Home Coronavirus Outbreak ଦେଶରେ ଆଜି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୧, ୬୬୭ ନୂଆ...

ଦେଶରେ ଆଜି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୧, ୬୬୭ ନୂଆ କରୋନା ସଂକ୍ରମଣ, ୧, ୩୨୯ ମୃତ୍ୟୁ

56

ନୂଆଦିଲ୍ଲୀ ୨୫ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୧, ୬୬୭ ନୂଆ କରୋନା ସଂକ୍ରମଣ ହୋଇଥିବା ଭାରତର
ସକ୍ରିୟ ମାମଲା ୬, ୧୨, ୮୬୮ କୁ ହ୍ରାସ ପାଇଛି।

ଆରୋଗ୍ୟ ହାର ୯୬.୬୬% କୁ ବୃଦ୍ଧି ପାଇଛି।

କ୍ରମାଗତ ୧୮ ଦିନ ପାଇଁ ଦୈନିକ ପଜିଟିଭିଟି ହାର ୨.୯୮%, ୫% ରୁ କମ୍ ଅଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୧, ୩୪, ୪୪୫ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୪, ୧୮୯ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୬୪, ୫୨୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୩୨୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୩, ୩୧୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୧୨, ୮୬୮ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୧, ୨୮, ୨୬୭ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୦୩%

ଆରୋଗ୍ୟ ହୋଇଛନ୍ତି ୯୬.୬୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୦, ୭୯, ୪୮, ୭୪୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୦, ୭୩, ୯୧୨ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୯, ୯୫, ୬୮, ୪୪୮ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୭, ୩୫, ୭୮୧ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯ ୭୨୧୪ ୧୨୭
ଆନ୍ଧ୍ରପ୍ରଦେଶ ୪୯୬୮୩ ୧୮୦୪୮୪୪ ୬୪୬୪ ୧୨୪୯୦ ୩୮
ଅରୁଣାଚଳ ପ୍ରଦେଶ ୨୫୬୫ ୩୧୪୮୭ ୨୯୮ ୧୬୨
ଆସାମ ୩୧୦୧୪ ୪୫୮୩୩୦ ୩୬୦୪ ୪୩୪୪ ୩୪
ବିହାର ୨୫୫୮ ୭୦୮୫୮୬ ୩୫୫ ୯୫୭୩
ଚଣ୍ଡିଗଡ଼ ୨୪୭ ୬୦୪୮୮ ୪୨ ୮୦୭
ଛତିଶଗଡ ୭୩୧୪ ୯୭୧୬୬୨ ୬୦୫ ୧୩୪୧୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୫୯ ୧୦୪୬୩
ଦିଲ୍ଲୀ ୧୭୬୭ ୧୪୦୬୭୬୦ ୧୩୧ ୨୪୯୪୮
୧୦ ଗୋଆ ୨୭୨୭ ୧୫୯୬୭୭ ୨୫୮ ୩୦୨୨
୧୧ ଗୁଜୁରାଟ ୪୪୨୭ ୮୦୮୪୧୮ ୫୦୭ ୧୦୦୪୨
୧୨ ହରିୟାଣା ୧୯୯୦ ୭୫୬୬୭୯ ୨୫୩ ୯୩୩୩ ୧୯
୧୩ ହିମାଚଳ ପ୍ରଦେଶ ୨୧୨୩ ୧୯୫୬୨୪ ୩୨୩ ୩୪୬୩
୧୪ ଜାମ୍ମୁ କାଶ୍ମୀର ୬୫୩୭ ୩୦୨୬୫୫ ୬୮୨ ୪୨୮୪ ୧୧
୧୫ ଝାଡଖଣ୍ଡ ୧୨୨୪ ୩୩୮୬୯୮ ୨୫୨ ୫୧୦୬
୧୬ କର୍ଣ୍ଣାଟକ ୧୧୦୫୪୬ ୨୬୭୮୪୭୩ ୯୭୬୮ ୩୪୪୨୫ ୧୩୮
୧୭ କେରଳ ୧୦୦୩୦୮ ୨୭୪୧୪୩୬ ୧୧୪୬୯ ୧୨୫୮୧ ୧୩୬
୧୮ ଲଦାଖ ୩୧୪ ୧୯୩୮୭ ୪୬ ୨୦୨
୧୯ ଲକ୍ଷଦୀପ ୩୨୨ ୯୨୩୨ ୬୦ ୪୭
୨୦ ମଧ୍ୟପ୍ରଦେଶ ୧୨୮୦ ୭୭୯୪୩୨ ୨୫୫ ୮୮୪୯ ୨୨
୨୧ ମହାରାଷ୍ଟ୍ର ୧୨୪୯୧୧ ୫୭୬୨୬୬୧ ୯୩୭୧ ୧୧୯୮୫୯ ୫୫୬
୨୨ ମଣିପୁର ୯୧୭୪ ୫୫୯୧୨ ୬୫୫ ୧୦୮୫ ୧୧
୨୩ ମେଘାଳୟ ୪୪୨୪ ୪୧୬୪୭ ୨୯୮ ୮୦୭ ୧୦
୨୪ ମିଜୋରାମ ୪୪୫୫ ୧୪୩୧୬ ୨୨୦ ୮୮
୨୫ ନାଗାଲାଣ୍ଡ ୧୫୦୯ ୨୨୬୪୧ ୧୫୫ ୪୭୯
୨୬ ଓଡ଼ିଶା ୩୦୩୩୭ ୮୫୬୪୯୮ ୩୪୮୬ ୩୭୬୧ ୪୪
୨୭ ପୁଡୁଚେରୀ ୩୦୭୭ ୧୧୧୧୧୪ ୨୭୬ ୧୭୩୪
୨୮ ପଞ୍ଜାବ ୫୨୭୪ ୫୭୨୭୨୩ ୭୧୫ ୧୫୯୪୪ ୨୧
୨୯ ରାଜସ୍ଥାନ ୨୦୧୯ ୯୪୦୭୭୧ ୩୦୬ ୮୯୦୫
୩୦ ସିକ୍କିମ୍ ୨୨୮୨ ୧୭୧୦୧ ୧୯୮ ୨୯୮
୩୧ ତାମିଲନାଡୁ ୪୯୮୪୫ ୨୩୬୭୮୩୧ ୯୦୪୬ ୩୧୯୦୧ ୧୫୫
୩୨ ତେଲେଙ୍ଗାନା ୧୬୦୩୦ ୫୯୮୧୩୯ ୧୫୧୧ ୩୬୦୭
୩୩ ତ୍ରିପୁରା ୩୮୨୮ ୫୯୩୭୮ ୪୦୦ ୬୬୨
୩୪ ଉତ୍ତରାଖଣ୍ଡ ୨୭୩୯ ୩୨୯୪୩୨ ୨୫୦ ୭୦୭୪
୩୫ ଉତ୍ତରପ୍ରଦେଶ ୩୫୫୨ ୧୬୭୯୦୯୬ ୩୦୮ ୨୨୩୬୬ ୩୦
୩୬ ପଶ୍ଚିମବଙ୍ଗ ୨୨୩୦୮ ୧୪୪୯୪୬୨ ୧୯୫୨ ୧୭୫୧୬ ୪୧
ମୋଟ ୬୧୨୮୬୮ ୨୯୧୨୮୨୬୭ ୬୪୫୨୭ ୩୯୩୩୧୦ ୧୩୨୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.