Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୪୦ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩,୮୦୧ କୁ...

ରାଜ୍ୟରେ ଆଜି କରୋନା ନେଲା ୪୦ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩,୮୦୧ କୁ ବୃଦ୍ଧି

31

ଭୁବନେଶ୍ୱର ୨୫-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ  ୪୦ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୮୦୧ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାରୁ ୩ ଜଣ ,

ବାଲେଶ୍ୱର ଜିଲ୍ଲାରୁ ୨ ଜଣ ,

ବରଗଡ ଜିଲ୍ଲାରୁ ୫ ଜଣ ,

ଭଦ୍ରକ ଜିଲ୍ଲାରୁ ୨ ଜଣ ,

ବଲାଙ୍ଗୀର ଜିଲ୍ଲାରୁ ୨ ଜଣ ,

ବୌଦ୍ଧ ଜିଲ୍ଲାରୁ ୨ ଜଣ ,

କଟକ ଜିଲ୍ଲାରୁ ୫ ଜଣ ,

ଗଞ୍ଜାମ ଜିଲ୍ଲାରୁ ୧ ଜଣ ,

ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ,

ନୟାଗଡ଼ ଜିଲ୍ଲାରୁ ୫ ଜଣ ,

ପୁରୀ ଜିଲ୍ଲାରୁ ୨ ଜଣ ,

ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ,

ମୋଟରେ  ୪୦ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୨,୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂତନ ପଜିଟିଭ୍ କେସ୍ : ୨୯୧୨

କ୍ୱାରେଣ୍ଟିନରୁ : ୧୬୭୫

ସ୍ଥାନୀୟ ସମ୍ପର୍କରୁ: ୧୨୩୭

ଜିଲ୍ଲା ୱାରୀ ପଜିଟିଭ୍ ମାମଲା:

୧ – ଅନୁଗୁଳ: ୧୧୯

୨ – ବାଲେଶ୍ୱର: ୨୨୦

୩ – ବରଗଡ: ୩୧

୪ – ଭଦ୍ରକ: ୧୩୬

୫ – ବଲାଙ୍ଗୀର: ୧୨

୬ – ବୌଦ୍ଧ: ୧୮

୭ – କଟକ: ୩୮୨

୮ – ଦେବଗଡ଼: ୪

୯ – ଢେଙ୍କାନାଳ: ୪୨

୧୦ – ଗଜପତି: ୧୩

୧୧ – ଗଞ୍ଜାମ: ୧୮

୧୨ – ଜଗତସିଂହପୁର: ୧୩୧

୧୩ – ଯାଜପୁର: ୨୯୨

୧୪ – ଝାରସୁଗୁଡ଼ା: ୧୪

୧୫ – କଳାହାଣ୍ଡି: ୩୫

୧୬ – କନ୍ଧମାଳ: ୩୬

୧୭ – କେନ୍ଦ୍ରାପଡା: ୭୧

୧୮ – କେନ୍ଦୁଝର: ୭୦

୧୯ – ଖୋର୍ଦ୍ଧା: ୪୦୧

୨୦ – କୋରାପୁଟ: ୫୪

୨୧ – ମାଲକାନଗିରି: ୪୯

୨୨ – ମୟୂରଭଞ୍ଜ: ୧୭୪

୨୩ – ନବରଙ୍ଗପୁର: ୫୦

୨୪ – ନୟାଗଡ଼: ୧୪୦

୨୫ – ନୁଆପଡା: ୮

୨୬ – ପୁରୀ: ୧୬୧

୨୭ – ରାୟଗଡ଼ା: ୫୨

୨୮ – ସମ୍ବଲପୁର: ୩୦

୨୯ – ସୋନପୁର: ୧୩

୩୦ – ସୁନ୍ଦରଗଡ: ୭୧

୩୧ – ରାଜ୍ୟ ପୁଲ୍: ୬୫

ଗତକାଲି ସୁସ୍ଥ ହୋଇଥିଲେ: ୩୪୮୬

ସଂଗୃହିତ ପରୀକ୍ଷଣ: ୧୩୪୧୭୩୮୭

ସକରାତ୍ମକ: ୮୯୩୫୦୮

ପୁନରୁଦ୍ଧାର: ୮୫୬୪୯୮

ସକ୍ରିୟ ମାମଲା: ୩୩୧୫୬

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୩୯, ୭୩୨ [+୧୧୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୧୩୩ [+୧୧୬] ଜଣ ସକ୍ରୀୟ ଅଛନ୍ତି ଏବଂ ୩୮, ୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୬୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୧, ୯୯୮ [+୨୨୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୭୪୪ [+୨୧୮] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୧୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୦୧୦ [+୩୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୮ [+୨୬] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୩୬୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧୫ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୧, ୭୫୪ [+୧୩୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୬୮୭ [+୧୩୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୦, ୦୧୯ ଜଣ ସୁସ୍ଥ ହୋଇଥିବା ବେଳେ ୪୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୨, ୮୦୩ [+୧୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୪ [+୧୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୪୪୭ ଜଣ ସୁସ୍ଥ ହୋଇଥିବା ବେଳେ ୮୨ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୦୮୧ [+୧୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୭ [+୧୬] ଜଣ ସକ୍ରୀୟ ଅଛନ୍ତି ଏବଂ ୧୧, ୬୨୪ ଜଣ ସୁସ୍ଥ ହୋଇଥିବା ବେଳେ ୮୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୭୪, ୨୯୮ [+୩୮୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୬୬୨ [+୩୭୭] ଜଣ ସକ୍ରୀୟ ଅଛନ୍ତି ଏବଂ ୭୦, ୩୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୬୨ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫, ୯୬୮ [+୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୬ [+୪] ଜଣ ସକ୍ରୀୟ ଅଛନ୍ତି ଏବଂ ୫, ୮୩୦ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୭, ୦୪୩ [+୪୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୫ [+୪୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧୬, ୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ୫୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୧୭୬ [+୧୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୭ [+୧୩] ଜଣ ସକ୍ରୀୟ ଅଛନ୍ତି ଏବଂ ୮, ୯୪୯ ଜଣ ସୁସ୍ଥ ହୋଇଥିବା ବେଳେ ୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୨, ୯୫୧ [+୧୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୭ [+୧୭] ଜଣ ସକ୍ରୀୟ ଅଛନ୍ତି ଏବଂ ୩୨, ୪୪୪ ଜଣ ସୁସ୍ଥ ହୋଇଥିବା ବେଳେ ୩୨୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୧, ୬୩୫ [+୧୩୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୩୭୪ [+୧୩୧] ଜଣ ସକ୍ରୀୟ ଅଛନ୍ତି ଏବଂ ୨୦, ୧୮୯ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୫, ୮୦୬ [+୨୯୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୧୯୭ [+୨୯୨] ଜଣ ସକ୍ରୀୟ ଅଛନ୍ତି ଏବଂ ୩୨, ୫୭୦ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡା ଜିଲ୍ଲାରେ ୨୩, ୨୪୪ [+୧୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୫ [+୧୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୩, ୦୦୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୩, ୭୦୧ [+୩୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬ [+୩୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୩, ୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୦, ୫୯୮ [+୩୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦୯ [+୩୬] ଜଣ ସକ୍ରୀୟ ଅଛନ୍ତି ଏବଂ ୧୦, ୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୧୯, ୯୪୪ [+୭୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫୬ [+୭୧] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୯୧୦ ଜଣ ସୁସ୍ଥ ହୋଇଥିବା ବେଳେ ୭୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୮, ୬୩୬ [+୭୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨୦ [+୭୦] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୧୪୭ ଜଣ ସୁସ୍ଥ ହୋଇଥିବା ବେଳେ ୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୩୨, ୯୯୧ [+୪୦୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫, ୧୦୭ [+୩୯୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧, ୨୭, ୨୬୮ ଜଣ ସୁସ୍ଥ ହୋଇଥିବା ବେଳେ ୬୦୬ [+୯] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୭, ୭୫୪ [+୫୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୯୫ [+୫୪] ଜଣ ସକ୍ରୀୟ ଅଛନ୍ତି ଏବଂ ୧୬, ୮୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୦, ୨୦୧ [+୪୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୮ [+୪୯] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୫୮୦ ଜଣ ସୁସ୍ଥ ହୋଇଥିବା ବେଳେ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ୩୪, ୫୯୮ [+୧୭୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୪୯୨ [+୧୭୪] ଜଣ ସକ୍ରୀୟ ଅଛନ୍ତି ଏବଂ ୩୨, ୯୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୨, ୮୬୦ [+୫୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୭ [+୫୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୨୮୮ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧୯, ୭୧୧ [+୧୪୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୩୦୮ [+୧୩୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୩୩୨ ଜଣ ସୁସ୍ଥ ହୋଇଥିବା ବେଳେ ୬୯ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୨୨, ୫୬୮ [+୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୬ [+୮] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୩୬୪ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୩୮, ୬୨୭ [+୧୬୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୮୭୧ [+୧୫୯] ଜଣ ସକ୍ରୀୟ ଅଛନ୍ତି ଏବଂ ୩୬, ୫୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨୧୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୮, ୬୭୬ [+୫୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୩ [+୫୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୧୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୯, ୬୦୮ [+୩୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୫ [+୩୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୨, ୫୯୧ [+୧୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୯ [+୧୩] ଜଣ ସକ୍ରୀୟ ଅଛନ୍ତି ଏବଂ ୧୨, ୨୫୩ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୮, ୮୪୫ [+୭୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୬ [+୬୯] ଜଣ ସକ୍ରୀୟ ଅଛନ୍ତି ଏବଂ ୫୭, ୭୦୬ ଜଣ ସୁସ୍ଥ ହୋଇଥିବା ବେଳେ ୩୩୯ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଷ୍ଟେଟ୍ ପୁଲ ୨୩, ୧୦୦ [+୬୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୨୨ [+୬୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୨୭୮ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.