Home Coronavirus Outbreak ଆଜି ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୪୪୧୪୨

ଆଜି ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୪୪୧୪୨

79

ଭୁବନେଶ୍ୱର ୮-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୪୪୧୪୨ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

ନୂଆ ଆକ୍ରାନ୍ତ: ୩୧୪୪

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୨୫

– ସ୍ଥାନୀୟ ଅଞ୍ଚଳରୁ୧୩୧୯

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୨୮

୨- ବାଲେଶ୍ୱର ଜିଲ୍ଲାରୁ –  ୭୨

୩- ବରଗଡ଼ ଜିଲ୍ଲାରୁ –  ୯୪

୪- ଭଦ୍ରକ ଜିଲ୍ଲାରୁ –  ୧୦୧

୫- ବଲାଙ୍ଗୀର ଜିଲ୍ଲାରୁ –  ୮୬

୬- ବୌଦ୍ଦ ଜିଲ୍ଲାରୁ –  ୧

୭- କଟକ ଜିଲ୍ଲାରୁ –  ୨୪୩

୮- ଦେବଗଡ଼ ଜିଲ୍ଲାରୁ –  ୨୪

୯- ଢେଙ୍କାନାଳ ଜିଲ୍ଲାରୁ –  ୭୩

୧୦- ଗଜପତି ଜିଲ୍ଲାରୁ –  ୯

୧୧- ଗଞ୍ଜାମ ଜିଲ୍ଲାରୁ –  ୩୮

୧୨- ଜଗତସିଂହପୁର ଜିଲ୍ଲାରୁ –  ୭୭

୧୩- ଯାଜପୁର ଜିଲ୍ଲାରୁ –  ୧୦୧

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୮୩

୧୫- କଳାହାଣ୍ଡି ଜିଲ୍ଲାରୁ –  ୧୨୪

୧୬- କନ୍ଧମାଳ ଜିଲ୍ଲାରୁ –  ୧୧୬

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୨

୧୮- କେନ୍ଦୁଝର ଜିଲ୍ଲାରୁ –  ୬୩

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୬୨

୨୦- କୋରାପୁଟ ଜିଲ୍ଲାରୁ –  ୩୭

୨୧- ମାଲକାନଗିରି : ୨୮

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୧୫

୨୩- ନବରଙ୍ଗପୁର ଜିଲ୍ଲାରୁ: ୧୦୭

୨୪- ନୟାଗଡ଼ ଜିଲ୍ଲାରୁ –  ୫୮

୨୫- ନୂଆପଡ଼ା ଜିଲ୍ଲାରୁ –  ୧୧୪

୨୬- ପୁରୀ ଜିଲ୍ଲାରୁ –  ୧୨୨

୨୭- ରାୟଗଡ଼ା ଜିଲ୍ଲାରୁ –  ୨୯

୨୮- ସମ୍ବଲପୁର ଜିଲ୍ଲାରୁ –  ୧୩୬

୨୯- ସୋନପୁର ଜିଲ୍ଲାରୁ –  ୮୬

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୦୫

୩୧- State Pool: ୧୩୦

ଗତକାଲି ସୁସ୍ଥ ହୋଇଥିଲେ : ୩୪୫୫

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୬୧୯୫୦୯

– ମୋଟ ଆକ୍ରାନ୍ତ ୨୪୪୧୪୨

– ମୋଟ ସୁସ୍ଛ ହୋଲେଣି ୨୧୩୬୭୨

ସକ୍ରୀୟ ଆକ୍ରାନ୍ତ : ୨୯୪୪୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.