Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୯୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୦,...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୯୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୦, ୭୧୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

298

ଭୁବନେଶ୍ୱର ୬-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୦, ୭୧୭ କୁ ବୃଦ୍ଧି ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୬୮

– ନୂଆ ଆକ୍ରାନ୍ତ: ୧୬୯୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୭୩

– ସ୍ଥାନୀୟ ଅଞ୍ଚଳରୁ ୬୨୬

– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

୧- ଅନୁଗୁଳ ଜିଲ୍ଲାରୁ –  ୧୭

୨- ବାଲେଶ୍ୱର ଜିଲ୍ଲାରୁ –  ୧୭

୩- ବରଗଡ଼ ଜିଲ୍ଲାରୁ –  ୮୧

୪- ଭଦ୍ରକ ଜିଲ୍ଲାରୁ –  ୬୬

୫- ବଲାଙ୍ଗୀର ଜିଲ୍ଲାରୁ –  ୨୧

୬- ବୌଦ୍ଦ ଜିଲ୍ଲାରୁ –  ୮

୭- କଟକ ଜିଲ୍ଲାରୁ –  ୧୦୫

୮- ଢେଙ୍କାନାଳ ଜିଲ୍ଲାରୁ –  ୨୭

୯- ଗଜପତି ଜିଲ୍ଲାରୁ –  ୫୯

୧୦- ଗଞ୍ଜାମ ଜିଲ୍ଲାରୁ –  ୨୬୮

୧୧- ଜଗତସିଂହପୁର ଜିଲ୍ଲାରୁ –  ୧୬

୧୨- ଯାଜପୁର ଜିଲ୍ଲାରୁ –  ୪୧

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୧୦

୧୪- କଳାହାଣ୍ଡି ଜିଲ୍ଲାରୁ –  ୩୦

୧୫- କନ୍ଧମାଳ ଜିଲ୍ଲାରୁ –  ୭୪

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭

୧୭- କେନ୍ଦୁଝର ଜିଲ୍ଲାରୁ –  ୫୬

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୨୦

୧୯- କୋରାପୁଟ ଜିଲ୍ଲାରୁ –  ୪୧

୨୦- ମାଲକାନଗିରି : ୭୨

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୨୪

୨୨- ନବରଙ୍ଗପୁର ଜିଲ୍ଲାରେ: ୧୬

୨୩- ନୟାଗଡ଼ ଜିଲ୍ଲାରୁ –  ୨୫

୨୪- ନୂଆପଡ଼ା ଜିଲ୍ଲାରୁ –  ୩

୨୫- ପୁରୀ ଜିଲ୍ଲାରୁ –  ୬୭

୨୬- ରାୟଗଡ଼ା ଜିଲ୍ଲାରୁ –  ୧୯

୨୭- ସମ୍ବଲପୁର ଜିଲ୍ଲାରୁ –  ୧୦୧

୨୮- ସୋନପୁର ଜିଲ୍ଲାରୁ –  ୧୦

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୭୮

 

– ନୂଆ ସୁସ୍ଥ ହୋଇଥିଲେ୧୨୫୫

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୦୦୫୯୧

– ମୋଟ ଆକ୍ରାନ୍ତ ୪୦୭୧୭

– ମୋଟ ସୁସ୍ଥ ହୋଲେଣି ୨୫୭୩୭

– ସକ୍ରୀୟ ଆକ୍ରାନ୍ତ –  ୧୪୭୦୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.