Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୫୦୬୭୨...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୫୦୬୭୨ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

171

ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୫୦୬୭୨ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୯୭

– ନୂଆ ଆକ୍ରାନ୍ତ – ୧୮୭୬

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୮୨

– ସ୍ଥାନୀୟ ଅଞ୍ଚଳରୁ ୬୯୪

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୫

୨- ବାଲେଶ୍ୱର ଜିଲ୍ଲାରୁ –  ୮୧

୩- ବରଗଡ଼ ଜିଲ୍ଲାରୁ –  ୧୫

୪- ଭଦ୍ରକ ଜିଲ୍ଲାରୁ –  ୫୦

୫- ବଲାଙ୍ଗୀର ଜିଲ୍ଲାରୁ –  ୩୧

୬- ବୌଦ୍ଦ ଜିଲ୍ଲାରୁ –  ୧୦

୭- କଟକ ଜିଲ୍ଲାରୁ –  ୧୦୯

୮- ଦେବଗଡ଼ ଜିଲ୍ଲାରୁ –  ୨

୯- ଢେଙ୍କାନାଳ ଜିଲ୍ଲାରୁ –  ୩୬

୧୦- ଗଜପତି ଜିଲ୍ଲାରୁ –  ୭୧

୧୧- ଗଞ୍ଜାମ ଜିଲ୍ଲାରୁ –  ୨୬୦

୧୨- ଜଗତସିଂହପୁର ଜିଲ୍ଲାରୁ –  ୨୬

୧୩- ଯାଜପୁର ଜିଲ୍ଲାରୁ –  ୫୩

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୬

୧୫- କଳାହାଣ୍ଡି ଜିଲ୍ଲାରୁ –  ୪୧

୧୬- କନ୍ଧମାଳ ଜିଲ୍ଲାରୁ –  ୩୦

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୮

୧୮- କେନ୍ଦୁଝର ଜିଲ୍ଲାରୁ –  ୨୧

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୨୯୭

୨୦- କୋରାପୁଟ ଜିଲ୍ଲାରୁ –  ୭୭

୨୧- ମାଲକାନଗିରି : ୨୪

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୭୦

୨୩- ନବରଙ୍ଗପୁର ଜିଲ୍ଲାରେ: ୩୦

୨୪- ନୟାଗଡ଼ ଜିଲ୍ଲାରୁ –  ୧୦୫

୨୫- ନୂଆପଡ଼ା ଜିଲ୍ଲାରୁ –  ୩

୨୬- ପୁରୀ ଜିଲ୍ଲାରୁ –  ୮୦

୨୭- ରାୟଗଡ଼ା ଜିଲ୍ଲାରୁ –  ୯୮

୨୮- ସମ୍ବଲପୁର ଜିଲ୍ଲାରୁ –  ୩୬

୨୯- ସୋନପୁର ଜିଲ୍ଲାରୁ –  ୨୨

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୧୯

– ନୂଆ ସୁସ୍ଥ ହୋଇଥିଲେ୧୭୮୫

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୭୨୪୩୫୪

– ମୋଟ ଆକ୍ରାନ୍ତ ୫୦୬୭୨

– ମୋଟ ସୁସ୍ଛ ହୋଲେଣି ୩୪୮୦୫

– ସକ୍ରୀୟ ଆକ୍ରାନ୍ତ –  ୧୫୫୦୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.