Home Coronavirus Outbreak ରାଜ୍ୟରେ ଆଜି କରୋନା କାରଣରୁ ୬୭ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୭,୪୯୩

ରାଜ୍ୟରେ ଆଜି କରୋନା କାରଣରୁ ୬୭ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୭,୪୯୩

75

ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୭ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୭,୪୯୩ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୩ ଜଣ,
ବାଲେଶ୍ୱର ୫ ଜଣ,
ଭଦ୍ରକ ୨ ଜଣ,
କଟକ ୨୦ ଜଣ,
ଢେଙ୍କାନାଳ ୮ ଜଣ,
ଜଗତସିଂହପୁର ୧୪ ଜଣ,
ଯାଜପୁର ୬ ଜଣ,
କେନ୍ଦ୍ରାପଡା ୩ ଜଣ,
କେନ୍ଦୁଝର ୧ ଜଣ,
ମୟୂରଭଞ୍ଜ ୨ ଜଣ,
ନବରଙ୍ଗପୁର ୧ ଜଣ,
ପୁରୀ ୧ ଜଣ,
ରାୟଗଡ଼ା ୧ ଜଣ,
ମୋଟ ୬୭ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୬୨୫
୦-୧୮ ବର୍ଷ : ୮୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୬୬
– ସ୍ଥାନୀୟ ଅଞ୍ଚଳରୁ୨୫୯
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୮
୨- ବାଲେଶ୍ୱର ଜିଲ୍ଲାରୁ – ୫୦
୩- ବରଗଡ଼ ଜିଲ୍ଲାରୁ – ୬
୪- ଭଦ୍ରକ ଜିଲ୍ଲାରୁ – ୮
୫- କଟକ ଜିଲ୍ଲାରୁ – ୫୬
୬- ଦେବଗଡ଼ ଜିଲ୍ଲାରୁ – ୯
୭- ଢେଙ୍କାନାଳ ଜିଲ୍ଲାରୁ – ୬
୮- ଗଜପତି ଜିଲ୍ଲାରୁ – ୨
୯- ଗଞ୍ଜାମ ଜିଲ୍ଲାରୁ – ୬
୧୦- ଜଗତସିଂହପୁର ଜିଲ୍ଲାରୁ – ୩୮
୧୧- ଯାଜପୁର ଜିଲ୍ଲାରୁ – ୩୪
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୩- କଳାହାଣ୍ଡି ଜିଲ୍ଲାରୁ – ୩
୧୪- କନ୍ଧମାଳ ଜିଲ୍ଲାରୁ – ୨
୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯
୧୬- କେନ୍ଦୁଝର ଜିଲ୍ଲାରୁ – ୧୮
୧୭- ଖୋର୍ଦ୍ଧାରୁ: ୨୧୪
୧୮- କୋରାପୁଟ ଜିଲ୍ଲାରୁ – ୧୧
୧୯- ମାଲକାନଗିରି : ୧
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୭
୨୧- ନୟାଗଡ଼ ଜିଲ୍ଲାରୁ – ୧୦
୨୨- ନୂଆପଡ଼ା ଜିଲ୍ଲାରୁ – ୧
୨୩- ପୁରୀ ଜିଲ୍ଲାରୁ – ୨୯
୨୪- ରାୟଗଡ଼ା ଜିଲ୍ଲାରୁ – ୧୨
୨୫- ସମ୍ବଲପୁର ଜିଲ୍ଲାରୁ – ୧୮
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୬
୨୭- State Pool: ୪୮
– ନୂଆ ସୁସ୍ଥ ହୋଇଥିଲେ୧୦୩୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୭୫୯୮୦୨୪
– ମୋଟ ଆକ୍ରାନ୍ତ ୧୦୦୨୩୨୩
– ମୋଟ ସୁସ୍ଛ ହୋଲେଣି ୯୮୬୩୩୪
– ସକ୍ରୀୟ ଆକ୍ରାନ୍ତ – ୮୪୪୩

.ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩, ୩୮୪ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୬ [+୧୫] ଜଣ ସକ୍ରୀୟ ଅଛନ୍ତି। ୪୨, ୯୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୯, ୧୭୪ [+୫୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪୭ [+୪୫] ଜଣ ସକ୍ରୀୟ ଅଛନ୍ତି। ୩୮, ୪୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬୩ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୮୮୭ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ [+୬] ଜଣ ସକ୍ରୀୟ ଅଛନ୍ତି। ୩୦, ୪୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୫, ୯୪୪ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୨ [+୬] ଜଣ ସକ୍ରୀୟ ଅଛନ୍ତି। ୨୫, ୬୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩୨୯୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୯ ଜଣ ସକ୍ରୀୟ ଅଛନ୍ତି। ୨୩, ୧୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨୫୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସକ୍ରୀୟ ଅଛନ୍ତି। ୧୨, ୪୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୮୯, ୯୫୫ [+୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୮୪ [+୩୬] ଜଣ ସକ୍ରୀୟ ଅଛନ୍ତି। ୮୮, ୨୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୩୮ [+୨୦] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୩୦୫ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୭୯ [+୯] ଜଣ ସକ୍ରୀୟ ଅଛନ୍ତି। ୬, ୧୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୯, ୪୩୯ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୫ [-୨] ଜଣ ସକ୍ରୀୟ ଅଛନ୍ତି। ୧୯, ୦୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୮ [+୮] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୫୫୫ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ [+୨] ଜଣ ସକ୍ରୀୟ ଅଛନ୍ତି। ୯, ୪୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୫୭୬ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ [+୬] ଜଣ ସକ୍ରୀୟ ଅଛନ୍ତି। ୩୩, ୦୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୬, ୫୭୯ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୪ [+୨୪] ଜଣ ସକ୍ରୀୟ ଅଛନ୍ତି। ୨୬, ୦୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୬ [+୧୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୨, ୩୨୧ [+୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୨ [+୨୮] ଜଣ ସକ୍ରୀୟ ଅଛନ୍ତି। ୪୧, ୭୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୬ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୬୬୯ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭ [+୩] ଜଣ ସକ୍ରୀୟ ଅଛନ୍ତି। ୨୩, ୪୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୨୨୫ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ [+୩] ଜଣ ସକ୍ରୀୟ ଅଛନ୍ତି। ୨୩, ୯୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୪୬୮ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧ [+୨] ଜଣ ସକ୍ରୀୟ ଅଛନ୍ତି। ୧୧, ୩୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୪, ୦୫୫ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୧ [+୬] ଜଣ ସକ୍ରୀୟ ଅଛନ୍ତି। ୨୩, ୬୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୬୯୬ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ [+୧୭] ଜଣ ସକ୍ରୀୟ ଅଛନ୍ତି। ୨୦, ୪୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୫୮, ୪୪୬ [+୨୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୨୬୮ [+୨୧୪] ଜଣ ସକ୍ରୀୟ ଅଛନ୍ତି। ୧, ୫୩, ୭୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୯୨୪ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୧୧] ଜଣ ସକ୍ରୀୟ ଅଛନ୍ତି। ୧୮, ୮୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୫୭୬ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦ [+୧] ଜଣ ସକ୍ରୀୟ ଅଛନ୍ତି। ୧୧, ୪୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୯, ୪୦୪ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୬ [+୫] ଜଣ ସକ୍ରୀୟ ଅଛନ୍ତି। ୩୮, ୮୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩୪୮୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ [-୧] ଜଣ ସକ୍ରୀୟ ଅଛନ୍ତି। ୨୩, ୪୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୦୯୬ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୭ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୨, ୭୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୮୩୧ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ [+୧] ଜଣ ସକ୍ରୀୟ ଅଛନ୍ତି। ୨୨, ୭୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୪, ୩୫୮ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୫ [+୨୮] ଜଣ ସକ୍ରୀୟ ଅଛନ୍ତି। ୪୩, ୭୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୯୬୨ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬ [+୧୧] ଜଣ ସକ୍ରୀୟ ଅଛନ୍ତି। ୧୯, ୭୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୦, ୮୨୩ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୯ [+୧୮] ଜଣ ସକ୍ରୀୟ ଅଛନ୍ତି। ୩୦, ୪୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩୧୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ ଜଣ ସକ୍ରୀୟ ଅଛନ୍ତି। ୧୩, ୦୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୧, ୦୬୨ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୩ [+୬] ଜଣ ସକ୍ରୀୟ ଅଛନ୍ତି। ୬୦, ୩୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୮, ୧୬୪ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪୪ [+୪୮] ଜଣ ସକ୍ରୀୟ ଅଛନ୍ତି। ୨୭, ୪୨୦ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.