Home Coronavirus Outbreak ରାଜ୍ୟରେ ୫୭୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୦ ହଜାର ପାର , ଜାଣନ୍ତୁ କେଉଁ...

ରାଜ୍ୟରେ ୫୭୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୦ ହଜାର ପାର , ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

193

– ନୂଆ ଆକ୍ରାନ୍ତ: ୫୭୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୦୩
– ସ୍ଥାନୀୟ ଅଞ୍ଚଳରୁ୧୬୮

– ୨୧ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୭୩

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୨୮
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲା: ୫
୫- କଟକ ଜିଲ୍ଲାରୁ – ୨୯
୬- ଢେଙ୍କାନାଳ ଜିଲ୍ଲାରୁ – ୧
୭- ଗଜପତି ଜିଲ୍ଲାରୁ – ୫୬
୮- ଗଞ୍ଜାମ ଜିଲ୍ଲାରୁ – ୨୭୩
୯- ଜଗତସିଂହପୁର ଜିଲ୍ଲାରୁ : ୧୭
୧୦- ଯାଜପୁର ଜିଲ୍ଲାରୁ – ୧୬
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୩- କେନ୍ଦୁଝର ଜିଲ୍ଲାରୁ – ୭
୧୪- ଖୋର୍ଦ୍ଦା ଜିଲ୍ଲାରୁ – ୩୭
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୧୪
୧୬-ନବରଙ୍ଗପୁର ଜିଲ୍ଲା: ୭
୧୭-ନୟାଗଡ଼ ଜିଲ୍ଲାରୁ – ୧
୧୮- ପୁରୀ ଜିଲ୍ଲାରୁ – ୪
୧୯- ରାୟଗଡ଼ା ଜିଲ୍ଲାରୁ – ୧୦
୨୦- ସମ୍ବଲପୁର ଜିଲ୍ଲାରୁ – ୬
୨୧- ସୁନ୍ଦରଗଡ଼ ଜିଲ୍ଲାରେ: ୫୧

– ନୂଆ ସୁସ୍ଥ ହୋଇଥିଲେ୨୬୨

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୩୦୨୭୮୦
– ମୋଟ ଆକ୍ରାନ୍ତ ୧୦୦୯୭
– ମୋଟ ସୁସ୍ଥ ହେଲେଣି ୬୪୮୬
– ସକ୍ରୀୟ ଆକ୍ରାନ୍ତ – ୩୫୫୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.