Home Coronavirus Outbreak ରାଜ୍ୟରେ ଆଜି ୨୬ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୬୨୯୭...

ରାଜ୍ୟରେ ଆଜି ୨୬ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୬୨୯୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁରୁ କେତେ ?

241

ଭୁବନେଶ୍ୱର ୩-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୬୨୯୭ କୁ ବୃଦ୍ଧି ପାଇଛି।

– ୨୬ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୩୧
– ନୂଆ ଆକ୍ରାନ୍ତ: ୧୩୮୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୭୩
– ସ୍ଥାନୀୟ ଅଞ୍ଚଳରୁ ୫୧୧

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୧୩
୨- ବାଲେଶ୍ୱର ଜିଲ୍ଲାରୁ – ୭୯
୩- ବରଗଡ଼ ଜିଲ୍ଲାରୁ – ୩୩
୪- ଭଦ୍ରକ ଜିଲ୍ଲାରୁ – ୨୫
୫- ବଲାଙ୍ଗୀର ଜିଲ୍ଲାରୁ – ୫୧
୬- କଟକ ଜିଲ୍ଲାରୁ – ୮୯
୭- ଢେଙ୍କାନାଳ ଜିଲ୍ଲାରୁ – ୧୧
୮- ଗଜପତି ଜିଲ୍ଲାରୁ – ୬୧
୯- ଗଞ୍ଜାମ ଜିଲ୍ଲାରୁ – ୩୩୧
୧୦- ଜଗତସିଂହପୁର ଜିଲ୍ଲାରୁ – ୨୨
୧୧- ଯାଜପୁର ଜିଲ୍ଲାରୁ – ୧୮
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୭
୧୩- କଳାହାଣ୍ଡି ଜିଲ୍ଲାରୁ – ୪
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧
୧୫- ଖୋର୍ଦ୍ଧା ଜିଲ୍ଲାରୁ : ୨୧୧
୧୬- କୋରାପୁଟ ଜିଲ୍ଲାରୁ – ୯୭
୧୭- ମାଲକାନଗିରି : ୩୯
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୨୯
୧୯- ନବରଙ୍ଗପୁର ଜିଲ୍ଲାରେ: ୨୬
୨୦- ନୟାଗଡ଼ ଜିଲ୍ଲାରୁ – ୨୨
୨୧- ନୂଆପଡ଼ା ଜିଲ୍ଲାରୁ – ୫
୨୨- ପୁରୀ ଜିଲ୍ଲାରୁ – ୧୭
୨୩- ରାୟଗଡ଼ା ଜିଲ୍ଲାରୁ – ୩୮
୨୪- ସମ୍ବଲପୁର ଜିଲ୍ଲାରୁ – ୯୩
୨୫- ସୋନପୁର ଜିଲ୍ଲାରୁ – ୬
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୪୬

– ନୂଆ ସୁସ୍ଥ ହୋଇଥିଲେ୬୮୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୫୫୬୫୮୮
– ମୋଟ ଆକ୍ରାନ୍ତ ୩୬୨୯୭
– ମୋଟ ସୁସ୍ଥ ହେଲେଣି ୨୧୯୫୪
– ସକ୍ରୀୟ ଆକ୍ରାନ୍ତ – ୧୪୦୯୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.