Home Coronavirus Outbreak ରାଜ୍ୟରେ ଆଜି ୪୪୮ ନୂଆ କରୋନା ଆକ୍ରାନ୍ତ, କରୋନା ନେଲା ୬ ଜୀବନ ଜାଣନ୍ତୁ କେଉଁ...

ରାଜ୍ୟରେ ଆଜି ୪୪୮ ନୂଆ କରୋନା ଆକ୍ରାନ୍ତ, କରୋନା ନେଲା ୬ ଜୀବନ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

50

ଭୁବନେଶ୍ୱର ୧୧ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୪୪୮
୦-୧୮ ବର୍ଷର : ୫୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୯
– ସ୍ଥାନୀୟ ଅଞ୍ଚଳରୁ୧୮୯
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୩
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୩
୫- ବଲାଙ୍ଗୀର ଜିଲ୍ଲାରୁ – ୩
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୪୮
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଢେଙ୍କାନାଳ ଜିଲ୍ଲାରୁ – ୪
୧୦- ଗଜପତି ଜିଲ୍ଲାରୁ – ୧
୧୧- ଗଞ୍ଜାମ ଜିଲ୍ଲାରୁ – ୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୯
୧୩- ଯାଜପୁର ଜିଲ୍ଲାରୁ – ୧୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩
୧୬- କେନ୍ଦୁଝର ଜିଲ୍ଲାରୁ – ୩
୧୭- ଖୋର୍ଦ୍ଧାରୁ : ୨୦୮
୧୮- କୋରାପୁଟ ଜିଲ୍ଲାରୁ – ୨
୧୯- ମାଲକାନଗିରି : ୨
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୧୭
୨୧- ନବରଙ୍ଗପୁର ଜିଲ୍ଲାରେ: ୧
୨୨- ନୟାଗଡ଼ ଜିଲ୍ଲାରୁ – ୪
୨୩- ନୂଆପଡ଼ା ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୧୨
୨୫- ରାୟଗଡ଼ା ଜିଲ୍ଲାରୁ – ୧
୨୬- ସମ୍ବଲପୁର ଜିଲ୍ଲାରୁ – ୯
୨୭- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦
୨୮- State Pool: ୫୧
– ନୂଆ ସୁସ୍ଥ ହୋଇଥିଲେ୪୩୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୦୭୦୯୧୫୨
– ମୋଟ ଆକ୍ରାନ୍ତ ୧୦୩୨୧୪୪
– ମୋଟ ସୁସ୍ଛ ହୋଲେଣି ୧୦୧୮୭୪୯
– ସକ୍ରୀୟ ଆକ୍ରାନ୍ତ – ୫୦୮୭

ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ, ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
୧. ଭୁବନେଶ୍ୱରର ୮୫ ବର୍ଷ ବୟସ୍କ ପୁରୁଷ।

୨. ଭୁବନେଶ୍ୱରର ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. କଟକ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୪. କଟକ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।

୫. କେନ୍ଦ୍ରାପଡା ଜିଲ୍ଲାର ୮୫ ବର୍ଷ ବୟସ୍କା ମହିଳା ଯିଏ ହେପାଟୋପାଥି ଏବଂ ଥ୍ରୋମ୍ବୋସାଇଟୋପେନିଆରେ ମଧ୍ୟ ପୀଡିତ ଥିଲେ।

୬. କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କା ମହିଳା ଯିଏ ଡାଇବେଟିସ୍ ମେଲିଟସ୍ ରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.