ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୭୪୫୫ କୁ ବୃଦ୍ଧି ପାଇଛି।
– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୩୩
– ନୂଆ ଆକ୍ରାନ୍ତ: ୧୫୨୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୪୮
– ସ୍ଥାନୀୟ ଅଞ୍ଚଳରୁ ୫୮୦
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୮
୨- ବାଲେଶ୍ୱର ଜିଲ୍ଲାରୁ – ୪୩
୩- ବରଗଡ଼ ଜିଲ୍ଲାରୁ – ୧୦
୪- ଭଦ୍ରକ ଜିଲ୍ଲାରୁ – ୭୦
୫- ବଲାଙ୍ଗୀର ଜିଲ୍ଲାରୁ – ୫୯
୬- ବୌଦ୍ଦ ଜିଲ୍ଲାରୁ – ୭
୭- କଟକ ଜିଲ୍ଲାରୁ – ୭୨
୮- ଢେଙ୍କାନାଳ ଜିଲ୍ଲାରୁ – ୧୦୭
୯- ଗଜପତି ଜିଲ୍ଲାରୁ – ୩୧
୧୦- ଗଞ୍ଜାମ ଜିଲ୍ଲାରୁ – ୨୩୩
୧୧- ଜଗତସିଂହପୁର ଜିଲ୍ଲାରୁ – ୨୨
୧୨- ଯାଜପୁର ଜିଲ୍ଲାରୁ – ୩୩
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୯
୧୪- କଳାହାଣ୍ଡି ଜିଲ୍ଲାରୁ – ୩୧
୧୫- କନ୍ଧମାଳ ଜିଲ୍ଲାରୁ – ୧୭
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୭
୧୭- କେନ୍ଦୁଝର ଜିଲ୍ଲାରୁ – ୫
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୧୮
୧୯- କୋରାପୁଟ ଜିଲ୍ଲାରୁ – ୬୭
୨୦- ମାଲକାନଗିରି : ୩୮
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୨୨- ନବରଙ୍ଗପୁର ଜିଲ୍ଲାରେ: ୨୩
୨୩- ନୟାଗଡ଼ ଜିଲ୍ଲାରୁ – ୩୨
୨୪- ନୂଆପଡ଼ା ଜିଲ୍ଲାରୁ – ୨
୨୫- ପୁରୀ ଜିଲ୍ଲାରୁ – ୨୬
୨୬- ରାୟଗଡ଼ା ଜିଲ୍ଲାରୁ – ୨୭
୨୭- ସମ୍ବଲପୁର ଜିଲ୍ଲାରୁ – ୧୬୮
୨୮- ସୋନପୁର ଜିଲ୍ଲାରୁ – ୫
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୬
– ନୂଆ ସୁସ୍ଥ ହୋଇଥିଲେ୧୫୪୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୬୯୨୬୬
– ମୋଟ ଆକ୍ରାନ୍ତ ୪୭୪୫୫
– ମୋଟ ସୁସ୍ଥ ହେଲେଣି ୩୧୭୮୪
– ସକ୍ରୀୟ ଆକ୍ରାନ୍ତ – ୧୫୩୩୪