Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୩୯୧୨୧...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୩୯୧୨୧ କୁ ବୃଦ୍ଧି

112

ଭୁବନେଶ୍ୱର ୧୦-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୩୯୧୨୧ କୁ ବୃଦ୍ଧି ପାଇଛି।


– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୮୭
– ନୂଆ ଆକ୍ରାନ୍ତ : ୩୯୯୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୩୧୫
– ସ୍ଥାନୀୟ ଅଞ୍ଚଳରୁ୧୬୭୬

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୧୪
୨- ବାଲେଶ୍ୱର ଜିଲ୍ଲାରୁ – ୭୪
୩- ବରଗଡ଼ ଜିଲ୍ଲାରୁ – ୧୬୯
୪- ଭଦ୍ରକ ଜିଲ୍ଲାରୁ – ୮୨
୫- ବଲାଙ୍ଗୀର ଜିଲ୍ଲାରୁ – ୧୮୦
୬- ବୌଦ୍ଦ ଜିଲ୍ଲାରୁ – ୪୧
୭- କଟକ ଜିଲ୍ଲାରୁ – ୩୯୨
୮- ଦେବଗଡ଼ ଜିଲ୍ଲାରୁ – ୧୮
୯- ଢେଙ୍କାନାଳ ଜିଲ୍ଲାରୁ – ୧୦୧
୧୦- ଗଜପତି ଜିଲ୍ଲାରୁ – ୧୮
୧୧- ଗଞ୍ଜାମ ଜିଲ୍ଲାରୁ – ୯୫
୧୨- ଜଗତସିଂହପୁର ଜିଲ୍ଲାରୁ – ୧୦୯
୧୩- ଯାଜପୁର ଜିଲ୍ଲାରୁ – ୧୪୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୯
୧୫- କଳାହାଣ୍ଡି ଜିଲ୍ଲାରୁ – ୭୪
୧୬- କନ୍ଧମାଳ ଜିଲ୍ଲାରୁ – ୫୭
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪୭
୧୮- କେନ୍ଦୁଝର ଜିଲ୍ଲାରୁ – ୮୧
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୮୭
୨୦- କୋରାପୁଟ ଜିଲ୍ଲାରୁ – ୧୨୭
୨୧- ମାଲକାନଗିରି : ୧୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୦
୨୩- ନବରଙ୍ଗପୁର ଜିଲ୍ଲାରେ: ୧୨୫
୨୪- ନୟାଗଡ଼ ଜିଲ୍ଲାରୁ – ୪୮
୨୫- ନୂଆପଡ଼ା ଜିଲ୍ଲାରୁ – ୯୬
୨୬- ପୁରୀ ଜିଲ୍ଲାରୁ – ୩୩୨
୨୭- ରାୟଗଡ଼ା ଜିଲ୍ଲାରୁ – ୫୮
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୪
୨୯- ସୋନପୁର ଜିଲ୍ଲାରୁ – ୭୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୮
୩୧- State Pool: ୧୧୪
ଗତକାଲି ସୁସ୍ଥ ହୋଇଥିଲେ : ୩୧୧୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୨୭୩୫୯୭
– ମୋଟ ଆକ୍ରାନ୍ତ ୧୩୯୧୨୧
– ମୋଟ ସୁସ୍ଛ ହୋଲେଣି ୧୦୫୨୯୫
– ସକ୍ରୀୟ ଆକ୍ରାନ୍ତ : ୩୩୧୮୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.