬-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୬୨୯୨୦ କୁ ବୃଦ୍ଧି ପାଇଛି।


– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୮୭୬

– ନୂଆ ଆକ୍ରାନ୍ତ : ୪୨୭୦

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୭୮

– ସ୍ଥାନୀୟ ଅଞ୍ଚଳରୁ୧୭୯୨

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୪୭

୨- ବାଲେଶ୍ୱର ଜିଲ୍ଲାରୁ –  ୧୫୦

୩- ବରଗଡ଼ ଜିଲ୍ଲାରୁ –  ୧୮୩

୪- ଭଦ୍ରକ ଜିଲ୍ଲାରୁ –  ୫୫

୫- ବଲାଙ୍ଗୀର ଜିଲ୍ଲାରୁ –  ୯୭

୬- ବୌଦ୍ଦ ଜିଲ୍ଲାରୁ –  ୨୨

୭- କଟକ ଜିଲ୍ଲାରୁ –  ୩୭୪

୮- ଦେବଗଡ଼ ଜିଲ୍ଲାରୁ –  ୧୮

୯- ଢେଙ୍କାନାଳ ଜିଲ୍ଲାରୁ –  ୬୩

୧୦- ଗଜପତି ଜିଲ୍ଲାରୁ –  ୫୮

୧୧- ଗଞ୍ଜାମ ଜିଲ୍ଲାରୁ –  ୬୮

୧୨- ଜଗତସିଂହପୁର ଜିଲ୍ଲାରୁ –  ୧୮୮

୧୩- ଯାଜପୁର ଜିଲ୍ଲାରୁ –  ୧୬୨

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୧୨୧

୧୫- କଳାହାଣ୍ଡି ଜିଲ୍ଲାରୁ –  ୪୪

୧୬- କନ୍ଧମାଳ ଜିଲ୍ଲାରୁ –  ୭୩

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯୯

୧୮- କେନ୍ଦୁଝର ଜିଲ୍ଲାରୁ –  ୮୭

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୮୭୬

୨୦- କୋରାପୁଟ ଜିଲ୍ଲାରୁ –  ୮୩

୨୧- ମାଲକାନଗିରି : ୬୪

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୩୧

୨୩- ନବରଙ୍ଗପୁର ଜିଲ୍ଲାରେ: ୮୬

୨୪- ନୟାଗଡ଼ ଜିଲ୍ଲାରୁ –  ୪୭

୨୫- ନୂଆପଡ଼ା ଜିଲ୍ଲାରୁ –  ୧୧୯

୨୬- ପୁରୀ ଜିଲ୍ଲାରୁ –  ୨୮୭

୨୭- ରାୟଗଡ଼ା ଜିଲ୍ଲାରୁ –  ୮୦

୨୮- ସମ୍ବଲପୁର ଜିଲ୍ଲାରୁ –  ୧୧୪

୨୯- ସୋନପୁର ଜିଲ୍ଲାରୁ –  ୭୪

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୩୮

୩୧- State Pool: ୨୬୨

ଗତକାଲି ସୁସ୍ଥ ହୋଇଥିଲେ : ୩୭୧୪

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୬୭୭୭୭

– ମୋଟ ଆକ୍ରାନ୍ତ ୧୬୨୯୨୦

– ମୋଟ ସୁସ୍ଥ ହେଲେଣି ୧୨୫୭୩୮

ସକ୍ରୀୟ ଆକ୍ରାନ୍ତ : ୩୬୪୭୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.