ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି ପାଇଛି।
– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୮୮
– ନୂଆ ଆକ୍ରାନ୍ତ: ୧୩୮୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୮୯
– ସ୍ଥାନୀୟ ଅଞ୍ଚଳରୁ ୪୯୫
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୧୪
୨- ବାଲେଶ୍ୱର ଜିଲ୍ଲାରୁ – ୩୭
୩- ବରଗଡ଼ ଜିଲ୍ଲାରୁ – ୧୦
୪- ଭଦ୍ରକ ଜିଲ୍ଲାରୁ – ୪୦
୫- ବଲାଙ୍ଗୀର ଜିଲ୍ଲାରୁ – ୫
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୧୨୧
୮- ଢେଙ୍କାନାଳ ଜିଲ୍ଲାରୁ – ୫୧
୯- ଗଜପତି ଜିଲ୍ଲାରୁ – ୩୮
୧୦- ଗଞ୍ଜାମ ଜିଲ୍ଲାରୁ – ୨୮୮
୧୧- ଜଗତସିଂହପୁର ଜିଲ୍ଲାରୁ – ୨୦
୧୨- ଯାଜପୁର ଜିଲ୍ଲାରୁ – ୩୯
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୪- କଳାହାଣ୍ଡି ଜିଲ୍ଲାରୁ – ୪୭
୧୫- କନ୍ଧମାଳ ଜିଲ୍ଲାରୁ – ୬୨
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨
୧୭- କେନ୍ଦୁଝର ଜିଲ୍ଲାରୁ – ୬୬
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୦୧
୧୯- କୋରାପୁଟ ଜିଲ୍ଲାରୁ – ୪୯
୨୦- ମାଲକାନଗିରି : ୩୪
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୮
୨୨- ନବରଙ୍ଗପୁର ଜିଲ୍ଲାରେ: ୨
୨୩- ନୟାଗଡ଼ ଜିଲ୍ଲାରୁ – ୩୧
୨୪- ନୂଆପଡ଼ା ଜିଲ୍ଲାରୁ – ୩
୨୫- ପୁରୀ ଜିଲ୍ଲାରୁ – ୩୪
୨୬- ସମ୍ବଲପୁର ଜିଲ୍ଲାରୁ – ୮୨
୨୭- ସୋନପୁର ଜିଲ୍ଲାରୁ – ୧
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୬୪
– ନୂଆ ସୁସ୍ଥ ହୋଇଥିଲେ୧୧୧୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୫୭୦୫୯୦
– ମୋଟ ଆକ୍ରାନ୍ତ ୩୭୬୮୧
– ମୋଟ ସୁସ୍ଥ ହେଲେଣି ୨୩୦୭୩
– ସକ୍ରୀୟ ଆକ୍ରାନ୍ତ – ୧୪୩୫୦